ବିଚାର

କାହାର ନାମ ଭାବି କୌଣସି ଗୋଟିଏ କେକ ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ନମସ୍କାର ବନ୍ଧୁଗଣ । ଅଜଯ ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ବିଷୟ ବସ୍ତୁ ଯାହା ସାହାର୍ଯ୍ୟ ରେ ଆପଣ ଜାଣି ପାରିବେ କି କାହା ମନରେ ଆପଣଙ୍କ ପାଇଁ କେଉଁ ଭାବନା ରହିଛି । ଏହା ପାଇଁ ଆପଣ ପ୍ରଥମେ କୌଣସି ଏକ ବ୍ୟକ୍ତି ଙ୍କୁ ସ୍ମରଣ କରି ତଳେ ଥିବା ନମ୍ବର ମାନଙ୍କ ମଧ୍ୟରୁ କୌଣସି ଏକ ନମ୍ବର ର କେକ କୁ ବାଛି ନିଅନ୍ତୁ । କିନ୍ତୁ ବନ୍ଧୁଗଣ ପ୍ରଥମେ କହି ରଖୁଚୁ କି ଏହା ଏକ ପ୍ରକାରର ଜେନେରାଲ ରିଡିଂ ଅଟେ । ତେଣୁ କିଛି ଲୋକ ଙ୍କ ଜୀବନ ସହ ଏହା କନେକ୍ଟ ହୋଇ ନଥାଏ ।

ତେବେ ବନ୍ଧୁଆନ ଯେଉଁ ମାନେ ମଧ୍ୟ ପ୍ରଥମର 1 ନମ୍ବର ଯୁକ୍ତ କେକ କୁ ଯେଉଁ ବ୍ୟକ୍ତି ଙ୍କୁ ଚିନ୍ତା କରି ଚୟନ କରିଛନ୍ତି, ସେ ବ୍ୟକ୍ତି ଙ୍କ ମନରେ ଆପଣ ଙ୍କ ପାଇଁ ଅନେକ ପ୍ରେମ ଭରି ହୋଇଛି । ସେ ଆପଣ ଙ୍କୁ ଖୁବ ବିଶ୍ଵାସ ମଧ୍ୟ କରିଥାନ୍ତି । ଆପଣ ଙ୍କ ସହ ସମୟ ଅତିବାହିତ କରିବାକୁ ତାଙ୍କୁ ଖୁବ ଭଲ ମଧ୍ୟ ଲାଗିଥାଏ ।

ସେ ସବୁବେଳେ ନିଜକୁ ଖୁବ ଅଧିକ ଭାଗ୍ୟଶାଳୀ ବ୍ୟକ୍ତି ରୂପରେ ଦେଖିଥାନ୍ତି, ଏହାର ଏକ ମାତ୍ର କାରଣ ମଧ୍ୟ ଆପଣ ତାଙ୍କ ପାଇଁ ଅଟନ୍ତି ।  ନମ୍ବର 2 କୁ ଯେଉଁ ମାନେ ମଧ୍ୟ ଯାହାକୁ ଚିନ୍ତା କରି ଚୟନ କରିଛନ୍ତି, ସେ ବ୍ୟକ୍ତି ଙ୍କୁ ଆପଣ ଙ୍କର ସ୍ଵଭାବ ଚରିତ୍ର ଖୁବ ଅଧିକ ଆକର୍ଷିତ କରିଥାଏ ।

ଏହାସହ ଆପଣଙ୍କ ବ୍ୟକ୍ତିତ୍ବ ରେ ମଧ୍ୟ ସେ ଖୁବ ଅଧିକ ପ୍ରଭିବିତ ହୋଇ ରହିଛନ୍ତି । ହୋଇ ପାରେ ଭବିଷ୍ୟତ ରେ ସେ ଆପଣ ଙ୍କର ଲାଇଫ ପାର୍ଟନର ହୋଇଯିବେ । କାରଣ ତାଙ୍କ ମନରେ ଆପଣଙ୍କ ପାଇଁ ଭଲ ପାଇବା ମଧ୍ୟ ରହିଛି ।ତାହାଛଡା ଆପଣଙ୍କୁ ସେ ସବୁବେଳେ ଏକ ଅତ୍ୟନ୍ତ ହିଁ ବୁଦ୍ଧିମାନ ଯୁକ୍ତ ବ୍ୟକ୍ତି ରୂପରେ ଦେଖିଥାନ୍ତି । କିନ୍ତୁ କିଛି ଦିନ ହେବ ଆପଣ ଙ୍କର କୌଣସି କାର୍ଯ୍ୟ ତାଙ୍କ ମନକୁ କିଛି ମାତ୍ରରେ କଷ୍ଟ ଦେଉଛି ।

ନମ୍ବର 3 କୁ ଯେଉଁ ମାନେ ମଧ୍ୟ ଯାହାକୁ ଚିନ୍ତା କରି ଚୟନ କରିଛନ୍ତି, ସେ ବ୍ୟକ୍ତି ଜଣକ ଆପଣ ଙ୍କୁ ଖୁବ ସମ୍ମାନ କରିଥାନ୍ତି । କିନ୍ତୁ ତାଙ୍କ ମନରେ ଆପଣଙ୍କ ଠାରୁ କିଛି ପାଇବାର ଇଚ୍ଛା ରହିଅଛି । ବୋଧ ହୁଏ ସେ ଆପଣ ଙ୍କୁ ତାହା କହି ନ ପାରୁ ଥାଆନ୍ତି ।

କିନ୍ତୁ ସେ ଆପଣଙ୍କୁ ଏକ ଅଟତ୍ନ ଦୟାବାନ ବ୍ୟକ୍ତି ରୂପରେ ଦେଖନ୍ତି । ଆପଣଙ୍କର ସମସ୍ତଙ୍କୁ ସାହାର୍ଯ୍ୟ କରିବା ଗୁଣ ଟି ଟନକୁ ଆପଣ ଆଡକୁ ଅଧିକ ଆକର୍ଷିତ କରିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button