ଥଣ୍ଡା, କାଶ ଓ କଫ ଏକା ଥରେ ଭଲ ହେଇଯିବ, ବାସ କରନ୍ତୁ ଏହି ଘରୋଇ ଉପାୟ ( Healthy Tips )

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏକ ଏପରି ଘରୋଇ ଉପାୟ ଯାହା ସାହାର୍ଯ୍ୟ ରେ ଆପଣ ନିଜର ଥଣ୍ଡା କାଶ କୁ ସଂପୂର୍ଣ୍ଣ ରୂପରେ ଭଲ କରି ପାରିବେ । ବର୍ତ୍ତମାନର ସମୟରେ ଯେପରି ଋତୁ ପରିବର୍ତ୍ତନ ହେବାରେ ଲାଗିଛି , ଏପରି ରେ ଥଣ୍ଡା କାଶ ଭଳି ସମସ୍ଯା ଦେଖାଦେବା ଏକ ସାଧାରଣ ଘଟଣା ଅଟେ । ଏହି କାରଣ ରୁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ,
ଏକ ଏପରି ଘରୋଇ ଉପଚାର ଯାହା ସାହାର୍ଯ୍ୟ ରେ ଆପଣ ନିଜର ଥଣ୍ଡା କଫ କାଶ ଭଳି ସମସ୍ତ ସମସ୍ଯା କୁ ମାତ୍ର 1 ଘଣ୍ଟା ମଧ୍ୟ ଭଲ କରି ପାରିବେ । ତେବେ ଆସନ୍ତୁ ଆଉ ଅଧିକ ବିଳମ୍ବ ନ କରି ଆଜିର ଏହି ଉପଚାର ବିଷୟ ରେ ଆରମ୍ଭ କରିବା ।
ବନ୍ଧୁଗଣ ଆଜିର ଏହି ଉପଚାର ଟି କୁ ପ୍ରସ୍ତୁଇତ କରିବା ପାଇଁ ଆପଣ ଙ୍କୁ ଆବଶକ ପଡିବ କିଛି ରସୁଣ ର, ବନ୍ଧୁଗଣ ଏହା ଶରୀରେ ଥିବା ଥଣ୍ଡା କୁ ଦୂର କରିବା ପାଇଁ ଅତ୍ୟନ୍ତ ଲାଭଦାୟୀ ଅଟେ । ପ୍ରଥେମ କିଛି ରସୁଣ ର ଚୋପା ଛଡାଇ ଭଲ ଭାବରେ ସଫା କରି ତାକୁ ନେଇ ନିଅନ୍ତୁ । ଏହା ପରେ ଗ୍ଯାସ ରେ ଏକ କଢେଇ ବା ଏକ ପ୍ୟାନ ବସାନ୍ତୁ ।
ଏବେ ସେହି ପାତ୍ର ଟି ଗରମ ହେଲା ପରେ ସେଥିରେ ସେହି ରସୁଣ କୁ ପକାଇ କଳା ପଡିବା ପର୍ଯ୍ୟନ୍ତ ଭଲ ଭାବରେ ଭାଜନ୍ତୁ । ଭଲ ଭାବରେ ଏହା କଳା ପଡିଯିବା ପରେ ଏହାକୁ ଗ୍ଯାସ ରୁ କାଢି ଆଣି ଥଣ୍ଡା କରିବା ପାଇଁ କିଛି ସମୟ ଛାଡି ଦିଅନ୍ତୁ ।
ଏହା ଥଣ୍ଡା ହୋଇଗଲା ପରେ ଏହାକୁ ହେମଦସ୍ତା ର ସହାୟତା ରେ ଭଲ ଭାବରେ ଗୁଣ୍ଡ କରି ନିଅନ୍ତୁ । ବର୍ତ୍ତମାନ ଏହି ଗୁଣ୍ଡ ରେ ଆପଣ କିଛି ପରିମାଣ ର ମହୁ ମିଶ୍ରିତ କରନ୍ତୁ । ଯେପରି ଏହା ଏକ ଶିରପ ପେଷ୍ଟ ରୂପରେ ପରିଣତ ହୋଇଯିବ । ବର୍ତ୍ତମାନ ଆପଣ ଙ୍କର ଉପଚାର ଟି ସଂପୂର୍ଣ୍ଣ ରୂପରେ ବନି ପ୍ରସ୍ତୁତ ହୋଇ ଯାଇଛି ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଶ୍ଚୟ ହିଁ ଜାଣି ଥିବେ କି ମହୁ ଥଣ୍ଡା ଓ କଫ କୁ କାଟିବା ପାଇଁ କେତେ ଉପଯୋଗୀ ହୋଇଥାଏ । ଯଦି କୌଣସି ବଡ ବ୍ୟକ୍ତି ଙ୍କୁ ଥଣ୍ଡା କାଶ ହୋଇଥାଏ, ତେବେ ସେ ଏହି ଉପଚାର ରୁ ମାତ୍ର ଏକ ଚାମଚ ଏକ ତୃତୀୟାନ୍ସ ନେଇ ତାହର ସେବନ କରି ପାରିବେ ।
କିନ୍ତୁ ଯଦି କୌଣସି ଛୋଟ ପିଲାର ଥଣ୍ଡା ହୋଇଥାଏ, ତେବେ ସେ ସେହି ପିଲା କୁ କେବଳ ନିଜ ଆଙ୍ଗୁଠିରେ ଟିକେ ମାତ୍ରରେ ଲଗାଇ ଚାଟିବାକୁ ଦେଇ ଦିଅନ୍ତୁ । ଆପଣ ଚାହିଁଲେ ଏହାକୁ କୌଣସି ଏକ କାଚ ବୋତଲ ରେ ଷ୍ଟୋର କରି ମଧ୍ୟ ରଖି ପାରିବେ । ଏହା ଏକ ଅତ୍ୟନ୍ତ ହିଁ ପୁରାତନ ଘରୋଇ ଉପାୟ ଅଟେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଉପଚାର ଟି କିପରି ଲାଗିଲା ତାହା ଆପଣ ଆମକୁ କମେଣ୍ଟ ବକ୍ସ ରେ ଲେଖି ଜଣାଇ ପାରିବେ । ଧନ୍ୟବାଦ