ବିଚାର

ଆପଣଙ୍କ ବେକରେ ଯଦି ଏହି ହାଡ ବାହାରିଛି ନିହାତି ପଢନ୍ତୁ ଏହି ଖବର । ଯଦି ବାହାରିଛି ବି ନିହାତି ପଢନ୍ତୁ ନବାହରିଛି ଯଦି ବି ନିଶ୍ଚିତ ପଢନ୍ତୁ ।

ଫ୍ରେଣ୍ଡସ୍ ଆପଣମାନେ ନିଶ୍ଚିତ ଲକ୍ଷ କରିଥିବେ ସମସ୍ତଙ୍କ ବେକରେ ଗୋଟିଏ ହାଡ ଥାଏ ତାହା ବାହାରକୁ ବାହାରି ଆସିଥାଏ ଏବଂ ତାହା ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଅଧିକ ବାହାରିଥାଏ ସମସ୍ତ ଲୋକମାନଙ୍କର ଏହି ହାଡ ବହାରିନଥାଏ କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଟିକେ ଅଧିକ ଏହି ହାଡ ବହାରିଥାଏ ଏହା କାହିଁକି ବାହାରିଥାଏ ଆପଣ ଜଣିଛନ୍ତି କି ?? ଓ ଏହି ହାଡ଼କୁ କଣ କୁହାଯାଏ ଜଣିଛନ୍ତି କି ??? । ଏହା କାହିଁକି ବାହାରିଥାଏ । ଏହାକୁ ନେଇ ଧର୍ମ କଣ କହେ ଆଉ କଣ କହନ୍ତି ସାଇଣ୍ଟିଫିକ୍ ।

 

ଧର୍ମ କହେଯେ ଯେବେ ପ୍ରଥମେ ମନୁଷ୍ଯର ଜନ୍ମ ହୋଇଥିଲା ସଇତାନ ଭ୍ରମରେ ଫସିଯାଇ ଆଦାମ ସେଓକୁ ଖାଇଦେଇଥିଲା ଆଉ ସେହି ସେଓର ଗୋଟିଏ ଭାଗ ତା ବେକରେ ଅଟକି ଯାଇଥିଲା ଏହା ପୁରାଣ ଓ ପୁରୁଣା ପ୍ରଥା ଅନୁସାରେ କୁହାଯାଇଥାଏ ।

ଖାଇବା ବେଳେ ବେକର ସେ ସ୍ଥାନଟି ଫୁଲିଯାଇଥିଲା । ତେଣୁ ପୁରୁଷ ମାନଙ୍କ ଏହି ଯାଗାଟି ଫୁଲିଯାଇଛି। ଏହାକୁ ମାନିବା ବୋଡ଼ ହୁଏ ଠିକ ହେବ ନାହିଁ ଏହାର ବୈଜ୍ଞାନିକ କାରଣ ମଧ୍ୟ ଆଛି ଆସନ୍ତୁ ଜାଣିବା ।। କିନ୍ତୁ ଏହି ବିଷୟରେ ସାଇନ୍ସ୍ କହେଯେ ଏହାକୁ ଥାଇରଏଡ କ୍ଲାସିକ କୁହାଯାଏ ।

 

ଏହା ଭଏସେସ୍ ର ଭାରି ପଣ ଯୋଗୁ ବାହାରିଥାଏ ଯେଉଁ ମାନଙ୍କର ଏହି ଜାଗା ଯେତେ ବାହାରକୁ ବାହାରିଥାଏ ସେମାନଙ୍କ ଭଏସ ସେତେ ମୋଟା । ଦେଖିଥିବେ ଛୋଟବେଳେ ପୁଆ ଝିଅଙ୍କ ବୟସ ସମାନ ଥିବ ପୁଅମାନଙ୍କ ଭୟଷ ଝିଅମାନଙ୍କ ଭଳି ଲାଗେ ।

 

କିନ୍ତୁ ଯେବେ ସେମାନେ ବଡ ହୋଇଯାଆନ୍ତି ସେମାନଙ୍କ ଭୟଷ ଧିରେ ଧିରେ ମୋଟା ହୋଇଯାଏ । ଝିଅ ମାନଙ୍କ ଭୟଷ ପତଳା ଥାଏ କିନ୍ତୁ ପୁଅମାନଙ୍କର ଭଏସ ବହୁତ ମୋଟା ହୋଇଯାଏ ଯେଉଁ ଝିଅର ହାଡ ବାହାରକୁ ବାହାରି ଥାଏ ତାଙ୍କର ଭାରି କଣ୍ଠ ହୋଇଥାଏ ।

 

କିନ୍ତୁ ଏହା ବହୁତ କମ ଦେଖାଯାଏ କି ଝିଅମାନଙ୍କର ଏହି ହାଡ ବାହାରିବା କିନ୍ତୁ ଯେଉଁମାନଙ୍କର ଏହି ହାଡ ବାହାରିଥାଏ ସେମାନଙ୍କ ଅବଜ୍ଵ ବହୁତ ମୋଟା ହୋଇଯାଏ ଯଦି ଆପଣଙ୍କର ଏହି କଥାରେ ବିଶ୍ବାସ ନଥାଏ ତେବେ ପାଖରେ ଥିବା ଲୋକଙ୍କୁ ଅନୁଧ୍ୟାନ କରନ୍ତୁ। ଆପଣ ଦେଖିପାରିବେ ବୈଜ୍ଞାନିକ ତଥ୍ୟ ଅନୁଯାୟୀ ଏହା ସତ୍ୟ ଅଟେ।

Related Articles

Leave a Reply

Your email address will not be published. Required fields are marked *

Back to top button