ଗୁରୁବାରରେ ଧନ ପ୍ରାପ୍ତି ପାଇଁ କିପରି କରିବେ ମା ଲକ୍ଷ୍ମୀଙ୍କ ପୂଜା ? କେବଳ ଏହି ସବୁ ଉପାୟ ପାଳନ କଲେ ନିଶ୍ଚୟ ହେବ ଧନ ପ୍ରାପ୍ତି, ଦେଖନ୍ତୁ ସେଗୁଡିକ କଣ ?

ବନ୍ଧୁଗଣ ଗୁରୁବାର ହେଉଛି ଦେବ ଗୁରୁ ବୃହସ୍ପତି ତଥା ଭଗବାନ ଶ୍ରୀ ହରି ବିଷ୍ଣୁ ଙ୍କର ବାର । ଏହି ଦେବତା ଧନ ଓ ଐଶ୍ୱର୍ଯ୍ୟ ର ଅଧିକାରୀ ଅଟନ୍ତି । ଏହି ଦୁଇ ମହାଶକ୍ତି ଙ୍କର କୃପା ପାଇବାକୁ ହେଲେ ଗୁରୁବାର ଠାରୁ ଆଉ କୌଣସି ବାର କୁ ମଧ୍ୟ ଅଧିକ ଶ୍ରେଷ୍ଠ ବୋଲି କହି ହେବନାହିଁ । ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଉପାୟ ଟିକୁ ନେଇ କରି ଆସିଛୁ ଯାହାକୁ କରିବା ଦ୍ୱାରା ଆପଣ ଙ୍କ ଜୀବନ ସୁଖ ଶାନ୍ତି ଓ ସମୃଦ୍ଧି ରେ ଭରି ଯିବ ।
ବନ୍ଧୁଗଣ ଆପଣ ଯେତେବଳେ ସ୍ନାନ କରୁଛନ୍ତି ସ୍ନାନ ଜଳ ରେ କିଛି ହଳଦୀ ପକାଇ ସ୍ନାନ କରନ୍ତୁ । ଏହି ପରି କରିବା ଦ୍ଵାରା ସବୁ ପ୍ରକାରର ସମସ୍ଯା ରୁ ମୁକ୍ତି ମିଳିଥାଏ । ହଳଦୀ ପାଣି ରେ ସ୍ନାନ କରିବା ଦ୍ଵାରା ଗୁରୁ ପ୍ରଭାବିତ ହୋଇଥାନ୍ତି । ଫଳରେ ସ୍ୱାସ୍ଥ୍ୟ ସମସ୍ଯା ଓ ଧନ ଜନିତ ସମସ୍ତ ସମସ୍ଯା ରୁ ରକ୍ଷା ମିଳି ଯାଇଥାଏ ।
ଦ୍ଵିତୀୟ ଉପାୟ ଟି ହେଉହକି ଗୁରୁବାର ଦିନ ହଳଦୀ ରଙ୍ଗର କିଛି ଫୁଲ କୁ ନେଇ ଭଗବାନ ବିଷ୍ଣୁ ତଥା ଗୁରୁ ବୃହସ୍ପତି ଙ୍କୁ ଅର୍ପଣ କରି ଦିଅନ୍ତୁ । ଏପରି କରିବା ଦ୍ଵାରା ଗୁରୁ ବୃହସ୍ପତି ଓ ଭଗବାନ ବିଷ୍ଣୁ ଙ୍କର ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ ।
ତୃତୀୟ ଉପାୟ ଟି ହେଉଛି ଗୁରୁବାର ଦିନ ସ୍ନାନ କରି କିଛି ହଳଦୀ କୁ ନେଇ ଓସ୍ତ ଗଛ ର ବୃକ୍ଷ ମୂଳରେ ଅର୍ପଣ କରି ଦିଅନ୍ତୁ । ଏହା ପରେ ଓସ୍ତ ଗଛ ନିକଟ ରେ ନିଜ ମନର ସମସ୍ତ ଇଛା କୁ ପ୍ରାର୍ଥନା କରି ଜଣାନ୍ତୁ । ଏପରି କରିବା ଦ୍ଵାରା ସମସ୍ତ ସମସ୍ଯା ରୁ ମୁକ୍ତି ମିଳିଥାଏ ।
ଚତୁର୍ଥ ଉପାୟ ଟି ହେଉଛି ଗୁରୁବାର ଦିନ ଗୋଟା ହଳଦୀ ମାନଙ୍କୁ ସୂତା ସାହାର୍ଯ୍ୟ ରେ ଗଣ୍ଠି ପକାଇ ପକାଇ ଏକ ମାଳ ପ୍ରସ୍ତୁତ କରନ୍ତୁ । ଏହାପରେ ଏହି ମାଳ କୁ ଗହର ର ମୁଖ୍ୟ ଦ୍ଵାର ରେ ଟଙ୍ଗାଇ ଦିଅନ୍ତୁ । ଏପରି କରିବା ଦ୍ଵାରା ଘର କୁ ମାତା ଲକ୍ଷ୍ମୀ ଟାଣି ହୋଇ ଆସିବେ ।
ଏହାସହ ସଦା ସର୍ବଦା ପାଇଁ ଆପଣଙ୍କ ଘରେ ବାସ ମଧ୍ୟ କରିବେ । ଏହା ସହ ବନ୍ଧୁଗଣ ଯେଉଁ ମାନେ ମଧ୍ୟ ଗୁରୁ ଗ୍ରହ ଙ୍କର ବିଶେଷ ଆଶୀର୍ବାଦ ପ୍ରାପ୍ତ କରିବାକୁ ଚାହୁଁଥାନ୍ତି, ସେମାନେ 3 ରୁ 5 ଗ୍ରାମ ମଧ୍ୟରେ ଏକ ପୋଖରାଜ ରତ୍ନ କୁ ମଧ୍ୟ ସୁନା କିମ୍ବା ରୂପାର ଆଙ୍ଗୁଠିରେ ଲଗାଇ ଧାରଣ କରି ପାରିବେ । ତେବେ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଆଦୌ ଭୁଲିବେନି । ଧନ୍ୟବାଦ