( ଲେମ୍ବୁ ) ଉପରେ ଲେଖିଦିଅନ୍ତୁ ଏହି ସଂଖ୍ୟା, ଆପଣଙ୍କ ଘରର ବଦଳିଯିବ ଆର୍ଥିକ ସ୍ତିତି ଏବଂ ଘରେ ହେବ ଟଙ୍କା ବର୍ଷା…

ବନ୍ଧୁଗଣ ଆଜିର ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଉପାୟ ଟି କୁ ନେଇ କରି ଆସିଛୁ ଯାହାକୁ ଲେମ୍ବୁ ର ସହାୟତା ରେ କରିବା ଦ୍ଵାରା ଜୀବନ ରେ ଥିବା ଧନ ର ଅଭାବ ସବୁଦିନ ପାଇଁ ଜୀବନ ରୁ ଦୂର ହୋଇଯିବ । ଏହି ଉପାୟ ଟି ଆମେ ଅଙ୍କ ଶାସ୍ତ୍ର ରୁ ସଂଗୃହୀତ କରି ଆଣିଛୁ । ଅଙ୍କ ଶାସ୍ତ୍ର ଏପରି ଏକ ଶାସ୍ତ୍ର ଅଟେ, ଯାହାକି ଜ୍ଯୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର ର ଅଭିନ୍ନ ଅଙ୍ଗ ବୋଲି ମଧ୍ୟ କୁହ ଯାଇଥାଏ । କାରଣ ଏହି ଅଙ୍କ ମଧ୍ୟରେ ସମସ୍ତ ବ୍ରମ୍ହାଣ୍ଡ ର ଶକ୍ତି ନିହିତ ହୋଇ ରହିଥାଏ ।
ତେଣୁ ଏହି ଅଙ୍କ କୁ ନେଇ ସମସ୍ତ ଜ୍ଯୋତିଷ ଶାସ୍ତ୍ର ପଣ୍ଡିତ, ତାନ୍ତ୍ରିକ ମାନେ ସମସ୍ତ ତନ୍ତ୍ର ର ତିଆରି କରିଥାନ୍ତି । ଯାହାକି ମନ୍ତ୍ର ତନ୍ତ୍ର ଠାରୁ ମଧ୍ୟ ଅଧିକ ପ୍ରଭାବ ଶାଳୀ ହୋଇଥାଏ । ଏବଂ ଚମତ୍କାରୀ ମଧ୍ୟ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଯେଉଁ ଉପାୟ ଟି ନେଇ କରି ଆସିଛୁ ତାହାକୁ କରିବା ପାଇଁ ଆପଣ,
କୌଣସି ଗୁରୁବାର ଦିନ ଅଥବା ଶୁକ୍ରବାର ଦିନ ଏକ ହଳଦିଆ ରଙ୍ଗର ସଂପୂର୍ଣ୍ଣ ସଫା ପାଚିଲା ଲେମ୍ବୁ ଟି କୁ ନେଇ ଆସନ୍ତୁ । ଏହା ପରେ ପୂର୍ଣ୍ଣ ବିଶ୍ବାସ ର ସହ ସେହି ଲେମ୍ବୁ ଉପରେ ହଳଦୀ କିମ୍ବା ଶ୍ଵେତ ଚନ୍ଦନ ର ସହାୟତା ରେ ୩୦୩ ସଂଖ୍ୟା ଟିକୁ ଲେଖି ଦେବାର ଅଛି । ଏହା ପରେ ସେହି ଲେମ୍ବୁ ଟିକୁ ନିଜ ପୂଜା ଘରେ ହେଉ ବା ଘର ର କୌଣସି ଏପରି ସ୍ଥାନ ରେ ଲୁଚାଇ ରଖି ଦେବେ ଯେପରି କାହାର ମଧ୍ୟ ନଜର ସେହି ଲେମ୍ବୁ ଉପରେ ନ ଯାଏ ।
ଦେଖିବେ ଏହି ଉପାୟ ଟିକୁ କରିବା ପରେ ଆପଣଙ୍କ ଜୀବନରେ ଖୁବ ବଡ ପରିବର୍ତ୍ତନ ହେବାକୁ ଲାଗିବ । ବନ୍ଧୁଗଣ ଏହି ଉପାୟ ଟି ଏତେ ଚମତ୍କାରୀ ଆଏତ କି ଏହି ଉପାୟ ତୀୟ କୁ କରିବା ଅପରେ ଆପଣ ଦେଖିବେ ଆପଣଙ୍କ ଜୀବନରେ ଥିବା ସମସ୍ତ ଛୋଟ ବଡ ସମସ୍ଯା ଦୂର ହେବାକୁ ଲାଗିବ । କାରଣ ଏହି ଲେମ୍ବୁ ରେ ଲେଖିଥିବା ଏହି ୩୦୩ ସଂଖ୍ୟା ଟି ଉଭୟ ଜ୍ଯୋତିଷ ଶାସ୍ତ୍ର ଓ ଅଙ୍କ ଶାସ୍ତ୍ର ରେ ଅତ୍ୟନ୍ତ ମହତ୍ଵ ପୂର୍ଣ୍ଣ ସଂଖ୍ୟା ଅଟେ । ଏହି ୩୦୩ ସଂଖ୍ୟା ରେ ସମସ୍ତ ଦେବୀ ଦେବତା ମାନଙ୍କର ମଧ୍ୟ ବାସ ହୋଇଥାଏ ।
ଆପଣ ଲେମ୍ବୁ ଉପରେ ହି ସଂଖ୍ୟା ଟିକୁ ଲେଖି ଦେଇ ଏପରି ଏକ ସ୍ଥାନ ରେ ଯଦି ଲୁଚାଇ ରଖି ଦିଅନ୍ତି ଯେଉଁ ତହରେ କି କାହାର ଅମଧ୍ୟ ନଜର ପଡୁ ନଥିବ ତେବେ ଆପଣ ନିଜେ ମଧ୍ୟ ଏହା ନଜର କରି ପାରିବେ କି ଏହା ଏତେ ବଡ ଚମତ୍କାରୀ ଉପାୟ ଅଟେ ।
ଯାହାକୁ କରିବା ଦ୍ଵାରା ଜୀବନରେ ସବୁ ଅସାଧାରଣ ଜିନିଷ ମଧ୍ୟ ସାଧାରଣ ଭାବରେ ହେବାକୁ ଲାଗିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଏଲ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ