ଧର୍ମ

Vastu tips: ଯେଉଁ ସ୍ତ୍ରୀ ଅଟାରେ ଏହି 1 ଟି ଜିନିଷ ମିଶାଇ ରୁଟି ବନାଏ, ସର୍ବଦା ମା ଲକ୍ଷ୍ମୀ ସବୁ ସେହି ଘରେ ବାସ କରନ୍ତି, ଟଙ୍କା ପଇସାରେ ଭରିଯାଏ ଭଣ୍ଡାର

ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ଅର୍ଣ୍ଣ କୁ ଈଶ୍ଵର ରୂପେ ମାନିବାର ମାନ୍ୟତା ରହିଅଛି । ଏହି କାରଣ ରୁ ପିଲା ଦିନରୁ ହିଁ ଅର୍ଣ୍ଣ କୁ ସମ୍ମାନ ଦେବା ପାଇଁ ଆମକୁ ଶିକ୍ଷା ଦିଆଯାଇଛି । ଅର୍ଣ୍ଣ କୁ ଉପାର୍ଜନ କରିବା ଯେତେ କଷ୍ଟ ହୋଇଥାଏ, ସେତେ ହିଁ ଅଧିକ ସହଜ ହୋଇଟାହେ ଅର୍ଣ୍ଣ କୁ ନଷ୍ଟ କରିଦେବା । ତେଣୁ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି, ସଂସାର ରେ ବଞ୍ଚିବା ପାଇଁ ପ୍ରତ୍ଯେକ ପ୍ରାଣୀ କୁ ଭୋଜନ ର ଆବଶ୍ୟକତା ରହିଛି । ଏହାଛଡା ମନୁଷ୍ୟ ଦ୍ଵାରା ଖାଉଥିବା ଭୋଜନ ହିଁ ତାର ସ୍ଵଭାବ କୁ ନିୟନ୍ତ୍ରିତ କରିଥାଏ ।

ଏହି କାରଣ ରୁ ମଣିଷ କୁ ସବୁବେଳେ ସାତ୍ଵିକ ଭୋଜନ ହିଁ ଗ୍ରହଣ କରିବା ଉଚିତ । ବାସ୍ତୁଶାସ୍ତ୍ର ରେ ଖାଇବା ପ୍ରସ୍ତୁତ କରିବା ପାଇଁ ମଧ୍ୟ କିଛି ବିଶେଷ ନିୟମ ମାନଙ୍କ ବିଷୟରେ ବର୍ଣନା କରାଯାଇଛି । ବାସ୍ତୁଶାସ୍ତ୍ର ରେ ଖାଇବା ପ୍ରସ୍ତୁତ କରିବାର ଦିଗ ଖାଇବା ପ୍ରସ୍ତୁତ କରିବାର ସମୟ ତଥା ଖାଦ୍ୟ ଖାଇବାର ସମ୍ପର୍କରେ ଅନେକ ନୀତି ନିୟମ ମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।

ଆମ ଘରେ ଖାଇବା ପ୍ରସ୍ତୁତ କରିବା ସମୟରେ ରୁଟି ନିଶ୍ଚିୟ ପ୍ରସ୍ତୁତ କରାଯାଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ରୁଟି ପ୍ରସ୍ତୁତ କରିବା ସମ୍ବନ୍ଧ ରେ ହିଁ କିଛି ବିଶେଷ କଥା ମାନଙ୍କୁ ନେଇ ଆସିଛୁ । ତାହାଛଡା ଆପଣ ଆଜିର ଏହି ବିଷୟ ବସ୍ତୁ ର ସହାୟତା ରେ ଜାଣି ପାରିବେ, କି ରୁଟି ପ୍ରସ୍ତୁତ କରିବା ସମୟରେ ଅଟାରେ କଣ ମିଶାଇବା ଦ୍ଵାରା ଘରେ ଧନ ଧନ୍ଯ ର କେବେ ମଧ୍ୟ ଅଭାବ ଦେଖା ଦେଇ ନଥାଏ ।

ପ୍ରଥମେ ହେଉଛି ବନ୍ଧୁଗଣ ଘରେ ରୁଟି କୁ ପ୍ରସ୍ତୁତ କରିବା ସମୟ ରେ ରୁଟି ର ଆକାର ସବୁବେଳେ ଗୋଲ ରଖିବା ଉଚିତ । ଏହାସହ ଯଦି ରୁଟି ଭଗବାନ ଙ୍କ ପାଖରେ ଭୋଗ ଲଗାଇବା ପାଇଁ ଚାହୁଁ ଥାନ୍ତି, ତେବେ ଆପଣ ସେହି ରୁଟି କୁ ନ ଛିଣ୍ଡାଇ ସଂପୂର୍ଣ୍ଣ ରୂପରେ ଈଶ୍ଵର ଙ୍କୁ ସମର୍ପଣ କରନ୍ତୁ । ଏହା ପରେ ରୁଟି କରିବା ପାଇଁ ଯେଉଁ ଅଟା ର ବ୍ୟବହାର କରାଯାଏ, ସେହି ଅଟା ରେ କିଛି ବିଶେଷ ଜିନିଷ ପକାଇ ରୁଟି କରିଲେ ମାତା ଲକ୍ଷ୍ମୀ ଖୁବ ଅଧିକ ପ୍ରସନ୍ନ ହୋଇଥାନ୍ତି । ସେହି ବିଶେଷ ଜିନିଷ ମଧ୍ୟରୁ ପ୍ରଥମ ଟି ହେଉଛି ଲୁଣ, ଦ୍ଵିତୀୟ ଟି ହେଉଛି ଚିନି ଓ ତୃତୀୟ ଟି ହେଉଛି କିଛି କ୍ଷୀର ।

ଏହି ତିନୋଟି ଜିନିଷ କୁ ମିଶାଇ ଖାଦ୍ୟ ପ୍ରସ୍ତୁତ କରିବା ଦ୍ଵାରା ମାତା ଲକ୍ଷ୍ମୀ ଖୁବ ଅଧକ ପ୍ରସନ୍ନ ହୋଇଥା’ନ୍ତି । ତାହାଛଡା ରୁଟି କରିବା ସମୟରେ ଆଉ ଏକ କଥା କୁ ମଧ୍ୟ ମନେ ରଖିବା ଉଚିତ । ତାହା ହେଲା କେବେ ମଧ୍ୟ ଅଟା କୁ ଗୋଳାଇ ଏକ ପ୍ରହର ରୁ ଅଧିକ ସମୟ ପାଇଁ ରଖିବା ଉଚିତ ହୋଇ ନଥାଏ । ଏପରି କରିବା ଦ୍ଵାରା ଘରେ ନକରାତ୍ମକତା ବ୍ୟାପୀ ଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସାମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button