ବାଛନ୍ତୁ ଯେ କୌଣସି ଗୋଟିଏ ନମ୍ବର ର ଆଇନା, ଦେଖିବା ଯାହାଙ୍କୁ ଆପଣ ପ୍ରେମ କରନ୍ତି ସେ ବି ଆପଣଙ୍କୁ ପ୍ରେମ କରୁଛନ୍ତି କି ନାହିଁ- Love Quiz

ବନ୍ଧୁଗଣ ନମସ୍କାର । ଆଜି ଆମେ ଆଉ ଏକ ଥର ଆପଣ ମାନଙ୍କ ପାଇଁ ଏକ ଅତ୍ୟନ୍ତ ହିଁ ରୋଚକ ଭରା ବିଷୟ ଟିକୁ ନେଇ କରି ଆସିଛୁ । ଆସା କରୁଛୁ ତାହା ଆପଣଙ୍କୁ ଖୁବ ଅଧିକ ପସନ୍ଦ ଆସିବ । ବନ୍ଧୁଗଣ ଆମ ସମସ୍ତଙ୍କ ଜୀବନରେ କେହି ନା କେହି ଏପରି ନିଶ୍ଚୟ ଥିବେ ଯାହାକୁ ଆମେ ମାନେ ଖୁବ ଅଧିକ ପସନ୍ଦ କରିଥାଉ । କିଛି କିଛି କ୍ଷେତ୍ର ରେ ସେହି ବ୍ୟକ୍ତି ଙ୍କୁ ପସନ୍ଦ କରି ମଧ୍ୟ ତାହ ଆମେ କହି ପାରି ନଥାଉ ।
ଏପରି ରେ ମନ ମଧ୍ୟରେ ସଂଶୟ ରହିଥାଏ କି ସେହି ବ୍ୟକ୍ତି କଣ ଆମକୁ ପସନ୍ଦ କରୁଥିବେ ବା ତାଙ୍କ ମନରେ ଆମ ପାଇଁ କେଉଁ ଭଳି ଭାବନା ରହିଥିବ । ଆଜିର ସଂପୂର୍ଣ୍ଣ ବିଷ୍ୟ ବସ୍ତୁ ଟି ଏହା ଉପରେ ହିଁ ସଂପୂର୍ଣ୍ଣ ରୂପରେ ଆଧାରିତ । ଆପଣ ଉପରୋକ୍ତ ନମ୍ବର ମାନଙ୍କ ମଧ୍ୟରୁ କୌଣସି ଏକ ନମ୍ବର କୁ ଚୟନ କରି ଜାଣି ପାରିବେ କି କଣ ସେ ବି ଆପଣ ଙ୍କୁ ଭଲ ପାଉଛନ୍ତି ।
ତେବେ ବନ୍ଧୁଗଣ ଆଉ ଅଧିକ ବିଳମ୍ବ ନ କରି ଯେ ବ୍ୟକ୍ତି ଙ୍କର ମନର ଭାବୁ ଆପଣ ଜାଣିବାକୁ ଚାହୁଁଥାନ୍ତି ତାଙ୍କୁ ଚିନ୍ତା କରି କୌଣସି ଏକ ନମ୍ବରକୁ ଆପଣ ଶୀଘ୍ର ହିଁ ଚୟନ କରି ନିଅନ୍ତୁ । ତେବେ ବନ୍ଧୁଗଣ ଯେଉଁ ମାନେ ମଧ୍ୟ ୧ ନମ୍ବର ଟିକୁ ଚୟନ କରିଛନ୍ତି, ଯାହା ପାଇଁ ଆପଣ ମାନେ ଏହି ନମ୍ବର ଟିକୁ ଚୟନ କରିଛନ୍ତି, ସେ ବ୍ୟକ୍ତିଙ୍କ ମନରେ ଆପଣ ଙ୍କ ପାଇଁ ପ୍ରେମ ସହ ଭଲ ପାଇବା ମଧ୍ୟ ଅଛି ।
ଆପଣ ଦୁହେଁ ଦୁହିଁ ଙ୍କୁ ଖୁବ ଅଧିକ ଭଲ ତ ପାଇଥାନ୍ତି, କିନ୍ତୁ ବର୍ତ୍ତମାନ ର ସମୟ ରେ ସମୟ କିଛି ଏପରି ହୋଇ ଯାଇଛି କି ଯାହା କାରଣରୁ ଆପଣ ଦୁହିଁ ମଧ୍ୟରେ କିଛି ଦୂରତା ଆସି ଯାଇଛି , କିନ୍ତୁ ଏହାର ଅର୍ଥ ଏହା କଦାପି ନୁହେଁ କି ସେହି ବ୍ୟକ୍ତି ଙ୍କ ମନରେ ଆପଣ ଙ୍କ ପାଇଆନ ପ୍ରେମ ନାହିଁ । ନମ୍ବର ୨, ଯାହାକୁ ମଧ୍ୟ ଚିନ୍ତା କରି ଯେଉଁମାନେ ଚୟନ କରିଛନ୍ତି, ସେ ବ୍ୟକ୍ତି ଙ୍କ ମନରେ ଆପଣଙ୍କ ପାଇଁ ପ୍ରକୃତ ଓ ପବିତ୍ର ପ୍ରେମ ଭରି ରହିଛି ।
ସେ ସମୟରେ ଆପଣ ଙ୍କୁ ନିଜର ପ୍ରେମ ପ୍ରକଟ କରି ମଧ୍ୟ ଦେଖାଇଥାନ୍ତି । ନମ୍ବର ୩, ଯାହାକୁ ମଧ୍ୟ ଚିନ୍ତା କରି ଯେଉଁମାନେ ଚୟନ କରିଛନ୍ତି, ସେ ବ୍ୟକ୍ତି ଓ ଆପଣ ଙ୍କ ମଧ୍ୟରେ ଯେଉଁ ସମ୍ପର୍କ ଟିଏ ରହିଥିଲା ବା ରହିଛି, ଏବେ କିନ୍ତୁ ତାହ ମଧ୍ୟରେ ଅନେକ ଦୂରତା ଆସି ଯାଇଛି । ଏହା କାରଣ ରୁ ଏହି ସମୟରେ ତାଙ୍କ ମନରେ ଆପଣଙ୍କ ପାଇଁ ପ୍ରେମ ତ ନାହିଁ, ମାତ୍ର ଏକ ସମ୍ବନ୍ଧ ଟିଏ ରହିଛି ।
ନମ୍ବର 4 ଯାହାକୁ ମଧ୍ୟ ଚିନ୍ତା କରି ଯେଉଁମାନେ ଚୟନ କରିଛନ୍ତି, ସେ ବ୍ୟକ୍ତି ଆପଣଙ୍କୁ ଖୁବ ଅଧିକ ଭଲ ପାଉଛନ୍ତି । ଏହି କଥା କୁ ସେ ଖୁବ ଶୀଘ୍ର ଆପଣ ଙ୍କ ସମ୍ମୁଖ ରେ ପରି ପ୍ରକାଶ ମଧ୍ୟ କରି ପାରନ୍ତି । ନମ୍ବର 5, ଯାହାକୁ ମଧ୍ୟ ଚିନ୍ତା କରି ଯେଉଁ ମାନେ ଚୟନ କରିଛନ୍ତି, ସେ ବ୍ୟକ୍ତି ଙ୍କ ମନରେ ଆପଣଙ୍କ ପାଇଁ ପ୍ରେମ ଠାରୁ ଅଧିକ ସମ୍ମାନ ରହିଛି । ସେ ଆପଣ ଙ୍କର ବିଚାର କୁ ଅନେକ ସମ୍ମାନ ଦେଇଥାନ୍ତି ।
ସେ ଆପଣ ଙ୍କ ସହ ରହିବାକୁ ମଧ୍ୟ ପସନ୍ଦ କରନ୍ତି । ବୋଧ ହୁଏ ତାଙ୍କୁ ଜ୍ଞାତ ହୋଇ ନାହିଁ କି ସେ ଆପଣ ଙ୍କୁ ଭଲ ପାଇଲେଣି । ସେ ଏହି ସତ୍ୟ ର ସହ ପରିଚୟ ହେଲେ ଆପଣଙ୍କୁ ନିଜ ମନର କଥା କହିବାକୁ ତିଳେ ହେଲେ ମଧ୍ୟ ହେଳା କରିବେ ନାହିଁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ