ବିଚାର

ବାଛନ୍ତୁ ଗୋଟିଏ “ଗୋଲାପ”, ଜାଣନ୍ତୁ ସେ କିଏ ଯେ କି ଆପଣଙ୍କ ପାଇଁ ନିଜ ଜୀବନ ବି ଦେଇପାରନ୍ତି- Love Quiz

ବନ୍ଧୁଗଣ ନମସ୍କାର । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ଏନ୍ଟରଟେଣ୍ଟ ଭରା ବିଷୟ । ଯଦି ଆପଣ ନିଜ ମନ ମଧ୍ୟରେ କାହା ପାଇଁ କିଛି ଫିଲିଙ୍ଗ୍ସ ରଖିଥାନ୍ତି ଓ ଆପଣ ଜାଣିବାକୁ ଚାହୁଁଥାନ୍ତି କି ଯଦି ଆପଣ ତାଙ୍କୁ ନିଜ ମନର କଥା କହି ଦିଅନ୍ତି, ତେବେ ତାଙ୍କର ଉତ୍ତର କଣ ହେବ । ଏହି ପରି କିଛି ଜାଣିବାକୁ ଚାହୁଁଥିଲେ ଆପଣ ଆଜିର ଏହି ରିଡିଂ ଟି କୁ ସଂପୂର୍ଣ୍ଣ ନିଶ୍ଚୟ ପଢନ୍ତୁ ।

ବନ୍ଧୁଗଣ ତଳେ ଥିବା 5 ଟି ନମ୍ବର ମଧ୍ୟରୁ ଆପଣ ସର୍ବ ପ୍ରଥମେ କୌଣସି ଏକ ନମ୍ବର କୁ ଚୟନ କରି ନିଅନ୍ତୁ । ସେହି ନମ୍ବର ର ରିଡିଂ ଅନୁସାରେ ଆପଣ ଜାଣି ପାରିବେ ଆପଣଙ୍କ ପ୍ରପୋଜାଲ ପାଇଁ ତାଙ୍କର କଣ ଉତ୍ତର ରହିବ ।

ବନ୍ଧୁଗଣ ଆଜିର ଏହି ବିଷୟ ବସ୍ତୁ ଟିକୁ ଆରମ୍ଭ କରିବା ପୂର୍ବ ରୁ ଜଣାଇ ଦେବୁ କି ଏହା ଏକ ପ୍ରକାର ଜେନେରାଲ ରିଡିଂ ଅଟେ । ତେଣୁ କିଛି କ୍ଷେତ୍ରରେ ଏହା କିଛି ଲୋକଙ୍କ ସହ କନେକ୍ଟ ହୋଇ ନଥାଏ । ତେଣୁ ଆପଣ ଚାହିଁଲେ ଏହାକୁ ନିଜର ଇନ୍ଟରଟେଣ୍ଟ ପାଇଁ ମଧ୍ୟ ପଢି ପାରନ୍ତି । ଯେଉଁ ମାନେ ମଧ୍ୟ 1 ନମ୍ବର କୁ ଚୟନ କରିଛନ୍ତି, ସେମାନଙ୍କ ପାଇଁ ପଜେଟିଭ କାର୍ଡ ରହିଅଛି ।

ଅର୍ଥାତ ଯଦି ଆପଣ ମାନେ କାହାକୁ ନିଜର ଭଲ ବ୍ୟକ୍ତି କରିବା ପାଇଁ ପ୍ରପୋଜ କରନ୍ତି, ତେବେ ଆପଣ କରି ଦିଅନ୍ତୁ । ଆପଣ ଙ୍କୁ ଏକ ପଜେଟିଭ ଉତ୍ତର ହିଁ ମିଳିବ । କିନ୍ତୁ ସେ ପୁରା ହଁ କରିବେ ବୋଲି କହି ହେବେ ନାହିଁ । କିନ୍ତୁ କିଛି ଏପରି ଉତ୍ତର ମିଳିବ ଯାହା ଦ୍ଵାରା ଆପଣଙ୍କୁ ଲାଗିବ କି ହଁ ବୋଧ ହୁଏ ଆଗକୁ କିଛି ହୋଇ ପାରେ ।

ନମ୍ବର 2 କୁ ଯେଉଁ ମାନେ ଚୟନ କରିଛନ୍ତି, ସେମାନେ ଯଦି କାହାକୁ ପ୍ରପୋଜ କରନ୍ତି, ତେବେ ସେମାନେ ନିଜ ଉତ୍ତର ଦେବା ପାଇଁ କିଛି ସମୟ ମାଗି ପାରନ୍ତି । କାରଣ ସେମାନେ କିଛି କିଛି ଜିନିଷ କୁ ନେଇ ଦ୍ଵନ୍ଦ ରେ ଅଛନ୍ତି । ଓ ସେ ମଧ୍ୟ ଆପଣ ଙ୍କୁ ମଧ୍ୟ ଦ୍ଵନ୍ଦ ରେ ରଖିବେ ।

ନମ୍ବର 3 ଯେଉଁ ମାନେ ମଧ୍ୟ ଯାହା ପାଇଁ ଚୟନ କରୁଛନ୍ତି, ସେମାନଙ୍କ ପାଇଁ NO ର କାର୍ଡ ଆସିଛି । ଯଦି ଆପଣ କାହାକୁ ଯାଇ ଏହି ସମୟରେ ଆଇ ଲବ ୟୁ କହି ଦିଅନ୍ତି, ସେ ସିଧା ସିଧା ଆପଣ ଙ୍କୁ ନା କହି ବାର ଅନେକ ସମ୍ଭାବନା ରହିଛି, ତେଣୁ ଆପଣ ସିଧା ଯାଇ କାହାକୁ ମଧ୍ୟ ଏହି ସମୟରେ ନିଜ ଭଲ ପାଇବାକୁ ବ୍ୟକ୍ତ କରନ୍ତୁ ନାହିଁ ।

ନମ୍ବର 4 ଯଦି ଆପଣ କାହାକୁ ନିଜ ଭଲ ପାଇବା ବିଷୟ ରେ କହିବାକୁ ଚାହୁଁ ଥାନ୍ତି, ତେବେ ଆପଣ ଙ୍କୁ ସେ ହଁ କରିଦେବେ । ବୋଧ ହୁଏ ସେ ମଧ୍ୟ ଜାଣିଛନ୍ତି କି ଆପଣ ତାଙ୍କୁ ଖୁବ ଶୀଘ୍ର ପ୍ରପୋଜ କରିବେ ଏଭଳି କିଛି ।

ନମ୍ବର 5 କୁ ଯେଉଁ ମାନେ ମଧ୍ୟ ଚୟନ କରିଛନ୍ତି, ସେମାଙ୍କ ପାଇଁ କନଫିଉଜ ର କାର୍ଡ ଆସିଅଛି । ବୋଧ ହୁଏ ସେ ଆପଣଙ୍କୁ କିଛି ନ କହି ପାରନ୍ତି । ବା କିଛି ସମୟ ମଧ୍ୟ ମାଗି ପାରନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button