ବିଚାର

ବାଛନ୍ତୁ ଯେ କୋଣସି ଗୋଟେ ଚିତ୍ର ଓ ଜାଣନ୍ତୁ ବଜରଙ୍ଗବଲି ଆପଣକର କେଉଁ ଇଚ୍ଛା ଜଲ୍ଦି ପୁରା କରିବେ ! ( Personality Test )

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏହି ଭଳି କିଛି ବିଷୟ ଯାହା ସାହାର୍ଯ୍ୟ ରେ ଆପଣ ଜାଣି ପାରିବେ ଆପଣ ମାନଙ୍କ ପାଇଁ ଏହି ୟୁନିଭର୍ସ ତରଫ ରୁ ବା ଈଶ୍ଵରଙ୍କ ତରଫ ରୁ କେଉଁ ସନ୍ଦେଶ ରହିଆହକି । ଆମେ ଜଣାଇଛୁ ବହୁ ଲୋକ ଏହି ସନ୍ଦେଶ କୁ ଅପେକ୍ଷା ଆକରୀ ରହିଥିଲେ ଆଉ ଏହି ସନ୍ଦେଶ ଆପଣଙ୍କୁ ମିଳିବ ଏକ କୌଣସି ଆକସ୍ମିକ ଘଟଣା ମଧ୍ୟ ନୁହେଁ । କାରଣ ଯଦି ଆପଣ ଏହି ସମୟରେ ଏହି ସନ୍ଦେଶ ଟିକୁ ପ୍ରାପ୍ତ କରିଛନ୍ତି, ତେବେ ଏହା ଏହି ୟୁନିଭର୍ସ ଇଚ୍ଛା ରୁ ହିଁ ସମ୍ଭବପର ହୋଇ ପାରିଛି ।

ଆସନ୍ତୁ ଜାଣିବା ଆପଣଙ୍କ ପାଇଁ ୟୁନିଭର୍ସ ର ତରଫ ରୁ କେଉଁ ଭଳି ସନ୍ଦେଶ ରହିଅଛି । ଆପଣ ମାନେ ସର୍ବ ପ୍ରଥମେ ତଳେ ଥିବା ଦୁଇଟି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବର କୁ ଚୟନ କରି ନିଅନ୍ତୁ । ଯଦି ଆପଣ ଉପରୋକ୍ତ ପ୍ରଥମ ନମ୍ବର ଯୁକ୍ତ ଫୋଟୋ ଟିକୁ ଚୟନ କରିଛନ୍ତି, ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ଖୁବ ଶୀଘ୍ର  ଏକ ନୂତନ ପରିବର୍ତ୍ତନ ହେବାକୁ ଅଛି ।

ଇଶ୍ଵର ଙ୍କର ଆଶୀର୍ବାଦ ଆପଣ ଙ୍କ ସହ ସବୁବେଲେ ର୍ହାଇଛି । ଏହାସହ କୌଣସି ଦୈବିକ ଶକ୍ତି ମଧ୍ୟ ସବୁବେଳ ଆପଣ ଙ୍କୁ ସବୁ ପରିସ୍ଥିତି ରେ ସହାୟତା କରୁଅଛି । କିନ୍ତୁ କିଛି କ୍ଷେତ୍ରରେ ଚାହିଁ କରି ମଧ୍ୟ ସେହି ଶକ୍ତି ଆପଣଙ୍କ ସହ ନିଜ କୁ କନେକ୍ଟ କରି ପାରୁ ନାହିଁ ।

ଏହାର ଏକ କାରଣ ଏହା ମଧ୍ୟ ହୋଇ ପାରେ, କି କିଛି ନକରାତ୍ମକ ଶକ୍ତି ର ପ୍ରଭାବ ମଧ୍ୟ ଆପଣଙ୍କୁ କିଛି କିଛି କ୍ଷେତ୍ରରେ ଘେରି କରି ରଖୁଛି । ଏହି ଶକ୍ତି ରୁ ଆପଣ ବାହାରିବା ପାଇଁ ପ୍ରତ୍ଯେକ ଦିନ ପ୍ରାତଃ ଶୀଘ୍ର ଉଠି କିଛି ସମୟ ପାଇଁ ଧ୍ୟାନରେ ବସିବାକୁ ଚେଷ୍ଟା କରନ୍ତୁ ।

ଏହାଦ୍ଵାରା ଆପଣ ଚାହୁଁଥିବା ପ୍ରତ୍ଯେକ କାମନା କୁ ଯଥା ଶୀଘ୍ର ପୂରଣ ହୋଇଯିବ । ନମ୍ବର 2 ର ହନୁମାନ ଜୀ ଙ୍କୁ ଚୟନ କରିଥିବା ବ୍ୟକ୍ତି ଆପଣଙ୍କ ପାଇଁ ବହୁ ଦିନ ପରେ ଖୁବ ଭଲ ସମୟର ଆରମ୍ଭ ହେବାକୁ ଯାଉଛି । ଆପଣ ଆସୁଥିବା ସମୟରେ ପ୍ରତ୍ଯେକ ସମସ୍ଯା ର ସମାଧାନ ପ୍ରାପ୍ତ କରି ନେବେ ।

ଖୁବ ଶୀଘ୍ର ଆପଣ ଙ୍କର ସାକ୍ଷାତ କାର ତାଙ୍କ ସହ ହେବାକୁ ଯାଉଛି ଯାହାକୁ ଆପଣ ବହୁ ଦିନରୁ ଅପେକ୍ଷା କରି ରହିଥିଲେ । ଆସୁଥିବା ସମୟ ଟି ଆପଣ ମାନଙ୍କ ପାଇଁ ଖୁବ ଭଲ ରହିବ । ଆପଣଙ୍କ ୟୁନିଭର୍ସ ତରଫ ରୁ ଏହି ସନ୍ଦେଶ ରହିଛି ଆପଣ ଅଧିକ ରୁ ଅଧିକ ଚୁପ ରହିବାକୁ ଚେଷ୍ଟା କରନ୍ତୁ । ସବୁବେଳେ ସବୁ କହିଦେବା ହିଁ ଜରୁରୀ ହୋଇ ନଥାଏ ।

କିଛି କଥା ନିଜେ ନ କହି ସମୟ ଉପରେ ଛାଡି ଦେବା ମଧ୍ୟ ଉଚିତ ହୋଇଥାଏ । ଖୁବ ବାଜଳ ସମୟ ଅଛି, ନିଜକୁ ଅଧିକ ରୁ ଅଧିକ ପଜେଟିଭ କରି ରଖନ୍ତୁ ଯାହା ହେବ ସବୁ ଖୁବ ଭଲ ହେବ । ତେବେ ପ୍ରିୟ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button