ରଖେ ହରି ତ ମାରେ କିଏ! ଆଗାମୀ 23 ବର୍ଷ ପର୍ଯ୍ୟନ୍ତ ଏହି 6ଟି ରାଶିରେ ପ୍ରବଳ ଧନବର୍ଷା… ସ୍ଵୟଂ ମହାଦେବ କଲେ କୃପା

ନମସ୍କାର ବନ୍ଧୁଗଣ । ଦର୍ଶକ ବନ୍ଧୁ ବାବା ଭୋଳାନାଥ ଯେତେବେଳେ କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇ ଯାଇଥାନ୍ତି, ସେ ସେତେବେଳେ ତାଙ୍କର ଅପାର କୃପା ସେହି ବ୍ୟକ୍ତି ଉପରେ ବର୍ଷାଇ ଥାନ୍ତି । ଭଗବାନ ଭୋଳାନାଥ ଙ୍କର ସ୍ଵଭାବ ମଦଧୀ ତାଙ୍କର ନାମ ଭଳି ଭୋଳା ହୋଇଥାଏ । ତାଙ୍କୁ ପ୍ରସନ୍ନ କରିବା ମଧ୍ୟ ଅତ୍ୟନ୍ତ ସହଜ ହୋଇଥାଏ । ଭଗବାନ ଭୋଳାନାଥ ନିଜ ଭକ୍ତ ମାନଙ୍କର ଦୁଃଖ କୁ କେବେ ମଧ୍ୟ ସହ୍ୟ କରି ପାରି ନଥା’ନ୍ତି ।
ଜ୍ଯୋତିଷ ମାନଙ୍କର ସୂଚନା ରୁ ଏହା ପ୍ରାପ୍ତ ହୋଇଛି କି ଏହି ସମୟ ରେ ଗ୍ରହ ମାନଙ୍କର ସ୍ଥିତି କିଛି ଏପରି ରହିଛି, ଯାହା କାରଣ ରୁ ଭଗବାନ ଭୋଳାନାଥ କିଛି ରାଶି ର ବ୍ୟକ୍ତି ମାନଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇ ଅଛନ୍ତି । ଯାହାଫଳରେ ଆଜି ରାତି ପର ଠାରୁ ଏମାନେ ମାଲାମାଲ ହେବାକୁ ଯାଉଛନ୍ତି କହିଲେ ମଧ୍ୟ କିଛି ଭୁଲ ହେବ ନାହିଁ ।
ବାବା ଭୋଳାନାଥ ଙ୍କର କୃପା ରୁ ଏମାନଙ୍କ ପାଇଁ ଭାଗ୍ଯର ଦ୍ଵାରା ପୂର୍ଣ୍ଣ ରୂପରେ ଖୋଲି ଯାଉଛି । ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଥିବା ଦୁଃଖର ଦିନ ଏହି ସମୟ ରୁ ଶେଷ ହେଲା । ଏମାନଙ୍କ ପାଇଁ ଏହି ସମୟ ରୁ ହିଁ ଭଲ ଦିନ ର ଆରମ୍ଭ ହେବାକୁ ଯାଉଛି । ବାବା ଭୋଳାନାଥ ଙ୍କ କୃପାରୁ ସବୁ ଅଟକି ରହିଥିବା କାର୍ଯ୍ୟ ଆସୁଥିବା ସମୟରୁ ପୁଣି ଥରେ ହେବାକୁ ଲାଗିବ ।
ଆପଣଙ୍କୁ ଆପଣ ଙ୍କର ପ୍ରତ୍ଯେକ କାର୍ଯ୍ୟ ରେ ଏବେ ଠାରୁ ସଫଳତା ମିଳିବ । ଆପଣ ମାନେ ଶତ୍ରୁ ଉପରେ ବିଜୟ ଲାଭ କରିବେ । ବେରୋଜଗାର ରହିଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ଭଲ ଚାକିରି ଖଣ୍ଡେ ପ୍ରାପ୍ତ ହୋଇଯିବ । ଘର ପରିବାରର ଖର୍ଚ୍ଚ କମ ହେବା ସହ ଆୟ ର ବୃଦ୍ଧି ହେବାକୁ ଲାଗିବ । କାର୍ଯ୍ୟ କ୍ଷେତ୍ରରେ ଆପଣ ଉନ୍ନତି ଦେଖିବାକୁ ପାଇବେ । ଆପଣ ମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ବାବା ଭୋଳାନାଥ ଙ୍କ କୃପା ରୁ ଭଲ ରହିବ । ବିଦ୍ୟାର୍ଥୀ ମାନେ ମଧ୍ୟ ଏହି ସମୟ ରେ ନିଜ ପାଠ ପଢାରେ ଖୁବ ଅଧିକ ଉନ୍ନତି କରିବେ ।
ସମାଜ ପାଇଁ କିଛି ଶୁଭ କାର୍ଯ୍ୟ କରିବାକୁ ମଧ୍ୟ ଆପଙ୍କୁ କିଛି ଅବସର ପ୍ରାପ୍ତ ହୋଇ ପାରେ । ଏହି ସମୟରେ ଏହି ରାଶିର ବ୍ୟକ୍ତି ମାନଙ୍କ ପ୍ରେମ ଜୀବନ ତଥା ଦମପଥ୍ୟ ଜୀବନ ତି ଅତୟାନ୍ତ ସୁଖରେ ପରି ପୂର୍ଣ୍ଣ ହୋଇ ରହିବ । ତେବେ ସେହି ଭାଗ୍ୟଶାଳୀ ରାଶି ମାନେ ହେଲେ; କୁମ୍ଭ ରାଶି, ମିଥୁନ ରାଶି, କର୍କଟ ରାଶି, ସିଂହ ରାଶି ଓ ବୃଷ ରାଶି । ତେବେ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।