ସ୍ୱାସ୍ଥ୍ୟ

ଡାଇବେଟିସ ସୁଗାର 380 ହେଉ ବା 480 କିମ୍ବା ବହୁ ବର୍ଷ ପୁରୁଣା ମାତ୍ର 7 ଦିନରେ କଣ୍ଟ୍ରୋଲ ହେଇଯିବ, କରନ୍ତୁ ଏହି ଦେଶୀ ଉପଚାର (Healthy Tips)

ବନ୍ଧୁଗଣ ଆଜିର ସମୟରେ ପ୍ରତ୍ୟେକ ଘରେ ଜଣେ ନା ଜଣେ ଡାଇବେଟିସ ରୋଗୀ ଥିବା ଏକ ସାଧାରଣ କଥା ହୋଇ ଗଲାଣି । ତାହାଛଡ଼ା ଏହା ଏକ ଏପରି ରୋଗ ଯାହା ଥରେ ହେଲା ପରେ ଏଥିରୁ ସମ୍ପୂର୍ଣ୍ଣ ରୂପରେ ମୁକ୍ତି ପାଇବା ଅସମ୍ଭବ । କିନ୍ତୁ ଆଧୁନିକ ଚିକିତ୍ସା ବିଜ୍ଞାନ ର ଚେଷ୍ଟା ରୁ କିଛି ଏପରି ଔଷଧ ମାନ ବାହାରି ପାରିଛି, ଯାହା ଦ୍ଵାରା କି ଡାଇବେଟିସ ରୋଗ କୁ ଏକ ମାତ୍ରା ରେ ନିୟନ୍ତ୍ରଣ କରି ରଖା ଯାଇ ପାରିବ ।

କିନ୍ତୁ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏପରି ଏକ ଘରୋଇ ଉପଚାର ଯାହାର ସାହାର୍ଯ୍ୟ ରେ ଆପଣ ଅତି ହିଁ ସହଜ ରେ ଡାଇବେଟିସ ଭଳି ରୋଗ ରୁ ନିଜକୁ ମୁକ୍ତ କରି ପାରିବେ । ଆଜିର ଏହି ଉପଚାର ଟିର ପ୍ରସ୍ତୁତି ପାଇଁ ଆପଣଙ୍କୁ ପ୍ରଥମେ ଯେଉଁ ସାମଗ୍ରୀ ର ଆବଶ୍ୟକ ପଡ଼ିବ ତାହା ଅଟେ ମେଥିଦାନା ।

ବନ୍ଧୁଗଣ ମେଥି ରେ ଏପରି ଗୁଣ ମାନ ନିହିତ ହୋଇ ରହିଅଛି, ଯାହା ମନୁଷ୍ୟ ଶରୀର ର ଶତାଧିକ ରୋଗ କୁ ମଧ୍ୟ ଭଲ କରି ପାରିବ । ଦ୍ଵିତୀୟ ସାମଗ୍ରୀ ଟି ହେଉଛି ଜୀରା । ଅନେକ ଲୋକ ଙ୍କର ଏପରି ଧାରଣା ରହିଥାଏ କି ଡାଇବେଟିସ ବା ମଧୁମେହ ରୋଗ ମିଠା ଖାଇବା ଯୋଗୁଁ ହୋଇଥାଏ, କିନ୍ତୁ ବାସ୍ତବରେ ଏହା ଶରୀରରେ ଥିବା ପେନକ୍ରେଟିକସେସ ଯେତେବେଳେ ଧୀରେ ଧୀରେ ହୋଇ ଡିଆକ୍ଟିଭ ହେବାକୁ ଲାଗେ, ତେବେ ଯାଇ ହୋଇଥାଏ ।

କିନ୍ତୁ ଜୀରା ଆପଣଙ୍କ ଶରୀରରେ ପେନକ୍ରେଟିକସେସ କୁ ପୁନଃ ରିଆକ୍ଟିଭ କରି ଦେଇଥାଏ । ତୃତୀୟ ସାମଗ୍ରୀ ଟି ହେଉଛି ଜୁଆଣି । ଏହି ସମସ୍ତ ସାମଗ୍ରୀ ଗୁଡ଼ିକୁ ଆପଣ ନିଜ ରୋଷେଇ ଘରୁ ସଂଗ୍ରହ କରି ପାରିବେ । ଏ ସମସ୍ତ ସାମଗ୍ରୀ ରୁ 15 ଗ୍ରାମ କରି ନେଇ ତାହାକୁ ଏକ ଲୁହା କଢେଇ ବା କୌଣସି ଲୁହା ପାତ୍ରରେ କିଛି ସମୟ ପାଇଁ ଭଲ ଭାବରେ ଭାଜି ନିଅନ୍ତୁ ।

ଏହା ଦ୍ଵାରା ସେହି ଲୁହା ପାତ୍ର ରୁ ସେହି ସାମଗ୍ରୀ ରେ କିଛି ଆଇରନ ର ମାତ୍ରା ମଧ୍ୟ ସମ୍ମିଳିତ ହୋଇଯିବ । ଡାଇବେଟିସ ବା ମଧୁମେହ ରୋଗି ଙ୍କ ଶରୀର ପାଇଁ ଆଇରନ ଖୁବ ଭଲ ହୋଇଥାଏ । ସେହି ସାମଗ୍ରୀ ଗୁଡିକ ଥଣ୍ଡା ହେଲା ପରେ ସେଥିରେ ଆଉ 15 ଗ୍ରାମ ର ଭଜା ଶୋଲା ବୁଟ ମିଶାଇ ସେ ଗୁଡିକୁ କୌଣସି ଏକ ହେମଦସ୍ତା ସହାୟତା ରେ ଭଲ ଭାବବରେ ଗୁଣ୍ଡ କରି ନିଅନ୍ତୁ ।

ଏହା ପରେ ପ୍ରତ୍ଯେକ ଦିନ ରାତିରେ ଶୋଇବା ସମୟରେ ଏକ ତମଭା ଗ୍ଳାସ ବା ତମ୍ଭା ପାତ୍ରରେ କିଛି ପାଣି ରଖି ତାହାକୁ ରାତି ସାରା ଛାଡି ଦିଅନ୍ତୁ । ସକାଳେ ସେହି ତମଭା ପାତ୍ର ରୁ ଏକ ଗ୍ଳାସ ପାଣି ନେଇ ସେଥିରେ ସେହି ସମସ୍ତ ମିଶ୍ରିତ ସାମଗ୍ରୀ ମଧ୍ୟରୁ ଛୋଟ ଚାହା ଚାମଚ ରୁ ଏକ ଚାମଚ ନେଇ ସେହି ପାଣିରେ ଗୋଳାଇ ଏକ ମାସ ପର୍ଯ୍ୟନ୍ତ ସକାଳେ ଖାଲି ପେଟ ରେ ସେବନ କରନ୍ତୁ ।

ଆପଣ ଦେଖିବେ ମାତ୍ର 1 ମାସ ମଧ୍ୟରେ ହିଁ ଆପଣ ଙ୍କର ଡାଇବେଟିସ ବା ମଧୁମେହ ରୋଗ ସଂପୂର୍ଣ୍ଣ ରୂପରେ ଲୋପ ପାଇ ଯିବ ।  ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବ ଆପଣ ମାନେ ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଆଦୌ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button