ବିଚାର

Vastu Tips- କିଛି ବି ହେଇଯାଉ ନା କାହିଁକି ଏମିତି ତୁଳସୀ ଭୁଲରେ ବି ଘରେ ପଗେଇବେ ନାହିଁ, ପୁରା ଘର ବରବାଦ ହେଇଯାଏ

ଯେଉଁ ଘର ଅଗଣା ରେ ତୁଳସୀ ଗଛ ଥାଏ, ସେହି ଘର ଉପରେ ମାତା ଲକ୍ଷ୍ମୀ ଓ ଭଗବାନ ଶ୍ରୀ ହରି ନାରାୟଣ ଙ୍କର ମଧ୍ୟ ବାସ ଥାଏ । କାରଣ ଶ୍ରୀ ହରି ନାରାୟଣ ଙ୍କ ତୁଳସୀ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି । ଏପରିକି ବିନା ତୁଳସୀ ରେ ଭଗବାନ ନାରାୟଣ ଙ୍କର କୌଣସି ପୂଜା ମଧ୍ୟ ସଂପୂର୍ଣ୍ଣ ହୋଇ ନଥାଏ । ଯେ ପର୍ଯ୍ୟନ୍ତ ଭଗବାନ ଙ୍କର ପ୍ରସାଦ ରେ ତୁଳସୀ ର ସ୍ପର୍ଶ ନ ଲାଗେ ସେ ପର୍ଯ୍ୟନ୍ତ ଭଗବାନ ଭୋଗ କୁ ଗ୍ରହଣ ମଧ୍ୟ କରି ନଥାନ୍ତି ।

ବିଷ୍ଣୁ ପୁରାଣ ରେ ଘରେ ତୁଳସୀ ଗଛ ରଖିବାର ଅନେକ କିଛି ନୀତି ନିୟମ ବିଷୟରେ ବର୍ଣ୍ଣନା କରା ଯାଇଛି । ଯଦି ଆପଣ ଏହି ନୀତି ନିୟମ ଗୁଡିକ ପାଳନ କରି ନ କରନ୍ତି, ତେବେ ଆପଣଙ୍କୁ ଘରେ ତୁଳସୀ ଗଛ ରଖିବାର ସଂପୂର୍ଣ୍ଣ ଫଳ ମଧ୍ୟ ପ୍ରାପ୍ତ ହୋଇ ନଥାଏ ।

ଶାସ୍ତ୍ର ରେ ତୁଳସୀ କୁ କେବଳ ଏକ ଗଛ ରୂପରେ ନୁହେଁ ଅପିତୁ ବିଷ୍ଣୁପ୍ରିୟା ରୂପରେ ବର୍ଣ୍ଣନା କରାଯାଇଛି । ଯେଉଁ ଘରେ ମାତା ତୁଳସୀ ଙ୍କର ଠିକ ଭାବରେ ପୂଜା କର ଯାଇଥାଏ ସେହି ଗହରେ ମାତା ଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ହୋଇ ଧନ ଧାନ୍ୟ ର ବର୍ଷା ଅକରିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଘର ର ଛାତ ଉପରେ ତୁଳସୀ ଗଛ ଲଗାଇବା ଶୁଭ ହୋଇ ନଥାଏ । ଏହା ଦ୍ଵାରା ଘରେ ନକରାତ୍ମକତା ମଧ୍ୟ ବ୍ୟାପୀ ଥାଏ ।

ତୁଳସୀ କୁ ସବୁବେଳେ ଘରେ ଉତ୍ତର ପୂର୍ବ କୋଣ ରେ ରଖିବା ହିଁ ଶୁଭ ହୋଇଥାଏ । ତାହାସହ ଘରେ ତୁଳସୀ ଗଛ କୁ ସବୁବେଳେ ଏପରି ସ୍ଥାନରେ ଲଗାଇବା ଉଚିତ ଯେଉଁ ଠାରୁ କି ପବନ ତୁଳସୀ କୁ ସ୍ପର୍ଶ କରି ଘରକୁ ଆସୁଥିବ । ଏହା ଦ୍ଵାରା ଘରେ ଥିବା ସମସ୍ତ ବାସ୍ତୁ ଦୋଷ ର ନାସ ହୋଇଥାଏ ।

ବର୍ତ୍ତମାନ ଆସନ୍ତୁ ଜାଣିବା ଘରେ କେଉଁ ତୁଳସୀ ଲଗାଇବା ଶୁଭ ଓ ଅଶୁଭ ହୋଇଥାଏ । ଶାସ୍ତ୍ର ଅନୁସାରେ ତୁଳସୀ ସାଧାରଣତଃ 5 ପ୍ରକାରର ହୋଇଥାଏ । ପ୍ରଥମ ଟି ହେଉଛି ରାମ ତୁଳସୀ, ଶ୍ୟାମ ତୁଳସୀ, ନିମ୍ବ ତୁଳସୀ, ବନ ତୁଳସୀ ଓ ବିଷ୍ଣୁ ତୁଳସୀ । ସାଧାରଣତଃ ଘର ମାନଙ୍କ ରେ ରାମ ତୁଳସୀ ବା ଶ୍ୟାମ ତୁଳସୀ କୁ ହିଁ ରଖା ଯାଇଥାଏ ।

ଶାସ୍ତ୍ର ଅନୁସାରେ ଘରେ ରାମ ତୁଳସୀ ବା ଶ୍ୟାମ ତୁଳସୀ ଛଡା ଅନ୍ୟ କୌଣସି ତୁଳସୀ ରଖି ପୂଜା କରିବା ଉଚିତ ହୋଇ ନଥାଏ । ଶାସ୍ତ୍ର ଅନୁସାରେ ଯେଉଁ ଘରେ ରାମା ତୁଳସୀ ରଖି ପୂଜା କରାଯାଏ, ସେହି ଘରେ କେବେ ମଧ୍ୟ ଧନ ଧାନ୍ୟ ର ଅଭାବ ରହି ନଥାଏ । ତୁଳସୀ ବିବାହ ଦିନ ଯେଉଁ ବ୍ୟକ୍ତି ରାମ ତୁଆଳସୀ ର ସହ ସଲେଗ୍ରାମ ଭଗବାନ ଙ୍କର ବିବାହ କରିଥାଏ, ସେହି ବ୍ୟକ୍ତି କୁ ତା ଜୀବନରେ କେବେ ମଧ୍ୟ ଦରିଦ୍ରତା ର ମୁଖ ଦେଖିବାକୁ ପଡି ନଥାଏ ।

ଏହା ବ୍ଯତୀତ ଘରେ ଶ୍ୟାମ ତୁଳସୀ ମଧ୍ୟ ଲଗା ଯାଇପାରେ । କିନ୍ତୁ ଏଥିରେ ଔଷଧୀୟ ଗୁଣ ଅଧିକ ଥିବା ହେତୁ ଯଦି ଏହାକୁ ପୂଜା ଠାରୁ ଅଧିକ ଔଷଧ ରୂପରେ ବ୍ୟବହାର କରାଯାଏ ତେବେ ଏହାର ଖୁବ ଭଲ ପରିଣାମ ଦେହିବାକୁମୀଳିତହେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button