ସ୍ୱାସ୍ଥ୍ୟ

ମାତ୍ର ଗୋଟିଏ ଦିନରେ ଫଟା ଗୋଇଠି ରୁ ପାଆନ୍ତୁ ମୁକ୍ତି, କେବଳ ଆପଣାନ୍ତୁ ଏହି ଚମତ୍କାରୀ ଘରୋଇ ଉପାୟ ( Healthy Tips )

ବନ୍ଧୁଗଣ ଏହି ସମୟରେ ଶୀତ ଦିନ ଚାଲୁଅଛି, ଅନେକ ଲୋକ ଗୋଇଠି ଫଟା ଯନ୍ତ୍ରଣା କୁ ନେଇ ଖୁବ ଅଧିକ ଚିନ୍ତା ରେ ରହୁଥିବେ । ଖାସ କରି ସ୍ତ୍ରୀ ଲୋକ ବା ମହିଳା ମାନଙ୍କ ଠାରେ ଏହି ସମସ୍ଯା ଅଧିକ ଭାବରେ ଦେଖିବାକୁ ମିଳିଥାଏ । ଯେବେ ଆପଣ ଙ୍କର ଗୋଇଠି ଫାଟେ ତେବେ ଆପଣଙ୍କୁ କମ ଦାମ କରିବାକୁ ବହୁ କଷ୍ଟ ମଧ୍ୟ ହୋଇଥାଏ । ଏହାଛଡା ଅନେକ କଷ୍ଟ ମଧ୍ୟ ହୋଇଥାଏ । କିଛି ଲୋକ ଙ୍କର ଫଟା ଗୋଇଠିରୁ ରକ୍ତ ମଧ୍ୟ ବାହାରି ଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଏକ ଗହରୋଇ ଉପଚାର ଯାହାର ସହାୟତା ରେ ଆପଣ ମାତ୍ର ଏକ ଦିନ ମଧ୍ୟରେ ଗୋଇଠି ଯନ୍ତ୍ରଣା ଆରୁ ମୁକ୍ତି ପାଇ ପାରିବେ । ଯଦି ଆପଣ ଏହି ଉପଚାର ଟିକୁ କିଛିଦିନ ଧରି ନିୟମିତ ବ୍ୟବହାର କରିବେ, ତେବେ ଆପଣ ଏହି ଗୋଇଠି ଜନିତ ସମସ୍ଯା ରୁ ସବୁ ଦିନ ପାଇଁ ମୁକ୍ତି ପାଇ ପାରିବେ ।

ଦର୍ଶକ ବନ୍ଧୁ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ସର୍ବପ୍ରଥମେ ଏକ ଚାମଚ ପେଟ୍ରୋଲିୟମ ଜେଲି ଆବଶ୍ୟକ ପଡିବ । ଦ୍ଵିତୀୟ ସାମଗ୍ରୀ ର ଆବଶ୍ଯକ ପଡିବ ତାହା ହେଉଛି କର୍ପୂର । ଆପଣ ନେଇ ଥିବା ସେହି ପେଟ୍ରୋଲିୟମ ଜେଲି ରେ ଏକ କର୍ପୂର କୁ ଗୁଣ୍ଡ କରି ପକାଇ ଦିଅନ୍ତୁ ।

ଏହାପରେ ଏଥିରେ ଏକ ଚାମଚ ନଡିଆ ତେଲ ସେଥିରେ ଦେଇ ଦିଅନ୍ତୁ । ଏହାପରେ ଶେଷ ସାମଗ୍ରୀ ସୋରିଷ ତେଲ ରୁ ମଧ୍ୟ ଏକ ଚାମଚ ନେଇ ନିଅନ୍ତୁ। ବର୍ତ୍ତମାନ ଆପଣ ସେହି ସମସ୍ତ ସାମଗ୍ରୀ କୁ ଆପଣ ଭଲ ଭାବରେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ଆମର ଏହି ଉପଚାର ଟି ଏକ କ୍ରିମ ରୂପରେ ପ୍ରସ୍ତୁତ ହୋଇ ସାରିଛି ।

ସାଧାରଣତଃ ଶୀତ ଦିନରେ ହିଁ ସମସ୍ତ ଙ୍କର ଗୋଡ ଅଧିକ ଭାବରେ ଫାଟିବାର ଦେଖା ଯାଇଥାଏ । କିନ୍ତୁ ଏହି ଉପଚାର ଟିର ସାହାର୍ଯ୍ୟ ରେ ଆପଣ ଏହି ସମସ୍ଯା ରୁ ସବୁଦିନ ପାଇଁ ମୁକ୍ତି ପାଇଯିବେ । ଆପଣ ମାତ୍ର ଏକ ଦିନ ଏହି କ୍ରିମ କୁ ନିଜ ପାଦ ରେ ଲଗାଈ ସାରିବା ପରେ ଏହାର ପ୍ରଭାବ ଦେଖିବାକୁ ପାଇଏବ। ଯାଦୋୟ ଆପଣ ଙ୍କର ପାଦ ବା ଗୋଇଠି ଅଧିକ ମାତ୍ରା ରେ ଫାଟିଥାଏ ,

ତେବେ ଏହି ଉପଚାର ଟିକୁ ଆପଣ ସାତ ଦିନ ପର୍ଯ୍ୟନ୍ତ ଲଗାଇ ଦେଖନ୍ତୁ ଆପଣ ଦେଖିବେ ଆପଣ ଙ୍କର ଗୋଇଠି ଯନ୍ତ୍ରଣା ତଥା ସମସ୍ଯା ସବୁଦିନ ପାଇଁ ଭଲ ହୋଇଯିବ । ବନ୍ଧୁଗଣ ଏହି ମିଶ୍ରଣ କୁ ନିଜ ଗୋଡ ରେ ଲଗାଇବା ପାଇଁ  ଆପଣ ରାତି ରେ ସର୍ବ ପ୍ରଥମେ ନିଜ ଗୋଡ କୁ ଉଷୁମ ପାଣି ର ସହାୟତା ରେ ଭଲ ଭାବରେ ଧୋଇ ନିଅନ୍ତୁ ।

ଏହା ପରେ ଆପଣ ଗୋଡ କୁ ଭଲ ଭାବରେ ପୋଛି ଏହି କ୍ରିମ କୁ ନିଜ ଗୋଡ ର ଫଟା ତଥା ଗୋଇଠି ରେ ଭଲ ଭାବରେ ଲଗାଇ କିଛି ସମୟ ପାଇଁ ମାଲିସ କରନ୍ତୁ । ଏହା ପରେ ଏକ କପଡା ବା କୌଣସି ଜରି ସାହାର୍ଯ୍ୟରେ ଗୋଡ କୁ ଭଲ ଭାବରେ ଘଉଡାଇ ଶୋଇ ପଡନ୍ତୁ । ଆପଣ ଦେଖିବେ ମାତ୍ର ଏକ ଦିନରେ ହିଁ ଆପଣଙ୍କୁ ଏହାର ରେଜଲ୍ଟ ଦେଖିବାକୁ ମିଳିବ । ତେବେ ଆପଣ ମାନଙ୍କୁ ଆମର ଏହି ଉପଚାର ଟି ଭଲ ଲାଗିଥିଲେ, ଆପଣ ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button