ଜୀବନଶୈଳୀ

ଗୋଟେ ସପ୍ତାହରେ ପେଟର ଚର୍ବି ମହମ ପରି ତରଳିଯିବ – ବାସ ସକାଳୁ ପିଅନ୍ତୁ ଏହି ପାଣି

ନମସ୍କାର ବନ୍ଧୁଗଣ ଆମେ ଆଜିକାଲି ସ୍ଲିମ ଏବଂ ଜିରୋ ଫିଗର ରଖିବାକୁ ଚାହୁଁଛୁ । ଏବଂ ସର୍ଵଦା ଫିଟ ହେବାକୁ ମଧ୍ୟ ଚାହିଁଥାଉ । କିନ୍ତୁ ଏହା ଆମ ଦ୍ୱାରା ହୋଇ ପାରେ ନାହିଁ । କାରଣ ଆମେ ନିଜ ଖାଇବା ଏବଂ ନିଜ ଜୀଵନରେ କୌଣସି ପରିବର୍ତ୍ତନ ଆଣି ନଥାଉ । ଆମେ ଯୋଗ ବ୍ୟାୟାମ କରି ନ ଥାଉ । ଠିକ ପରିମାଣ ର ଜଳ ମଧ୍ୟ ପିଇ ନଥାଉ । ଏବଂ ସର୍ଵଦା ବାହାର ର ତେଲ ମସଲା ଜାତୀୟ ଖାଦ୍ୟ ଖାଇ ଥାଉ । ଏବଂ ସେଥିରେ ଥିବା ଅଶୁଦ୍ଧ ଏବଂ କ୍ୟାଲେରି ଆମ ଶରୀରରେ ଚର୍ବି କୁ ବଢ଼ାଇଥାଏ । ଏବଂ ଅଶୁଦ୍ଧତା ଯୋଗୁ ଆମ ଚେହେରା ରେ ବ୍ରଣ ଏବଂ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

 

ତେବେ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ରୋଗ ମଧ୍ୟ ହୋଇ ପାରେ । ତେବେ ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହାର ଏକ ସାଧାରଣ ଏବଂ ଘରୋଇ ଉପଚାର ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିନେବା ସେହି ଉପାୟ ବିଷୟରେ । ପ୍ରଥମ ସାମଗ୍ରୀ ହେଉଛି ଜିରା । ଜିରା ଆମର ପାଚନ କ୍ରିୟା କୁ ଠିକ ରଖିଥାଏ ଏବଂ ଓଜନ କମେଇବାର ମଧ୍ୟ ସାହାର୍ଯ୍ୟ କରିଥାଏ । ତେବେ ଏହାପରେ ଖଣ୍ଡେ ଅଦା ନେବେ ଅଦା ଆମ ମେଟାପୋଲିସମ କୁ କମେଇବାରେ ସାହାର୍ଯ୍ୟ କରେ । ତାସହ ଲେମ୍ବୁ ଏବଂ ମହୁ ।

ତେବେ ପ୍ରଥମେ ଗୋଟିଏ କପ ପାଣି ନିଅନ୍ତୁ ଏବଂ ସେଥିରେ ଜିରା ଏବଂ ଅଦାକୁ ଛେଚି ପକେଇ ଦିଅନ୍ତୁ ଏବଂ ଫୁ-ଟି-ବା-କୁ ଦିଅନ୍ତୁ । ତେବେ ଭଲ ଭାବରେ ଫୁ-ଟି-ବା ପରେ ଗ୍ୟାସ ବନ୍ଦ କରି କିଛି ସମୟ ଥଣ୍ଡା  କରିବାକୁ ଛାଡି ଦିଅନ୍ତୁ ।ତେବେ ଟିକେ ଥଣ୍ଡା କମିଗଲେ ଏହାକୁ ଛାଣି ଏକ କପ ରେ ପାଣି କୁ ନିଅନ୍ତୁ ଏବଂ ସେଥିରେ ଫାଳେ ଲେମ୍ବୁ ରସ ଏବଂ ଗୋଟିଏ ଚାମଚ ମହୁ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ ।
ତେବେ ଏହାକୁ ଖାଲି ପେଟ ରେ ସକାଳେ ଚା ବଦଳରେ ଏହାକୁ ସେବନ କରନ୍ତୁ ଏବଂ ପୁଣି ଲଞ୍ଚ କରିବାପରେ ଦୁଇ ତିନି ଘଣ୍ଟା ପରେ ଏହାକୁ ପିଅନ୍ତୁ ଅର୍ଥାତ ଦିନକୁ ଦୁଇଥର ଏହି ପାଣିକୁ ପିଅନ୍ତୁ । ତେବେ ଆପଣ ମାନେ ନିଶ୍ଚିତ ଜାଣି ପାରିବେ ଏବଂ ଅନୁଭବ କରିବେ କି ଆପଣଙ୍କ ଓଜନ କମିବାରେ ଲାଗୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button