ଜୀବନଶୈଳୀ

୫୦ ରେ ବି ଦେଖାଯିବେ ୨୦ ଭଳି ଜବାନ ! ଚେହେରାକୁ କେବେ ବୁଢା ହେବାକୁ ଦେବନି ଏହାର ୨ଟି ପତ୍ର

ତେବେ ଆଜିକା ଜୀବନରେ ଲୋକଙ୍କ ପାଖରେ ନିଜ ସ୍ୱାସ୍ଥ୍ୟ ଏବଂ ଅନ୍ୟ କାମ ପାଇଁ ସମୟ ନାଇ ସେଥିପାଇଁ ଖୁବ କମ ବୟସରେ ଲୋକଙ୍କ ଚେହେରାରେ ଚର୍ମ କୁଞ୍ଚନ ଦେଖିବାକୁ ପଡିଥାଏ । ତେବେ ଚର୍ମ କୁଞ୍ଚନ କେତେ ପ୍ରକାର କାରଣ ପାଇଁ ହୋଇଥାଏ ବ୍ୟସ୍ତ ଜୀବନ ଶୈଳୀ, ଖାଦ୍ଯ ଏବଂ ଆରାମ ଏହି ସବୁ ଜିନିଷ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଆବଶ୍ୟକ ଅଟନ୍ତି, ଖାଦ୍ୟ ଭଲ ଓ ପୋଷ୍ଟିକ ନହେଲେ ଆପଣଙ୍କୁ ବହୁତ ପ୍ରକାର ରୋଗ ହୋଇଥାଏ ଏହା ଛଡା ଖୁବ କମ ବସରେ ଚର୍ମ କୁଞ୍ଚନ ହୋଇଥାଏ ଯାହା ଦ୍ଵାରା ଆପଣ ଅଧିକ ବୃଦ୍ଧ ଦେଖା ଯାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ଚର୍ମ କୁଞ୍ଚନ ସହ ଆହୁରି ବହୁତ ରୋଗ ଦୂର ହୋଇଥାଏ ।

ତୁଳସୀ ଗଛ ଆପଣଙ୍କୁ ଭାରତ ସବୁ ଘରେ ଦେଖିବାକୁ ମିଳିଥାଏ, ହିନ୍ଦୁ ଧର୍ମ ଅନୁଯାଇ ତୁଳସୀ ଗଛ ବହୁତ ପବିତ୍ର ହୋଇଥାଏ ଏବଂ ପୂଜନୀୟ ଅଟେ ସେଥିପାଇଁ ଲୋକ ଏହାକୁ ଘର ଅଗଣାରେ ଲଗାଇ ଥାନ୍ତି କିନ୍ତୁ କିଛି ଲୋକ ଏହାକୁ ଔଷଧୀୟ ଗୁଣ ପାଇଁ ନିଜ ବାଡିରେ ଲଗାଇ ଥାନ୍ତି । ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ସକାଳେ ଉଠି କିଛି ସମୟ ପାଇଁ ତୁଳସୀ ଗଛ ପାଖରେ ଠିଆ ହେଲେ ବହୁତ ପ୍ରକାର ରୋଗ ଆପେ ଭଲ ହୋଇଥାଏ ।

କୁହା ଯାଇଛି ଯେ ତୁଳସୀ ଗଛ ଚର୍ମ କୌଣସି ପ୍ରକାର ରୋଗ ପାଇଁ ରାମବାଣ ଚିକିତ୍ସା ହୋଇଥାଏ, ତୁଳସୀ ପତ୍ର ଦ୍ଵାରା ସ୍କିନ ଟାଇଟ ହବା ସହ ଚର୍ମ କୁଞ୍ଚନ ଭଳି ସମସ୍ଯା ଦୂର ହୋଇଥାଏ । ତେବେ କିଛି ତୁଳସୀ ପତ୍ର ନେଇ ଏହାକୁ ବାଟି ଦିଅନ୍ତୁ, ବାଟିବା ପରେ ଏହାକୁ ଚେହେରାରେ ଲଗାଇ ୧୫ ମିନିଟ ପାଇଁ ଛାଡି ଦିଅନ୍ତୁ ଏହା ପରେ ଥଣ୍ଡା ପାଣିରେ ମୂହ ଧୋଇ ଦିଅନ୍ତୁ, ଏହି ଉପାୟ ସପ୍ତାହ ରେ ୩ଥର କରନ୍ତୁ ଆପଣଙ୍କ ଚେହେରା ଟାଇଟ ହୋଇଯିବ ଏବଂ ଆପଣଙ୍କ ଚେହେରା ଚମକିବାକୁ ଲାଗିବ ।

ଯଦି ଆପଣଙ୍କ ଚେହେରାରେ ପିମ୍ପଲ ଭଳି ସମସ୍ଯା ହେଉଛି ତେବେ ତୁଳସୀ କିଛି ପତ୍ର ବାଟି ନିଅନ୍ତୁ ବା ତୁଳସୀ ପତ୍ର ପାଉଡର ନିଅନ୍ତୁ, ଏହା ପରେ କମଳା ଚୋପା ପାଉଡର ତୁଳସୀ ପାଉଡର ଅନୁଯାଇ ନିଅନ୍ତୁ, ଏହା ପରେ ଗୋଲାପ ଜଳ ସାହାଜ୍ଯରେ ପେଷ୍ଟ ବନେଇ ମୂହରେ ଲଗାନ୍ତୁ ଓ ୨୦ ମିନିଟ ରଖିଲା ପରେ ଏହାକୁ ଧୋଇ ଦିଅନ୍ତୁ ଦେଖିବେ ଆପଣଙ୍କୁ ବହୁତ ଭଲ ଅନୁଭ ହବ ଏବଂ ଆପଣଙ୍କ ପିମ୍ପଲ ମଧ୍ୟ ଗାୟବ ହୋଇଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button