ବିଚାର

କାହାର ନାମ ଭାବି କୌଣସି ଗୋଟିଏ ଚିତ୍ର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି କାର୍ଡ ରିଡିଂ ଯାହାର ସାହାର୍ଯ୍ୟ ରେ ଆପଣ ଜାଣି ପାରିବେ କି ଆଉ ଜଣକଙ୍କ ମନରେ ଆପଣଙ୍କ ପାଇଁ କେଉଁ ଭଳି ପ୍ରତିକ୍ରିୟା ଲୁଚି କରି ରହିଛି । ବନ୍ଧୁଗଣ ଆଜିର ଏହି ରିଡିଂ ରେ ଆପଣ ଯାହା ବିଷୟରେ ମଧ୍ୟ ଜାଣିବାକୁ ଚାହୁଁଛନ୍ତି, ତାଙ୍କ କଥା କୁ ଚିନ୍ତା କରି ତଳେ ଦିଆ ଯାଇଥିବା ତିନୋଟି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବର କୁ ବାଛି ନିଅନ୍ତୁ ।

ଆଜିର ଏହି ରିଡିଂ କୁ ଆରମ୍ଭ କରିବା ପୂର୍ବରୁ କହି ରଖୁଛୁ କି ଅନେକ ଥର ଦେଖା ଯାଇଛି କି ସାଧାରଣତଃ ଜେନେରାଲ ରିଡିଂ ଗୁଡିକ ସବୁ ଲୋକ ଙ୍କ ସହ କନେକ୍ଟ ହୋଇ ନଥାଏ । ତେଣୁ ଏହି ପରି ପରିସ୍ଥତି ରେ ଆପଣ ଏହାକୁ ନିଜର ମନୋରଞ୍ଜନ ପାଇଁ ମଧ୍ୟ ପଢି ପାରନ୍ତି ।

ଆପଣ ମାନେ ଯଦି ଉପରୋକ୍ତ ତିନୋଟି ନମ୍ବର ରୁ 1 ନମ୍ବର ଟିର ଚୟନ କରିଥାନ୍ତି, ତେବେ ସେହି ବ୍ୟକ୍ତି ଏନକେଆର ଆପଣ ଙ୍କ ଉପରେ ଅନେକ କିଛି ଆଶା ଅଭିଳାଷା ବାନ୍ଧି ରଖିଛନ୍ତି । କିନ୍ତୁ ସେ ଜାଣିଛନ୍ତି ବୋଧ ହୁଏ ସେ ଗୁଡିକ ପୂରଣ ହୋଇ ନ ପାରେ ।

କାରଣ ସେ ମାତ୍ର ଆପଣ ଏନକେଆର ଭାବନା ପାଇଁ ହିଁ ଆପଣ ଙ୍କ ସହ ଯୋଡି ହୋଇ ରହିଛନ୍ତି । ତାଙ୍କୁ ସବୁ ବେଳେ ଏପରି ଲାଗିଥାଏ କି ଯେତେବେଳେ ତାଙ୍କୁ ଆପଣ ଙ୍କର ଆବଶ୍ୟକ ପଡିଛି ସେହି ସମୟ ରେ ଆପଣ ତାଙ୍କୁ ସହଯୋଗ କରି ନାହାନ୍ତି । ତେଣୁ କିଛି ଏହି ଭଳି ଭାବନା ମାନ ତାଙ୍କ ମନରେ ଆପଣ ଙ୍କ ପାଇଁ ରହିଛି । ତେଣୁ ଆପଣ ଥରେ ସେହି ବ୍ୟକ୍ତି ଙ୍କ ସହ ମନ ଖୋଲି କଥା ହୋଇ ଯାଅନ୍ତୁ । ବୋଧ ହୁଏ ଆପଣ ଙ୍କର ସମ୍ପର୍କ ଟି ମଧୁର ହୋଇ ଯିବ ।

ବନ୍ଧୁଗଣ ଯଦି ଆପଣ ନମ୍ବର ଦୁଇ ଟି କୁ ଚୟନ କରିଥାନ୍ତି, ତେବେ ଜାଣି ରଖନ୍ତୁ ସେହି ବ୍ୟକ୍ତି ଜଣକ ଙ୍କର ଆପଣ ଙ୍କ ପ୍ରତି ଅନେକ ଆଶା ରହିଅଛି, ଏପରିକି ସେ ବ୍ୟକ୍ତି ଆପଣଙ୍କ ଠାରୁ କିଛି ଏପରି କଥା ଶୁଣିବାକୁ ଚାହୁଁଛନ୍ତି, ଯାହା ଆପଣ ତାଙ୍କୁ କହୁ ନାହାନ୍ତି। ଖୁବ ଭଲ ମିତ୍ରତା ରହିଛି ଆପଣ ଦୁହିଁ ଙ୍କ ମଧ୍ୟରେ । ତେଣୁ ଯଦି ଆପଣ ଶୀଘ୍ର ହିଁ ସେ ଚାହୁଁଥିବା କାର୍ଯ୍ୟ ଟି କୁ କରି ତାଙ୍କୁ ଖୁସି କରି ଦିଅନ୍ତୁ ।

ଯଦି ଆପଣ ମାନେ ନମ୍ବର 3 କୁ ବାଚିଛନ୍ତି, ତେବେ ପ୍ରଥମେ ଜାଣି ରକହନ୍ତୁୟ ସେହି ବ୍ୟକ୍ତି ଙ୍କ ପାଇଁ ଆପଣ ଏକ ବହୁତ ହିଁ ପ୍ରଭାବଶାଳୀ ବ୍ୟକ୍ତି ଅଟନ୍ତି । ତନକର ବହୁତ ଇଚ୍ଛା ଆପଣଙ୍କ ସହ ବନ୍ଧୁତା କରି ରଖିବା ପାଇଁ କାରଣ ସେ କେବେଆଲ ଆପଣ ଙ୍କ ସହ ମିତ୍ରତା ସ୍ଥାପନା କରିବା ପାଇଁ ନିଜର ଅନେକ ବହୁ ମୂଲ୍ଯବାନ ସମୟ କୁ ନଷ୍ଟ କରି ଦେଇଛନ୍ତି ।

କାରଣ ତାଙ୍କ ପାଇଁ ଆପଣ ଏକ ଏଭଳି ବ୍ୟକ୍ତି ଅଟନ୍ତି କି ଯେ କେହି ମଧ୍ୟ ଆପଣଙ୍କ ସହ ରହିବ ସେ ବ୍ୟକ୍ତି ଅତ୍ୟନ୍ତ ସୁଖୀ ହୋଇଥିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଅଜିଦ ଆଜିର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button