ମାନନ୍ତୁ କି ନାହି କିନ୍ତୁ ଭଗବାନ ଶନିଦେବ ଏହି ରାଶି ମାନଙ୍କ ଉପରେ ରଖିବେ କୃପା ଦୃଷ୍ଟି ଯାହା ପାଇଁ ଏହି 8 ରାଶି ହେବେ କୋଟିପତି

ନମସ୍କାର ବନ୍ଧୁଗଣ ତେବେ ଦୀର୍ଘ ବର୍ଷ ପରେ ଏପରି ଏକ ରାଜଯୋଗ ହୋଇଛି ଯେଉଁଥିରେ ଶନି ଏବଂ ବୃହସ୍ପତି ଏକାଠି ଆସିଛନ୍ତି । ଏହା ଯୋଗୁଁ କେବଳ ୮ଟି ରାଶିର ବ୍ୟକ୍ତି ଭାଗ୍ୟଶାଳୀ ହୋଇପାରିବେ । ଏହି ରାଜଯୋଗ କାରଣରୁ ଏହି ରାଶିର ବ୍ୟକ୍ତିଙ୍କୁ ପ୍ରଚୁର ମାତ୍ରାରେ ଧନ ମିଳିବ । ତେବେ ଶନିଦେଵଙ୍କୁ ନ୍ୟାୟର ଦେବତା ମଧ୍ୟ କୁହାଯାଏ । ଶନିଦେବଙ୍କ ନାମ ନେବାମାତ୍ରେ ମନରେ ଭୟର ଭାବ ଉତ୍ପର୍ଣ୍ଣ ହୋଇଥାଏ । କୁହାଯାଏ ଯଦି ଶନିଙ୍କ ଛାଇଯଦି ଆମ ଉପରେ ପଡ଼ିଯାଏ ତାହାଲେ ସବୁକିଛି ନାରଖାର ହେଇଯାଏ ।
ଏହି ବିଷୟରେ ଜ୍ୟୋତିଷମାନଙ୍କ ଅନୁସାରେ ଶନି ଏକ ନ୍ୟାୟ ପ୍ରିୟ ଗ୍ରହ,ଆପଣ ନିଜ କର୍ମ ଅନୁସାରେ ଜାଣିପାରିବେ ଶନିଙ୍କ ଆପଣଙ୍କ ଉପରେ କେମିତି ଦୃଷ୍ଟି ଅଛି । ଶନିଦେବ ହିଁ ପ୍ରକୃତିର ବ୍ୟବସ୍ତାକୁ ସମ୍ଭାଳନ୍ତି । ଯଦି ଆପଣ ଅତ୍ୟାଚାର,ଅନାଚର,ପାପ କରିଛନ୍ତି ତାହଲେ ଆପଣଙ୍କୁ ନିଚିନ୍ତ ଦଣ୍ଡ ମିଳିବ । ଯଦି ଆପଣ ଏହାକୁ ଭୁଲ କୁହନ୍ତି ତାହାଲେ ଶନିଦେଵଙ୍କ କି ଦୋଷ?ଶନିଦେଵ କେବେ କାହାର ଖରାପ କରନ୍ତି ନାହିଁ ।
ତାଙ୍କ ଦୃଷ୍ଟି ଏତେ ତୀକ୍ଷ୍ଣ ତାଙ୍କ ଦୃଷ୍ଟି ସହ ଆମେ ଦୃଷ୍ଟି ମିଳେଇ ପାରିବ ନାହିଁ । ଯଦି ଆମେ ଠିକ ବାଟରେ ଚାଲିବା ତାହାଲେ ଶନି ସବୁବେଳେ କୃପାଦୃଷ୍ଟି ରଖିବେ । କୁହାଯାଏ ସୂର୍ଯ୍ୟପୁତ୍ର ଶନି,ଯାହାର କୁଦୃଷ୍ଟି କାହାକୁ ବି ବର୍ବାଦ କରିପାରେ । ଯଦି ଶନିଙ୍କ ସୁଦୃଷ୍ଟି ଥରେ କାହା ଉପରେ ପଡ଼ିଯାଏ ତାହେଲେ ସବୁ କାମ ସୁଚାର ରୂପେ ପାଳନ ହେଇଥାଏ,ସେହି ପରିବାର ତଥା ଘରେ କେବେ ଦରିଦ୍ରତା ଆସିନଥାଏ ।
ଶନିଦେଵ ସୂର୍ଯ୍ୟଙ୍କ ଠାରୁ ବହୁତ ଦୂରରେ ଅଛନ୍ତି,ତେଣୁ ଶନିଦେଵଙ୍କୁ ପ୍ରକାଶହୀନ କୁହାଯାଏ । ପ୍ରକାଶହୀନ ହେଇଥିବାରୁ ଶନିଦେବଙ୍କୁ କତେ ଜଣ କ୍ରୋଧି,ନିର୍ଦୟ,ଭାବହୀନ ଏବଂ ଉତ୍ସାହହୀନ ମଧ୍ୟ କହିଥାନ୍ତି । ସେମାନେ ଏହି କଥା ଜାଣିନାହାନ୍ତି ଯଦି ଶନି କାହା ଉପରେ ପ୍ରସନ୍ନ ହେଇଥାନ୍ତି ତାହେଲେ ତାକୁ ବୈଭବ,ଧନରେ ଭରିଦିଅନ୍ତି ।
ତେବେ ଏହା ସହ ଶନିଙ୍କ ସହ ଗୁରୁ ମଧ୍ୟ ଅଛନ୍ତି ତେଣୁ ଏହି ରାଶି ମାନେ ଆହୁରି ଭାଗ୍ୟଶାଳୀ ହୋଇ ଯାଇଛନ୍ତି । ତେବେ ଯେଉଁ ରାଶି ମାନଙ୍କ ଭାଗ୍ୟ ରେ ପରିବର୍ତ୍ତନ ହେବାକୁ ଯାଉଛି, ସେହି ରାଶି ଅନ୍ତର୍ଗତ ଥିବା ବ୍ୟକ୍ତି ଙ୍କ ଜୀବନ ରେ ଧନର ବର୍ଷା ହେବାକୁ ଯାଉଛି । ସେହି ରାଶି ମାନଙ୍କ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି ଏବଂ ଏହା ସହିତ ନୂତନ କାର୍ଯ୍ୟ ମଧ୍ୟ ଏମାନେ ଆରମ୍ଭ କରିବେ ଓ ସେଥିରେ ସଫଳତା ମଧ୍ୟ ଲାଭ କରିବେ । ଯେଉଁ ବ୍ୟକ୍ତି ମାନେ ଚାକିରୀ କରିଛନ୍ତି ସେମାନେ ପଦୋନ୍ନତି ହାସଲ କରିବେ ଏବଂ ବ୍ୟବସାୟ କରୁଥିବା ବ୍ୟକ୍ତି ମାନଙ୍କୁ ବ୍ୟବସାୟ ରେ ବହୁତ ଲାଭ ପ୍ରାପ୍ତ ହେବାକୁ ଯାଉଛି ।
ଏହି ରାଶି ଥିବା ବ୍ୟକ୍ତି ମାନଙ୍କ ଜୀବନ ରେ ଧନ ହାସଲ କରିବା ନିମନ୍ତେ ବିଭିନ୍ନ ପ୍ରକାର ସୁଯୋଗ ପ୍ରାପ୍ତ ହେବ ଏବଂ ଏଥିନିମନ୍ତେ ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ପରିବାର ଓ ମିତ୍ରଙ୍କ ସହଯୋଗ ମଧ୍ୟ ମିଳିବ । ଏହି ରାଶି ଥିବା ବ୍ୟକ୍ତି ମାନଙ୍କ ଜୀବନ ରେ ଆସନ୍ତା ସମୟରେ କୌଣସି ବାଧା ବିଘ୍ନ ସୃଷ୍ଟି ହେବ ନାହିଁ ଏବଂ ଏହି ରାଶିର ବ୍ୟକ୍ତି ମାନେ ମାତାଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ଯୋଗୁଁ ପ୍ରଚୁର ଧନ ଲାଭ କରିବେ । ତେବେ ଏହି ରାଶି ଗୁଡିକ ହେଉଛି ମେଷ ରାଶି,ମିଥୁନ ରାଶି,ସିଂହ ରାଶି,ତୁଳା ରାଶି,ବିଛା ରାଶି,ଧନୁ ରାଶି,ମକର ରାଶି,କୁମ୍ଭ ରାଶି ।