ସ୍ୱାସ୍ଥ୍ୟ

ରୁଣାରୁ ପୁରୁଣା ଆଣ୍ଠୁ ଗଣ୍ଠି ବିନ୍ଧାକୁ ଦୂର କରିବାର ସହଜ ଘରୋଇ ଉପାୟ ଜାଣନ୍ତୁ

ତେବେ ବନ୍ଧୁଗଣ ଆପଣ ମାନେ ବବେଶ ଭଲ ଭାବରେ ଜାଣିଥିବେ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ରୋଗ ମାନ ଦେଖା ଯାଇଥାଏ | ତେବେ ବିଶେଷ କରିକି ବୟସ ବଢିବା ସହିତ ଆଣ୍ଠୁ, ଗଣ୍ଠି ଜନିତ ସମସ୍ୟା ମଧ୍ୟ ବଢିବାକୁ ଲାଗିଥାଏ | ତେବେ ବୟସ ବଢିବା ଯୋଗୁ ଆମ ଶରୀରରେ ଥିବା ଜୋଏଣ୍ଟ ଜାଗା ମାନଙ୍କରେ ଗିରିଶ କମିବାକୁ ଲାଗିଥାଏ ଓ ଯାହା ଫଳରେ ଆମର ଜୋଏଣ୍ଟ ଜାଗା ରେ ଥିବା ଦୁଇଟି ସିର ମଧ୍ୟରେ ଘର୍ଷଣ ହୋଇଥାଏ ଯାହା ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା ର କାରଣ ହୋଇଥାଏ ବୋଲି କୁହାଯାଇଥାଏ | ତାହେଲେ ଯଦି ଆପଣ ଙ୍କ ଶରୀରରେ ସେହି ଭଳି କିଛି ସମସ୍ୟା ଦେଖା ଯାଇଥାଏ ତାହେଲେ ସେଥିରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର ଓ କେଉଁ ସବୁ ଖାଦ୍ୟ ରେ ଏହି ରୋଗ ଭଲ ହେବ ଆସନ୍ତୁ ଜାଣିବା |


କୁହାଯାଉଛି କି ବିଶେଷ କରିକ ଆମର ଜୋଏଣ୍ଟ ଜାଗାରେ ଗିରିଶ କମିବାର ଗୋଟିଏ କାରଣ ହେଉଛି ବୟସ ଓ ଆଉ ଗୋଟିଏ କାରଣ ହେଉଛି ଅଷ୍ଟୀଓ ଅର୍ଥେଟିକ୍ସ, ଯେଉଁ ବ୍ୟକି ମାନେ ଅଧିକ ଚଲା ବୁଲା କରନ୍ତି ନାହିଁ, ତାହା ବ୍ୟତୀତ ହେଉ ମାନେ ନିଜର ଜୋଏଣ୍ଟ ଉପରେ ଅଧିକ ପ୍ରେସର ପକାନ୍ତି, ଅଧିକ ଖଟା ଖାଉଥିବା ଲୋକଙ୍କ ପାଖରେ ମଧ୍ୟ ଏହିଭଳି ସମସ୍ୟା ମାନ ଦେଖିବାକୁ ମିଳିଥାଏ | ତାହେଲେ ଆସନ୍ତୁ ଏହି ସମସ୍ୟା ରୁ ମୁକ୍ତି ପାଇବାର ଘରେଇ ଉପଚାର କରିବା |

ଆବଶ୍ୟକୀୟ ଉପକରଣ :-ହରସିଙ୍ଗାର ପତ୍ର, ଅଦା ଶୁଣ୍ଠି

ପ୍ରସ୍ତୁତି ପ୍ରଣାଳୀ :-ଏହି ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣ ଙ୍କୁ ପ୍ରଥମେ ଆବଶ୍ୟକ ପଡିବ ହରସିଙ୍ଗାର ବା ସିଙ୍ଗରାହର ପତ୍ର କି ନେଇ ତାହାକୁ ଭଲ ଭାବରେ ଧୋଇଦେବେ ଓ ତାହା ପରେ ସେହି ପତ୍ର କି ଛେଞ୍ଚି ଦେବେ | ତାହା ପରେ ଏକ କଢେଇ ରେ ଗୋଟିଏ ଗ୍ଲାସ ପାଣି ନେଇ ତାହାକୁ ଫୁଟାଇବେ ଓ ସେଥିରେ ଏହି ପତ୍ର ର ରସ କୁ ମିଶାଇବେ ଓ ତାହା ପରେ ସେଥିରେ ଶୁଣ୍ଠି ପକେଇବା ଆଉ ତାହା ନ ହେଲେ ଅଦା ଟିକିଏ ପକାଇବେ | ତାହା ପରେ ସବୁ କୁ ମିକ୍ସ କରିକି 5 ମିନିଟ ଫୁଟାଇବେ ଓ ତାହା ପରେ ଗୋଟିଏ କପ କୁ ଛାଣି ଆଣିବେ|

ବ୍ୟବହାର :-

ଏହି ଘରେଇ ଉପଚାର କୁ ଆପଣ ମାନେ ଯେକୌଣସି ସମୟରେ ସେବନ କରି ପାରିବେ ଓ ତାହା ବ୍ୟତୀତ କୁହାଯାଉଛି କି ଏହି ରସ ବ୍ୟତୀତ ଆକୃଟ, ପଇଡ଼ ପାଣି ର ସେବନ କରିବା ସହିତ ଆପଣଙ୍କୁ ଆବଶ୍ୟକ ପଡିବ ତାହା ହେଉଛି କ୍ଷୀର | ଏହା ବ୍ୟତୀତ କ୍ୟାଲସିୟମ, ଭିଟାମିନ D ଓ ଏହା ବ୍ୟତୀତ ଆମକୁ ପ୍ରତେକ ଦିନ 5-10 ମିନିଟ ସୂର୍ଯ୍ୟାଲୋକ ରେ ମଧ୍ୟ ଛିଡା ହେବା ଆବଶ୍ୟକ | ତେବେ ଏହା ଥିଲା ଆଣ୍ଠୁ, ଗଣ୍ଠି ଓ ଜୋଏଣ୍ଟ ପେନ ଭଳି ସମସ୍ୟା ଥିଲେ ସେଥିରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର |

Related Articles

Leave a Reply

Your email address will not be published. Required fields are marked *

Back to top button