ଜୀବନଶୈଳୀ

ଯଦି ଆପଣଙ୍କ ପତ୍ନୀ ଆପଣଙ୍କଠାରୁ ଖୁସି ରାହୁନାହାନ୍ତି ତେବେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ସ୍ଵାମୀ ସ୍ତ୍ରୀର ସମ୍ପର୍କ ସାତ ଜନ୍ମ ପାଇଁ ହୋଇଥାଏ । କିନ୍ତୁ ଏବେ ତ ସାତ ଦିନ ରହିବା କାଠିକର ପାଠ ହୋଇଗଲାଣି । ଏହିସବୁ ଘଟଣା ଘଟିବାର ଅନେକ କାରଣ ରହିଛି । ସେଥି ମଧ୍ୟରୁ ମୁଖ୍ୟ କାରଣ ହୋଇଥାଏ କି ସ୍ତ୍ରୀ ନିଜ ସ୍ଵାମୀ ସହ ସନ୍ତୁଷ୍ଟ ନଥାଏ । ଚାହୁଁଥିବା ଖୁସି ପାଇନଥାଏ । ତେଣୁ ଅଲଗା ହେବାର ନିଷ୍ପତ୍ତି ନେଇଥାଏ । ତେବେ ଏଭଳି ନ ହେବା ପାଇଁ ପୁରୁଷ ମାନେ କରନ୍ତୁ ଏହି ସହଜ ଉପାୟ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ସମ୍ପର୍କରେ ।

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାୟୀ କୌଣସି ସମ୍ପର୍କ ପାଇଁ ସର୍ବ ପ୍ରଥମ ନିୟମ ହୋଇଥାଏ ବଫାଦାର ରହିବା ନିଜ ସାଥିଙ୍କ ସାମ୍ନାରେ ବିଶ୍ଵସନୀୟ ହେବା । ଆପଣ ନିଜ ସ୍ତ୍ରୀର ଭଲ ପାଇବାକୁ ନିଜର କରିବାକୁ ଚାହୁଁଥିଲେ ଆପଣ କେବଳ ତାଙ୍କୁ ହିଁ ଭଲ ପାଇବା ଦରକାର । ଅନ୍ୟ ନାରୀ ପ୍ରତି କେବେ ମଧ୍ୟ ନିଜର ଦୁର୍ବଳତା ଆଣିବା ଉଚିତ ହୋଇନଥାଏ । ଏହି କାର୍ଯ୍ୟ କରୁଥିବା ପୁରୁଷ ମାନଙ୍କୁ ମହିଳା ମାନେ ଘୃଣା ଭାବନରେ ଦେଖିଥାନ୍ତି ।

କେବେ ମଧ୍ୟ ତାଙ୍କ ପାଖରେ ରହିବାକୁ ଚାହିଁନଥାନ୍ତି । ତେଣୁ ପର ସ୍ତ୍ରୀ ପ୍ରତି ଲୋଭ ରଖିବା ଅନୁଚିତ । ଚରିତ୍ରବାନ ସ୍ତ୍ରୀର ଆଶା ରଖୁଥିଲେ ପ୍ରଥମେ ପୁରୁଷକୁ ଚରିତ୍ରବାନ ହେବା ଜରୁରୀ ହୋଇଥାଏ । ସବୁ ସ୍ତ୍ରୀ ପୁରୁଷର ରୋଜଗାର ଏବଂ ଖର୍ଚ ଉପରେ ନଜର ରଖିଥାନ୍ତି । ଅଯଥା ଖର୍ଚ କରି ପଇସାକୁ ପାଣି ଭଳି ବୁହାଉ ଥିବା ପୁରୁଷକୁ ସ୍ତ୍ରୀ ତ୍ୟାଗ କରିଥାଏ । କାରଣ ତାଙ୍କୁ ଜଣାଥାଏ ଏଭଳି ପୁରୁଷ କେବେ ମଧ୍ୟ ସଂସାରର ଦୁଃଖ ସୁଖ ବୁଝିବେ ନାହିଁ । ତେଣୁ ଏହିଭଳି ଅଭ୍ୟାସକୁ ପୁରୁଷ ମାନଙ୍କୁ ବଦଳାଇବା ଦରକାର ।

ବୈବାହିକ ଜୀବନକୁ ଶାନ୍ତିରେ ରଖିବା ପାଇଁ ଏବଂ ଏକ ମଜବୁତ ସମ୍ପର୍କର ଡୋରୀରେ ବାନ୍ଧି ରଖିବା ପାଇଁ ଶାରୀରିକ ସୁଖର ଶାନ୍ତି ମିଳିବା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ । ତେଣୁ ଗୋଟିଏ ସ୍ଵାମୀକୁ ସମ୍ବନ୍ଧ ରଖିବା ସମୟରେ ନିଜ ସ୍ତ୍ରୀକୁ ସମ୍ପୂର୍ଣ ସୁଖ ଏବଂ ଶାନ୍ତି ଦେବା ଦରକାର । ଯଦି ସ୍ତ୍ରୀକୁ ନିଜ ସ୍ଵାମୀ ଠାରୁ ଦେହ ସୁଖର ସନ୍ତୁଷ୍ଟତା ନ ମିଳେ ତେବେ ସେ ପର ପୁରୁଷଙ୍କ ସମ୍ପର୍କରେ ଆସିବା ପାଇଁ ଲାଗନ୍ତି । ତେଣୁ ସମ୍ପର୍କ ଭାଙ୍ଗିବାର ଏକ ବଡ କାରଣ ହୋଇଥାଏ ଶାରୀରିକ ସୁଖ ନ ମିଳିବା ।

ଦୁନିଆରେ ସବୁ ସ୍ତ୍ରୀଙ୍କର ଇଚ୍ଛା ଥାଏ ତାଙ୍କ ସ୍ଵାମୀ ତାଙ୍କ ପାଇଁ ଜଣେ ସୁରକ୍ଷାକାରୀ ହେଉ ବୋଲି । ତେଣୁ ଯେଉଁ ପୁରୁଷ ଡରୁଆ ସ୍ଵାଭାବର ହୋଇଥାନ୍ତି ହୋଇଥାନ୍ତି ସେଭଳି ପୁରୁଷଙ୍କୁ ସ୍ତ୍ରୀ ମାନେ କେବେ ମଧ୍ୟ ପସନ୍ଦ କରନ୍ତି ନାହିଁ କି ତାଙ୍କ ସହ ରହିବା ପାଇଁ ମଧ୍ୟ ଚାହିଁନଥାନ୍ତି । ଭଲ ବ୍ୟବହାର ଏବଂ ସଂସ୍କାରୀ ପୁରୁଷ ହେବା ଦରକାର । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button