ଧଳା ଚୁଟି ମୁଳରୁ କଳା ମାତ୍ର ୫ ଦିନରେ
ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ କି ବାଳ ଜନିତ ଯଦି କୋୖଣସି ଆପଣଙ୍କର ସମସ୍ୟା ଦେଖା ଦେଇଥାଏ , ତାହେଲେ ଆପଣ ମାନେ ଟିକେ ଚିନ୍ତିତ ହୋଇଯାଇଥାନ୍ତି | ଆଉ ସମସ୍ତଙ୍କର ଆଶା ଥାଏ କି ସେମାନଙ୍କର ବାଳ ସବୁବେଳେ କଳା ଦେଖା ଯାଉ ଯାହା ଫଳରେ ବ୍ୟକ୍ତିର ବୟସ କମ ଜଣା ପଡିବା ସହିତ ବୁଢ଼ା ବୟସରେ ମଧ୍ୟ ଯୁବକ ଭଳି ଆମକୁ ଅନୁଭବ ହୋଇଥାଏ | ଆଉ ଆପଣ ମାନେ ସବୁ ବେଳେ ଚାହିଁଥାନ୍ତି କି ସବୁବେଳେ ଆପଣ ୟଙ୍ଗ ଦେଖା ଯିବା ପାଇଁ, ଵାଳ ଯଦି ଧଳା ହୋଇଯାଏ ତାହେଲେ ଆପଣଙ୍କୁ କୁଆଡେ ବି ଯିବାକୁ ଭଲ ଲାଗି ନଥାଏ ଏହି ଧଳା ବାଳ କୁ ନେଇକି |
ଆହୁରି ମଧ୍ୟ ଆମେ ମାନେ ଏହି କେଶ ର ଧଳା ପଣରୁ ମୁକ୍ତି ପାଇବା ପାଇଁ ଓ ଚୁଟି କୁ ସବୁବେଳେ କଳା ରଖିବା ପାଇଁ ମାର୍କେଟ ରେ ଉପଲବ୍ଧ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର କରିଥାଉ | ଯାହା ଆମ ଚୁଟି କୁ ଖରାପ କରିଦେଇଥାଏ |ତେବେ ଆପଣ ମାନେ ମଧ୍ୟ ଯଦି ଚାହୁଁଛନ୍ତି କି ଆପଣଙ୍କ ବାଳ ସବୁବେଳେ କଳା ଦେଖା ଯାଉ, ତାହେଲେ ମୁଁ ଆଜି ଆପଣ ମାନଙ୍କୁ କିଛି ଘରେଇ ଉପାୟ ବତାଇବି, ଯାହାକୁ ଅନୁସରଣ କରିକି ଆପଣ ମାନେ କେଶ ଜନିତ ସମସ୍ୟାକୁ ସବୁ ଦିନ ପାଇଁ ଦୂର କରିପାରିବେ | ତାହେଲେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ କଣ |
ଆବଶ୍ୟକ ଉପକରଣ :-
ନଡ଼ିଆ ତେଲ, କଫି ପାଉଡର ଓ ଚାହା ପତି
ପ୍ରସ୍ତୁତି ପ୍ରଣାଳୀ :-
ପ୍ରଥମେ ଆମେ କିଛି ଚାହା ପତି ନେବା ଆଉ ତାକୁ ଗୋଟିଏ କଢେଇ ରେ ଲୋ ଫ୍ରେମ କରିକି ଭାଜିବା , ଆମେ ଜାଣିଛୁ କି ଚାହା ପତିରେ ଏପରି ଗୋଟିଏ ଗୁଣ ରହିଛି ଯାହା ଆମ ଚୁଟି ପାଇଁ ବହୁତ ଭୋଳ କାମ ଦେଇଥାଏ ଓ ତାହା ଆମ ଚୁଟି କୁ କଳା ରଖିବା ସହିତ, ଚୁଟିକୁ ଷ୍ଟ୍ରଙ୍ଗ ମଧ୍ୟ ବଣାଇଥାଏ |ତେବେ ପ୍ରଥମେ ସେହି ଚାହା ପତି ଟି ବ୍ରାଉନ କଲର ହେବା ପରେ ତାହାକୁ କାଢି ଆଣି ଗ୍ରାଇଣ୍ଡୋର ରେ ପେଷ୍ଟ କରିଦେବା |
ତାହା ପରେ ସେଥିରେ ଆମେ ମିଶାଇବା କଫି ପାଉଡର , କାରଣ ଆମେ ଜାଣିଛୁ କି କଫି ପାଉଡର ରେ ଏପରି ଗୋଟିଏ ଗୁଣ ରହିଛି ଯାହା ଆମ ସ୍କିନ ଆଉ ଦେହରେ ଗ୍ଲୋ ଆଣିବାରେ ସାହାଯ୍ୟ କରିଥାଏ | ତାହାପରେ ସେଥିରେ ମିଶାଇବା ନଡ଼ିଆ ତେଲ, ତେବେ ନଡ଼ିଆ ତେଲ କୁ ଆମେ ବହୁତ ପୁରାତନ କାଳରୁ ଚୁଟି ପାଇଁ ବ୍ୟବହାର କରି ଆସିଛୁ, କାରଣ ନଡ଼ିଆ ତେଲ ଆମ ଚୁଟିକୁ କଳା ଆଉ ଷ୍ଟ୍ରଙ୍ଗ କରେ | ତେବେ ଏହି ତିନୋଟି ଜିନିଷ ନେଇକି ଆମେ ମିଶ୍ରଣ ପ୍ରସ୍ତୁତ କରିବା ପ୍ରଥମେ |
ବ୍ୟବହାର :-
ଏହି ପ୍ରସ୍ତୁତ ପେଷ୍ଟ କୁ ଆମେ ମୁଣ୍ଡକୁ ଧୋଇବାର ଦୁଇ ଘଣ୍ଟା ଆଗରୁ ଲଗାଇବା ଓ ଦୁଇ ଘଣ୍ଟା ପରେ ଭଲ ଭାବରେ ସାଧାରଣ ପାଣି ଵା ସେମ୍ପୁ ରେ ଧୋଇଦେବା |
ଏହି ପରି ଭାବରେ ପ୍ରସ୍ତୁତ ପେଷ୍ଟ କୁ ବ୍ୟବହାର କରି ଆମେ ଆମର କେଶ ଧଳା ହେବା ଭଳି ସମସ୍ୟା ରୁ ମୁକ୍ତି ପାଇଁ ପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।