ଭଗବାନଙ୍କ ନାମ ନେଇ ବାଛନ୍ତୁ କୌଣସି ଗୋଟିଏ ନମ୍ବର, ଦେଖିବା ଭଗବାନ ଆପଣଙ୍କ ଇଚ୍ଛା ପୂରଣ କରିବେ ନା ନାହିଁ ( Personality Test )

ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ କାହାର ବା ଇଛା ନ ଥାଏ । ଆମ ସମସ୍ତେ ଇଛା କରିଥାଉ କି ଆମ ଭବିଷ୍ୟତ କିପରି ହେବ। ଆମ ଜୀବନରେ ସୁଖ, ଦୁଃଖ, ସଫଳତା, ଅସଫଳତା ଆଦି ଲାଗି ରହିଥାଏ । କିନ୍ତୁ ପ୍ରତେକ ମଣିଷ ଇଛା କରିଥାଏ କି ସେ ଏକ ଭଲ ଜୀବନଶୈଳୀ ବ୍ୟତୀତ କରିବ । ଧନୀ ହେବାକୁ ପ୍ରତେକ ମଣିଷ ର ଇଛା ରହିଥାଏ । ତେବେ ଅନେକ ଲୋକ ଏହା ଜାଣିବାକୁ ଇଛା କରିଥାନ୍ତି କି ଭବିଷ୍ୟତରେ ସେମାନେ ଧନୀ ହୋଇପାରିବେ ନା ନାହିଁ ।
ତେବେ ଆମ ଜୀବନରେ ଆମର ପ୍ରତେକ କାର୍ଯ୍ୟ ନିଜର ଚୟନ ଦ୍ୱାରା କରା ଯାଇଥାଏ । ତେବେ ଏହି ଚୟନ ପ୍ରକ୍ରିୟାରେ ଆଜି ଆମେ ଜାଣିବା କି ଆପଣ ଭବିଷ୍ୟତରେ ଧନୀ ହୋଇପାରିବେ ନା ନାହିଁ ଓ କେଉଁ କାର୍ଯ୍ୟ କଲେ ଆପଣଙ୍କୁ ଭଲ ସଫଳତା ମିଳିବ। ତେବେ ଆପଣଙ୍କୁ ଆମେ ତିନୋଟି ସଂଖ୍ୟା ଦେବୁ ତନ୍ମଧ୍ୟରୁ ଆପଣ କୌଣସି ଗୋଟିଏ ସଂଖ୍ୟା କୁ ଚୟନ କରିବେ । ଏହାପରେ ଆମେ କହିବୁ ଯେ ଆପଣଙ୍କର ଭବିଷ୍ୟତରେ ଧନୀ ହେବାର ଯୋଗ ଅଛି ନା ନାହିଁ । ତେବେ ଏହି ତିନୋଟି ସଂଖ୍ୟା ହେଉଛି ୩, ୫, ୭ ।
ଯଦି ଆପଣ ୩ ସଂଖ୍ୟା ଚୟନ କରିଛନ୍ତି ବା ଏହାର ରଙ୍ଗ ଆପଣଙ୍କୁ ଆକର୍ଷଣ କରିଛି ତେବେ ଏହାର ଅର୍ଥ ଆପଣ ପ୍ରକୃତି ଦିଗକୁ ଆକର୍ଷିତ ହେଉଛନ୍ତି । ତେଣୁ ଆପଣଙ୍କୁ ଏପରି କିଛି କାର୍ଯ୍ୟ କରିବା ଉଚିତ ଯାହା ପ୍ରକୃତି ସହ ଜଡିତ ହୋଇଥିବ । ଯେପରି ଆପଣ ଫଟୋଗ୍ରାଫି ଭଳି ପେସାକୁ ଆପେଣଇ ପାରିବେ । ତେବେ ଆପଣଙ୍କ ଭବିଷ୍ୟତରେ ଆପଣଙ୍କୁ ଧନ ଲାଭ ହେବ ।
ଏହା ସହିତ ସମାଜ ରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ । ଯେଉଁ ବ୍ୟକ୍ତି ମାନେ ଦ୍ଵିତୀୟ ସଂଖ୍ୟା ବା ୫ କୁ ଚୟନ କରିଛନ୍ତି ସେମାନଙ୍କର ଭବିଷ୍ୟତ କିପରି ହେବ ଆସନ୍ତୁ ଜାଣିବା । ଯଦି ଆପଣ ୫ କୁ ଚୟନ କରିଛନ୍ତି ତେବେ ଆପଣଙ୍କ ପାଇଁ ଏହି ସମୟ ଅଧିକ ମୂଲ୍ୟବାନ ଅଟେ । ଆପଣ ନିଜର ବିଷୟରେ ଚିନ୍ତା ନ କରି ବର୍ତ୍ତମାନ ନିଜର ପରିବାରର ସମ୍ପର୍କରେ ଚିନ୍ତା କରନ୍ତୁ ।
ନିଜର କାର୍ଯ୍ୟ ରେ ଧ୍ୟାନ ଦିଅନ୍ତୁ। ଅନ୍ୟ କୌଣସି କାର୍ଯ୍ୟ ରେ ମନୋନିବେଶ କରନ୍ତୁ ନାହିଁ । ଆପଣଙ୍କୁ କୌଣସି ବଡ଼ କାର୍ଯ୍ୟ ମିଳିପାରେ । ଯେଉଁଥିରେ ଆପଣଙ୍କୁ ଭଲ ଆର୍ଥିକ ଲାଭ ର ମଧ୍ୟ ଯୋଗ ଅଛି । ତେବେ ଯେଉଁ ବ୍ୟକ୍ତି ମାନେ ତୃତୀୟ ସଂଖ୍ୟା ବା ୭ ନମ୍ବର ଚୟନ କରିଛନ୍ତି ତେବେ ସେହି ବ୍ୟକ୍ତିଙ୍କ ପାଖରୁ ଏହା ଜାଣିବା ପାଇଁ ଚାହୁଁଛୁ କି ଆପଣ କଣ ଅବି ଯେଉଁ ଭଳି ଜୀବନ ଅତିବାହିତ କରୁଛନ୍ତି ଭବିଷ୍ୟତ ରେ ସେହି ଜୀବନ ବ୍ୟତୀତ କରିବାକୁ ପସନ୍ଦ କରିବେ କି ? ଯଦି ନାହିଁ ତେବେ ଆପଣ ଏବେ ଠାରୁ ହି ନିଜର କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ । ଭବିଷ୍ୟତରେ ଆପଣ ନିଶ୍ଚୟ ଧନବାନ ହେବେ।