ସ୍ୱାସ୍ଥ୍ୟ

ମାତ୍ର 7 ଦିନରେ ପେଟର ଚର୍ବି ଘିଅ ପରି ତରଳି ଯିବ କରନ୍ତୁ ଏହି ଘରୋଇ ଉପଚାର- Weight Loss Tips

ନମସ୍କାର ବନ୍ଧୁଗଣ ତେବେ ଆମେ ଆଜି କାଲି ସ୍ଲିମ ଏବଂ ଜିରୋ ଫିଗର ରଖିବାକୁ ଚାହୁଁଛୁ । ଏବଂ ସର୍ଵଦା ଫିଟ ହେବାକୁ ମଧ୍ୟ ଚାହିଁ ଥାଉ । କିନ୍ତୁ ଏହା ଆମ ଦ୍ୱାରା ହୋଇ ପାରେ ନାହିଁ କାରଣ ଆମେ ନିଜ ଖାଇବା ଏବଂ ନିଜ ଜୀଵନ ରେ କୌଣସି ପରିବର୍ତ୍ତନ ଆଣି ନଥାଉ । ଆମେ ଯୋଗ ବ୍ୟାୟାମ କରି ନ ଥାଉ । ଠିକ ପରିମାଣ ର ଜଳ ମଧ୍ୟ ପିଇ ନଥାଉ । ଏବଂ ସର୍ଵଦା ବାହାର ର ତେଲ ମସଲା ଜାତୀୟ ଖାଦ୍ୟ ଖାଇ ଥାଉ ।

ଏବଂ ସେଥିରେ ଥିବା ଅଶୁଦ୍ଧ ଏବଂ କ୍ୟାଲେରି ଆମ ଶରୀର ରେ ଚର୍ବି କୁ ବଢ଼ାଇ ଥାଏ । ଏବଂ ଅଶୁଦ୍ଧତା ଯୋଗୁ ଆମ ଚେହେରା ରେ ବ୍ରଣ ଏବଂ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେବେ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ରୋଗ ମଧ୍ୟ ହୋଇ ପାରେ । ତେବେ ସେଥିପାଇଁ ଆଜି ଆମେ ଏହାର ଏକ ସାଧାରଣ ଏବଂ ଘରୋଇ ଉପଚାର ବିଷୟରେ ଆଲୋଚନା କରିବୁ ।

ତେବେ ଚାଲନ୍ତୁ ଜାଣିନେବା ସେହି ଉପାୟ ଟି କଣ ଏବଂ ତାହା ଆମକୁ କିପରି ସାହାର୍ଯ୍ୟ କରି ପାରିବା । ଏହି ଉପଚାର ଟି ଆପଣ ଘରେ ଆରାମରେ ଅତି ସହଜରେ ଏବଂ କମ ଖର୍ଚ୍ଚରେ ପ୍ରସ୍ତୁତ କରି ପାରିବେ । ତେବେ ଆସନ୍ତୁ ସେହି ଉପଚାର ପ୍ରସ୍ତୁତ କିପରି କରିବା ଜାଣିନେବା । ପ୍ରଥମେ ଆପଣ ଙ୍କୁ ଅଳସୀ ର ମଞ୍ଜି ଦରକାର । ତାପରେ ପାନ ମଧୁରୀ ଦରକାର ତା ସହ ଜିରା ଏବଂ ଜୁଆଣି ଏହି ଚାରଟି ଜିନିଷ ର ଆବଶ୍ୟକ ।

ଏହି ଚାରଟି ଜିନିଷ କୁ ଆପଣ ଏକଦମ ସମାନ ପରିମାଣ ରେ ନେବେ । ତାପରେ ଜୁଆଣି, ଅଳସୀ, ଏବଂ ଜିରା କୁ କିଛି ସମୟ ଭାଜିଦେବା କିନ୍ତୁ ପାନ ମଧୁରୀ କୁ ଭାଜିବା ନାହିଁ ତାକୁ ସେହି ଭଳି ଛାଡ଼ି ଦେବା ତାପରେ ତାକୁ କିଛି ସମୟ ଥଂଡା ହେବାକୁ ଦେବା ପରେଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଅର୍ଥାତ ଗ୍ରାଇଡିଂ କରିଦେବା ।

ଏହି ପାଉଡର କୁ ଆପଣ ରାତିରେ ଶୋଇବା ପୂର୍ବରୁ ଗରମ ପାଣି ସହ ଏକ ଚାମଚ ପକାଇ ସେବନ କରିବେ । ଖାଇବାର ଏକ ଘଂଟା ପରେ ଏହାକୁ ପିଇଦେବେ ଏବଂ ଏହାକୁ ପିଇବା ପରେ ଆପଣ ଙ୍କୁ କିଛି ବି ଖାଇବାର ନାହିଁ । ତେବେ ଏହାକୁ ଦିନକୁ ଦୁଇ ଥର ଖାଇବା ଉଚିତ । ଏହି ପରି ସେବନ କରିବା ଦ୍ୱାରା ଆପଣ ଙ୍କ ଶରୀର ରେ ଥିବା ଚର୍ବି କିମ୍ବା ମୋଟାପା ଆଦି ସବୁ ଦୁର ହୋଇ ଯାଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button