ବିଚାର

ବାଛନ୍ତୁ ଗୋଟିଏ ଚିତ୍ର ଏବଂ ଜାଣନ୍ତୁ ନିଜର ସ୍ଵଭାବ, ଚରିତ୍ର ଏବଂ ଗୁଣ ବିଷୟରେ କିଛି ଖାସ କଥା ( Personality Test )

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ହେଉ କି ପୁରାତନ ସମୟରେ ସମସ୍ତେ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରିଥିବେ । ତେବେ ଟାରଟ କାର୍ଡ ମୋଡ୍ ଅନୁଯାୟୀ ଆମର ଭବିଷ୍ୟତ ଆମର ନିଜ ଚେତନାରେ ଫିଡ୍ ହୁଏ । ଯେପରି ଗୀତା ଅନୁଯାୟୀ, ଆମ ସମସ୍ତଙ୍କ ମନରେ ଏକ ସଂକଳ୍ପ ଅଛି ଏବଂ ଆମେ ନିଶ୍ଚିତ ଭାବରେ ଏହାକୁ ପୂରଣ କରୁ । ସେହିଭଳି ଟାରଟ କାର୍ଡ କହୁଛି ଯେ ଆମର ଭବିଷ୍ୟତ ଆମ ଭିତରେ ସୁରକ୍ଷିତ ଆମକୁ କେବଳ ଏହାକୁ ପଢିବାକୁ ପଡିବ ।

ଏହା ଏକ ସେତୁ ଯାହା ମାଧ୍ୟମରେ ତୁମେ ତୁମର ଅବଚେତନା ସହିତ ସଂଯୋଗ କର । ଭାରତୀୟ ଦୃଷ୍ଟିକୋଣରେ ଆଧ୍ୟାତ୍ମିକତା ସହିତ ସଂଯୋଗ କରି ଏହି ଧାରା ଅଧିକ ବିଶ୍ୱାସ ଯୋଗ୍ୟ ହୋଇଯାଏ । ଏପରି ପରିସ୍ଥିତିରେ ଆମେ ସମସ୍ତେ ଏହା ମାଧ୍ୟମରେ ଆମ ଜୀବନର ରହସ୍ୟ ସମାଧାନ କରିପାରିବା ଏବଂ ଆଜି ଆମେ ଟାରଟ କାର୍ଡ ମାଧ୍ୟମରେ ଆପଣଙ୍କ ଭବିଷ୍ୟତ ଜାଣିବା ପାଇଁ ଏପରି କିଛି ସୁଯୋଗ ଆଣିଛୁ । ଏଥିପାଇଁ ଆପଣଙ୍କୁ କେବଳ ଦିଆ ଯାଇଥିବା ୩ଟି କାର୍ଡ ମଧ୍ୟରୁ ଗୋଟିଏ ବାଛିବାକୁ ହେବ । ତେବେ ଆସନ୍ତୁ ସେ ସବୁ ବିଷୟରେ ଆଲୋଚନା କରି ନେବା ।

୧- ପ୍ରଥମ କାର୍ଡ ବାଛିଛନ୍ତି ତେବେ ଆସୁଥିବା ସମୟ ଆପଣଙ୍କ ଜୀବନ ପାଇଁ ବହୁତ ଶୁଭ ରହିବ । ସମ୍ବନ୍ଧିତ କାର୍ଯ୍ୟ ପୂର୍ଣ୍ଣ ହେବ । ଏହି ବର୍ଷ ଏହି ବ୍ୟକ୍ତିଙ୍କ ଧନ ସମ୍ବନ୍ଧିତ ଅନେକ କାର୍ଯ୍ୟ ପୂର୍ଣ୍ଣ ହେବ ଓ ଆପଣଙ୍କୁ ବହୁତ ଫାଇଦା ଦେବ । ତେବେ ଯେଉଁ ବ୍ୟକ୍ତିମାନେ ଅନେକ ପରିଶ୍ରମ କରୁଛନ୍ତି ଏହି ବର୍ଷ ସେମାନଙ୍କର ପରିଶ୍ରମର ସୁଫଳ ମିଳିବ ।

କ୍ୟାରିୟରରେ ନୂଆ ସୁଯୋଗ ଆସିବ, ଆପଣଙ୍କୁ ନିଜ କ୍ୟାରିୟରରେ ସଫଳତା ମିଳିବ । ବିଜିନେସରେ ସଫଳତା ମିଳିବ । ଏହିବର୍ଷ ବିଜନେସ କରୁଥିବା ବ୍ୟକ୍ତିଙ୍କର ଆୟ ବଢିବ । ଚାକିରି କରୁଥିବା ବ୍ୟକ୍ତିଙ୍କୁ ପ୍ରମୋଶନ ମିଳିପାରେ, ଚିନ୍ତା କମ ହେବ । ଯଦି ଆପଣଙ୍କ ପରିବାରରେ ଟେନ୍ସନ ଲାଗିରହିଛି ତେବେ ତାହା କମ ହେବାର ଅଛି ।

୨- ଦ୍ଵିତୀୟ ରେ ଯେଉଁ କାର୍ଡ ବାଛିଛନ୍ତି ତେବେ ଏହି ବର୍ଷ ଶାନ୍ତିରେ କଟିବାର ଅଛି, ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦିଅନ୍ତୁ । ନହଲେ ବଡ ସମସ୍ୟା ସୃଷ୍ଟି କରିପାରେ । ଏହି ବର୍ଷ ନିଜ ନୂତନ ଘରେ ପ୍ରବେଶ କରିପାରନ୍ତି । ଆପଣଙ୍କର ଖର୍ଚ ବି ବଢିପାରେ, କିନ୍ତୁ ଟେନ୍ସନ ନେବାର ଆବଶ୍ୟକତା ନାହିଁ । ତେବେ ବହୁତ ଜଲ୍ଦି ଖୁସି ଖବର ମିଳିବ, ଆର୍ଥିକ ଅସୁବିଧା ଦୂର ହେବ । ଆର୍ଥିକ ଅସୁବିଧାରେ ଗତିକରୁଥିବା ଲୋକ ମାନଙ୍କୁ ବହୁତ ଜଲ୍ଦି ମୁକ୍ତି ମିଳିବ, ଉଚ୍ଚ ଅଧିକାରୀ ମାନେ ଆପଣଙ୍କ କାର୍ଯ୍ୟ ରେ ସନ୍ତୁଷ୍ଟ ରହିବେ ।

୩- ତୃତୀୟ କାର୍ଡ ବାଛିଛନ୍ତି ତେବେ ଆପଣମାନଙ୍କର ପର୍ସନାଲ ଲାଇଫ ବହୁତ ଭଲ ରହିବ, ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ରହିବ । ଆପଣ ନିଜ ପାର୍ଟନର ସହ ଭଲ ସମୟ ଅତିବାହିତ କରିବେ । ଜୀବନ ସାଥିଙ୍କର ପୂର୍ଣ୍ଣ ସହଯୋଗ ମିଳିପାରିବ । ମାତା ପିତାଙ୍କର ଯତ୍ନ ନିଅନ୍ତୁ । ପିତାଙ୍କ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖନ୍ତୁ । ପିତାଙ୍କର ସ୍ୱାସ୍ଥ୍ୟ ଖରାପ ରହିପାରେ ।

ମାତାଙ୍କର ଶରୀର ଭଲ ରହିବ । ତେବେ ଅଧିକାଂଶ କ୍ଷେତ୍ରରେ ସଫଳତା ପାଇବେ, ଆଖପାଖ ଲୋକଙ୍କର ପ୍ରଶଂସାର ପାତ୍ର ହେବେ । ଏହି ବର୍ଷ ଆପଣ ଟଙ୍କା ପଇସା ସାବଧାନତାର ସହ ଖର୍ଚ୍ଚ କରନ୍ତୁ କାରଣ ଖର୍ଚ୍ଚ ବଢିପାରେ । ବର୍ଷର ଶେଷ ଦୁଇମାସ ସତର୍କତା ଅବଲମ୍ବନ କରିବାର ଅଛି । ମୋଟା ମୋଟି ଭାବେ ଦେଖିବାକୁ ଗଲେ ବର୍ଷଟି ଆପଣଙ୍କ ପାଇଁ ଶୁଭ ରହିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button