ଶିକ୍ଷା

ଗୋଟେ ଝିଅ କୁ IAS ଇଣ୍ଟରଭିଉ ରେ ପଚରାଗଲା ଏମିତି କିଛି ପ୍ରଶ୍ନ – କଣ ଜାଣିଛନ୍ତି ଏସବୁର ଉତ୍ତର – ଦେଖନ୍ତୁ

ଗୋଟେ ଝିଅ କୁ IAS ଇଣ୍ଟରଭିଉ ରେ ପଚରାଗଲା ଏମିତି କିଛି ପ୍ରଶ୍ନ

ନିଜ ଜୀବନ ରେ ସଫଳ ହେବା ପାଇଁ ଆମକୁ କେତେ ଗୁଡ଼େ ପରୀକ୍ଷା ଦବ କୁ ପଡେ । ଏବଂ ଏହି ପରୀକ୍ଷା ଗୁଡିକ ପାର କରି ସରିଲା ପରେ ଆମେ ଆମ ଲକ୍ଷ କୁ ପହଂଚି ପାରୁ. ସେହି ପରି ଆମ ଦେଶ ରେ କିଛି ଏମିତିଆ ପରୀକ୍ଷା କର ହୁଏ ଯୋଉ ଗୁଡିକ ଅତ୍ୟନ୍ତ କଠିନ ଥାଏ. ସେ ସବୁ ଥିରୁ ଆଇ ଏ ଏସ ପରୀକ୍ଷା ଅନ୍ୟତମ ଅଟେ. ଏହି ପରୀକ୍ଷା ଦ୍ବୀବିଧା ଜଣକ ଚଳଚିତ୍ର ଭଳି ହୋଇ ଥାଏ ଏବଂ ଏହାର ଇଣ୍ଟରଭିଉ ଏହି ଚଳଚିତ୍ର ର କ୍ଳାଇମାକ୍ସ ଯାହା କି ପୁରା ଚଳଚିତ୍ର କୁ ଅର୍ଥପୂର୍ଣ୍ଣ ବନାଏ .

ଆଇ ଏ ଏସ ର ପରୀକ୍ଷା ଉତ୍ତୀର୍ଣ କରିବା ସମସ୍ତଙ୍କ ଦେଇ ହୁଏ ନାହିଁ । ଏହା ଛାଡ ଯଦି କେହି ଜଣେ ଏହି ପରୀକ୍ଷା ଉତ୍ତୀର୍ଣ କରି ବି ଦିଏ ତାହେଲେ ସେ ତାର ଇଣ୍ଟରଭିଉ କୁ ଯାଇ ସେ ପାଗଳ ହେଇ ଯିବ କାହିଁକି ନା ଏହି ପରୀକ୍ଷା ର ଇଣ୍ଟରଭିଉ ରେ ଏତେ କଠିନ ପ୍ରଶ୍ନ ପଚରା ଯାଏ ଯେ ଜଣେ ଭଲ ମଣିଷ ଭି ମୁଣ୍ଡ ପିଟି ହୋଇ ମାରି ଯିବା କୁ ଚାହିଁବ. ଆସନ୍ତୁ ଜାଣିବା କେମିତିକା ପ୍ରଶ୍ନ ପଚରା ଯାଏ :-

୧ ପ୍ରଶ୍ନ:- ଯଦି କୌଣସି ଦିନ ସକାଳୁ ଉଠନ୍ତି ଆଉ ଆପଣ ଜାଣିବାକୁ ପାଇବେ ଜେ ଆପଣ ଗର୍ଭବତୀ ଅଛନ୍ତି ତା ସର୍ବପ୍ରଥମେ ଆପଣ କଣ କରିବେ?

ଉ: ଏହା ଶୁଣି ମୁ ବୋଷ୍ଟ ଖୁସି ହେଇ ସର୍ବପ୍ରଥମେ ମୋ ସ୍ୱାମୀ ଙ୍କୁ ଶୁଣାଇବି

୨ ପ୍ରଶ୍ନ :- ଦୁଇ ଟି ଯାଆଁଳା ଛୁଆ ଆଦର୍ଶ ଓ ଅନୁପମ ମଇ ରେ ଜନ୍ମ ହେଇ ଥିଲେ କିନ୍ତୁ ତାଙ୍କ ଜନ୍ମଦିନ ଜୁନ ରେ ପଡି ଥାଏ । କାହିଁକି ?

ଉ: ମଇ ଏକ ଜାଗା ଟି ର ନାମ ଅଟେ.

 

୩ ପ୍ରଶ୍ନ:- ଆପଣ ଙ୍କ ଗୋଟେ ହାତ ରେ ୪ ତା କମଳା ଓ ୩ ତା ସେଉ ଅଛି ଏବଂ ଆଉ ଏକ ହାତ ରେ ୩ କମଳା ୪ ସେଉ ଅଛି ତଆପଣ ଙ୍କ ପାଖରେ କଣ ଅଛି?

ଉ:- ବୋଷ୍ଟ ବଡ ହାତ.

୪ ପ୍ରଶ୍ନ:- ଏକ ଝିଅ ପାଖରେ ଏମିତି କଣ ଜିନିଷ ଥାଏ ଯୋଉଟା ବିବାହ ପୂର୍ବରୁ ଓ ପରେ ଥାଏ ମାତ୍ର ବିବାହ ଦିନ ନଥାଏ?

ଉ:- ଝିଅ ଟି ର ସାଙ୍ଗିଆ । ବିବାହ ପୂର୍ବରୁ ବାପା ର ଥାଏ । ପରେ ସ୍ୱାମୀ ର.

 

୫ ପ୍ରଶ୍ନ :- ଯଦି ମୁ ଆପଣ ଙ୍କ ଭଉଣୀ ସହିତ ପଳାଏ ତାହେଲେ ଆପଣ କଣ କରିବେ?

ଉ:- ମୋ ଭଉଣୀ ଆପଣ ଙ୍କ ଭଳି ଜଣେ ବରିଷ୍ଠ ଅଧିକାରୀ ଙ୍କ ସହିତ ଅଛି । ଏହା ଠୁ ଭଲ କଣ ହୋଇ ପରେ?

୬ ପ୍ରଶ୍ନ:- ଗୋଟେ ବିଲେଇ ର ୩ ଟି ଛୁଆ ର ନାମ ହେଲା ଜାନୁଆରୀ ଫେବୃଆରୀ ଓ ମାର୍ଚ୍ଚ ଅଟେ । ବିଲେଇ ର ନାମ କଣ ଅଟେ.

ଉ:- ଏହି ପ୍ରଶ୍ନ ରେ ଏହା ର ଉତ୍ତର ଲୁଚି କି ଅଛି । ଅର୍ଥାତ ବିଲେଇ ର ନାମ ‘କଣ’ ଅଟେ

 

୭ ପ୍ରଶ୍ନ:- ଅଧା ସେଉ ଭଳି କଣ ଦେଖା ଯାଏ?

ଉ:- ଆର ଅଧା ସେଉ ଟି.

୮ ପ୍ରଶ୍ନ:- ଗୋଟେ ଝିଅ ର ଶରୀର ରେ ଏମିତି କଣ ଜିନିଷ ଅଛି ଯୋଉଟା ଆମେ ଖାଇ ପରିବା?

ଉ:- ଲେଡି ଫିଙ୍ଗର ଏକ ପରିବା ଅଟେ ଯାହା କୁ ଆମେ ଭେଣ୍ଡି କହି ଥାଉ.

 

୯ ପ୍ରଶ୍ନ:- ଏମିତି କଣ ଜିନିଷ ଅଛି ଯାହା ପଡେ ମାତ୍ର ଭାଙ୍ଗେ ନାହିଁ?

ଉ:- ବର୍ଷା

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button