ସ୍ୱାସ୍ଥ୍ୟ

ଏହାକୁ କେବଳ ଥରେ ମାତ୍ର ପିଅନ୍ତୁ, ଗ୍ୟାସ, ଏସିଡିଟି, ପେଟଫୁଲା ଭଲ ହୋଇ ପେଟ ସଫା ହୋଇଯିବ 100% ଗ୍ୟାରେଣ୍ଟି ( Healthy Tips )

ନମସ୍କାର ବନ୍ଧୁଗଣ ତେବେ ଆମେ ଜାଣିଛୁ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ, ଆଉ ସେହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ମାନେ ମଧ୍ୟ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣାଇ ଥାଉ । ତେବେ ଏମିତି କିଛି ଘରେଇ ଉପଚାର ରହିଛି ଯାହାକୁ ବ୍ୟବହାର କରିକି ଆମ ଶରୀରରେ ଦେଖା ଯାଉଥିବା, ଡାଇବେଟିସ, ଉଚ୍ଚ ରକ୍ତ ଚାପ, କଲେଷ୍ଟେରଲ, ମେଦ ବହୁଳତା, କିଡ଼ନୀ, ହାର୍ଟ, ଲିଭର ଜନିତ ସମସ୍ତ ସମସ୍ୟା, ତାହା ସହିତ ଆମ ମୁହଁରେ ବାହାରୁ ଥିବା ବ୍ରଣ ଇତ୍ୟାଦି ଅନେକ ପ୍ରକାରର ସମସ୍ୟା ରୁ ମୁକ୍ତି ପାଇଁ ପାରିବା ।

ତାହେଲେ ସେହି ଭଳି ଗୋଟିଏ ଉପକରଣ ହେଉଛି ଧଣିଆ । ତାହେଲେ ଆସନ୍ତୁ ଧଣିଆ କୁ ବ୍ୟବହାର କରିକି ପ୍ରସ୍ତୁତ କରୁଥିବା ଘରେଇ ଉପଚାର ବିଷୟରେ ଜାଣିବା । ତେବେ ପ୍ରଥମେ କଢେଇରେ ଜିରା ଏବଂ ଗୋଟା ଧନିଆ କୁ କିଛି ସମୟ ଭାଜି ଦିଅନ୍ତୁ ଏବଂ ଭାଜିବା ପରେ କିଛି ସମୟ ଥଂଡା ହେବାକୁ ଛାଡି ଦିଅନ୍ତୁ ପରେ ସେଥିରେ ହଳଦୀ ଗୁଣ୍ଡ,ସୁଣ୍ଠି,ପୋଦିନା ଗୁଣ୍ଡ,କଳା ଲୁଣ ମିଶାଇ ଦିଅନ୍ତୁ ।

ପରେ ଏକ ଗ୍ଲାସ ଗରମ ପାଣି ରେ ଏହି ମିଶ୍ରଣ ରୁ ଗୋଟିଏ ଚାମଚ ପକାନ୍ତୁ ଏବଂ କିଛି ସମୟ ଥଂଡା ହେବା ପରେ ତାକୁ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ । ତେବେ ଏହିପରି ସେବନ କରିବା ଦ୍ଵାରା ଆପଣଙ୍କ ଶରୀରର ସମସ୍ତ ଆବର୍ଜନା ପାଣି ଭଳି ବାହାରକୁ ବାହାରିଯିବ । ପେଟ ଠିକ ହେବା ସହ ଆପଣା ସତେଜ ଅନୁଭବ କରିବେ ।

ତେବେ ଏହା ଛଡା ଆପଣ ଟିକେ ଉଷୁମ ପାଣିରେ ତ୍ରିଫଳା ଗୁଣ୍ଡ କୁ ମିଶାଇ ଟିକେ ଥଣ୍ଡା ହେବା ପରେ ପିଇବେ ଏହା ଦ୍ୱାରା ମଧ୍ୟ ଆପଣଙ୍କ ପେଟ ସମ୍ପୂର୍ଣ୍ଣ ଭାବରେ ସଫା ହୋଇଯିବ । ତେବେ ଏହାକୁ ମଧ୍ୟ ଶୋଇବା ପୂର୍ବରୁ ରାତିରେ ପିଇବେ । ଏହା ସହ ଆପଣ ଏକ କପ ଉଷୁମ ପାଣି ସେଥିରେ ଅଳ୍ପ କଳା ଲୁଣ ଏବଂ ଜଡ଼ା ତେଲ ପକାନ୍ତୁ ଏବଂ ଏହାକୁ ସକାଳେ ଏକ ଗିଲାସ ପାଣି ପିଇବା ପରେ ପିଅନ୍ତୁ ଏହା ଦ୍ୱାରା ମଧ୍ୟ ଆପଣ ଙ୍କୁ ଲାଭ ମିଳିବ ।

Related Articles

Leave a Reply

Your email address will not be published. Required fields are marked *

Back to top button