ସକାଳୁ ଖାଲି ପେଟରେ ପିଅନ୍ତୁ, ପ୍ରବଳ ରୁ ପ୍ରବଳ ଆଣ୍ଠୁଗଣ୍ଠି ବିନ୍ଧା, କୋଲେଷ୍ଟ୍ରୋଲ, ହାଇ BP, ହାର୍ଟ ଆଟାକ, ଡାଇବେଟିସ, ମୋଟାପଣ, ସବୁକିଛି ହେବ ଦୂର ( Healthy Tips )

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଜୀଵନ ରେ ସମସ୍ତେ ଖୁବ ପରିଶ୍ରମ କରୁଛନ୍ତି ଏବଂ ଦିନ ରାତି କାମ କରି ଥକି ମଧ୍ୟ ଯାଉଛନ୍ତି ଏବଂ ତାଛଡା ତାଙ୍କ ଗୋଡ ହାତ ବିନ୍ଧା ମଧ୍ୟ ହେଉଛି କିନ୍ତୁ ଯଦି ଏହି ବିନ୍ଧା ବିନ୍ଧି ସବୁଦିନ ହୋଇଥାଏ ତେବେ ଏହା କ୍ୟାଲସିୟମ ର ଅଭାବ ଯୋଗୁଁ ହୋଇଥାଏ । କ୍ୟାଲସିୟମ ଅଭାବ ହେଲେ ଶରୀରର ହାଡ଼ ଦୁର୍ବଳ ହୋଇ ପଡେ ଏବଂ କୌଣସି କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇ ନଥାଏ ।
ତେବେ ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରେ ନାହିଁ ସେ ନିଜର ବେମାର ପାଇଁ ସମୟ ବାହାର କରିଥାଏ । ଏବଂ କିଛି ଲୋକ ଭାବନ୍ତି ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ । କିନ୍ତୁ ଏହା ନୁହେଁ ଆଜି ଆମେ ଆପଣଙ୍କୁ ବହୁତ ସରଳ ଏବଂ ସହଜ ଉପାୟ କହିବୁ ଯାହା ଦ୍ୱାରା ଆପଣ ନିଜର ସ୍ୱାସ୍ଥ୍ୟ ର ଯତ୍ନ ଅତି କମ ସମୟ ରେ ଆପଣ ନେଇ ପାରିବେ । ଏବଂ ଏହାକୁ କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ଠିକ ରହିବ ।
କାରଣ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେଲେ ହିଁ ଆପଣ ନିଜର ଜୀଵନ କୁ ବହୁତ ଭଲ ଭାବରେ ଭୋଗ କରି ପାରିବେ । ନଚେତ କେବଳ ଔଷଧ ରେ ହିଁ ଆପଣ ଙ୍କୁ ନିଜର ପଇସା ଏବଂ ସମୟ ଖର୍ଚ୍ଚ କରିବାକୁ ପଡିବ । ଆଜି ଆମେ ଯେଉଁ ଉପାୟ ବିଷୟରେ ଆଜି ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ ।
ତେବେ ବେଳେବେଳେ ଆମ ଆଣ୍ଠୁଗଣ୍ଠି, ଅଣ୍ଟା ଓ ଗୋଇଠିରେ ଏତେ ଯନ୍ତ୍ରଣା ହୋଇଥାଏ ଯେ ଆମକୁ ତାହା ଅସହ୍ୟ ଲାଗିଥାଏ । ବିଶେଷ କରି ବୟସ୍କ ଲୋକଙ୍କର ଏହି ସମସ୍ଯା ଅଧିକ ଦେଖିବାକୁ ମିଳିଥାଏ । ଅନେକ ଔଷଧ ଖାଇବା ଓ ଲଗାଇବା ସତ୍ତ୍ୱେ ଏହା ଭଲ ହୋଇ ନଥାଏ । ସେଥିପାଇଁ ଆପଣଙ୍କ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଆମେ ଆଜି ଆପଣଙ୍କ ପାଇଁ ଏକ ଚମତ୍କାର ଘରୋଇ ଆୟୁର୍ବେଦିକ ଉପଚାର ନେଇ ଆସିଛୁ । ଏହାର ପ୍ରୟୋଗ ଦ୍ଵାରା ବହୁତ ଆରାମ ମିଳିଥାଏ । ତେବେ ଏହି ଉପଚାର ଆପଣଙ୍କ ଆଣ୍ଠୁଗଣ୍ଠି, ପିତ ବାନ୍ତି,ଡାଇବେଟିସ, କୋଲେଷ୍ଟ୍ରଲ,ହାର୍ଟ ଆଟାକ,ଗ୍ୟାସ ଆଦି ସବୁ ସମସ୍ୟା ଦୂର କରିବ ।
ତେବେ ଏହି ଉପଚାର ପାଇଁ ପ୍ରଥମେ ଜିରା ଦରକାର ତେବେ ଏକ ପାତ୍ରରେ ଅଳ୍ପ ଜିରା ନିଅନ୍ତୁ ତାପରେ ଆପଣ ଗୋଟା ଧନିଆ କୁ କିଛି ନିଅନ୍ତୁ । ତେବେ ପରେ ସେଥିରେ ଅଳ୍ପ ପାନ ମଧୁରୀ ମିଶାନ୍ତୁ ତେବେ ଏସବୁ କୁ ନେଇ ଏକ ଗିଲାସ ପାଣିରେ ରାତି ସାରା ଭିଜେଇ ରଖି ଦିଅ । ତେବେ ସକାଳେ ହେଲେ ଏହି ମିଶ୍ରିତ ପାଣି କୁ ଫୁଟାଇ ଦିଅନ୍ତୁ । ତେବେ ଭଲ ଭାବରେ ଫୁଟିଗଲା ପରେ ଏହାକୁ ଛାଣିକରି କିମ୍ବା ବିନା ଛାଣି ମଧ୍ୟ ପିଇ ପାରିବେ । ତେବେ ଏହି ଉପଚାର ଦ୍ୱାରା ଆପଣ ଙ୍କୁ ଆଉ କୌଣସି ବାହାରୁ ଔଷଧ ଆଣିବାକୁ ପଡିବ ନାହିଁ ।