ବିଚାର

ଶୁକ୍ରବାର ଦିନ ନିଜ ପର୍ସରେ ରଖି ଦିଅନ୍ତୁ ଏହି 6ଟି ମଧ୍ୟରୁ ଯେ କୌଣସି 1 ଟି ଜିନିଷ, ମା’ଲକ୍ଷ୍ମୀଙ୍କ କୃପାରୁ ଘରକୁ ଆସିଥାଏ ସୁଖ ସମୃଦ୍ଧି

ନମସ୍କାର ବନ୍ଧୁଗଣ ତେବେ ଆମେ ଆଜି ଏହି ଠାରେ ଜାଣିବା କି ପର୍ସରେ କେଉଁ ଜିନିଷ ରଖିବା ଦ୍ୱାରା ଆମର ଧନର ବୃଦ୍ଧି ହୋଇ ଥାଏ ଏବଂ କେଉଁ କାର୍ଯ୍ୟ କରିବା ଦ୍ୱାରା ଆମର ଧନ ର ହାନୀ ହୋଇ ଥାଏ । ସବୁ ଦିନ ଆପଣ ସକାଳେ ପର୍ସ ଫୁଲ କରି ନେଉ ଥିଲେ ଏବଂ ସଂନ୍ଧ୍ୟାକୁ ଏହା ଖାଲି ହୋଇ ଜାଉ ଥିଲେ ଏହା ଆପଣ ମାନଙ୍କ ପାଇଁ ବହୁତ ଭଲ କାର୍ଯ୍ୟ କରିବ । ଏମିତିରେ ଯଦି ଆପଣ କେବେ ପର୍ସ ଟିଏ କିଣିକରି ଆଣୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ଏବଂ ଏହା ଛଡା ଯଦି ଆପଣଙ୍କୁ କେହି ପର୍ସ ଟିଏ ଗିଫ୍ଟି ହିସବରେ ଦେଇ ଥାଏ । ତେବେ ଏହା ଆପଣ ମାନଙ୍କ ପାଇଁ ବହୁତ ଶୁଭ ହୋଇ ଥାଏ ।

ତେବେ ଦ୍ଵିତୀୟ କଥା ହେଉଛି ଯେଉଁ ପର୍ସକୁ ଆପଣ ମାନେ ବ୍ୟବହାର କରୁଛନ୍ତି । ତାହାକୁ ପ୍ରତ୍ୟେକ ବର୍ଷକୁ ବଦଳାଇ ଦିଅନ୍ତୁ । ତାହା ଭଲ ଥାଉ କିମ୍ଭା ଖରାପ୍ ତାହା ନିଶ୍ଚିତ ବଦଳାନ୍ତୁ । କେହି ଏମିତି ଭାବନ୍ତି କି ଏହି ପର୍ସଟି ମୋ ପାଇଁ ବହୁତ ଶୁଭ ଅଟେ ତେବେ ସେମିତି ରେ ଏହା ଆପଣ ଭୁଲ ଭାବୁଛନ୍ତି । କାରଣ ସେଥିରେ ଲକ୍ଷ୍ମୀ ହି ଥାନ୍ତି । ଏବଂ ଲକ୍ଷ୍ମୀ କେବେ ବି ଅପରିସ୍କାର ସ୍ତାନ ରେ ରହିବା ପାଇଁ ପସନ୍ଦ କରନ୍ତି ନାହିଁ ।

କେବେ ଯଦି ଆପଣଙ୍କୁ ସମୟ ମିଳେ ତେବେ ଏହି ପର୍ସ କୁ ହଳଦୀ ପାଣି ରେ ଧୁଆଇ ଦିଅନ୍ତୁ ତେବେ ଆପଙ୍କ ଧନ ବୃଦ୍ଧି ହେବ । କେବେ ପର୍ସକୁ ଅଳିଆ ରେ ପକାନ୍ତୁ ନାହିଁ । ତେବେ ତାହାକୁ ଆପଣ ମାନେ କୈଣସି ଗଛ ତଳେ ରଖି ଦିଅନ୍ତୁ । ବହୁତ ଲୋକ ମାନେ ଏମିତି ବି ରହିଥାନ୍ତି । ଯେଉଁ ମାନଙ୍କ ପାଖରେ ପର୍ସ ହିଁ ନ ଥାଏ ସେମାନେ ସବୁ ବେଳେ ଅନ ଲାଇନ୍ ରେ ଟ୍ରାଞାକ୍ସନ୍ କରି ଥାନ୍ତି । ହେଲେ ଏହା କରିବା ସବୁ ବେଳେ ଭୁଲ ହୋଇ ଥାଏ ।

ଯେତେ ଟ୍ରାଞାକ୍ସନ୍ କଲେ ମଧ୍ୟ ପାଖରେ କିଛି ପରିମାଣ ରେ ଟଙ୍କା ରଖନ୍ତୁ । ତେବେ ସେମିତି ରେ କେବେ ଯଦି ପର୍ସରୁ ଟଙ୍କା ଚୋରୀ ହୋଇ ଥାଏ ତେବେ ସେହି ସମୟରେ ଜାଣି ନିଅନ୍ତୁ ଆପଣଙ୍କ ଦୁର୍ଭାଗ୍ୟ ଆପଣଙ୍କ ପାଖକୁ ଆସୁଛି ବୋଲି । ବହୁତ ଲୋକ ମାନେ ରହିଛନ୍ତି, ଯେଉଁ ମାନେ ନିଜର ପର୍ସକୁ ପ୍ୟଣ୍ଟର ପଛରେ ରଖନ୍ତି । ଏବଂ ଯେଉଁ ସମୟ ରେ ସେମାନେ ପ୍ୟଣ୍ଚ ବଦଳାଇ ଥାନ୍ତି ।

ସେହି ସହିତ ସେମାନଙ୍କ ପର୍ସକୁ ମଧ୍ୟ ସେହି ପ୍ୟଣ୍ଟ ରେ ରଖି କୈଣସି ସ୍ଥାନ ରେ ଟାଙ୍ଗି ଦେଇ ଜାଇ ଥାନ୍ତି । ହେଲେ ଏହା କରିବା ଆପଣ ମାନଙ୍କ ପାଇଁ ସଂମ୍ପର୍ଣ୍ଣ ଭାବେ ଭୁଲ ଅଟେ । ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ଅପମାନ ହୋଇ ଥାଏ । ତେବେ ଏହା ଛଡା ଆପଣଙ୍କ ଧନ କ୍ଷୟ ସବୁ ବେଳେ ହୋଇ ଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button