ସ୍ୱାସ୍ଥ୍ୟ

ମେଥି ପାଣିର ଚମତ୍କାରୀ ଫାଇଦା, ମୂଳରୁ ଶେଷ କରେ ଏହି 5 ଟି ବଡ ରୋଗ ( Healthy Tips )

ମେଥିର ଏକ ଏମିତି ଖାଦ୍ୟ ପଦାର୍ଥ ଅଟେ ଯାହାକି କେବଳ ମସଲା ନୁହେଁ ଏଥିରେ ଏମିତି କିଛି ଔଷଧୀୟ ଗୁଣ ଅଛି ଯାହାକି କେତେକ ରୋଗକୁ ମୂଳରୁ ଶେଷ କରିଦିଏ । ତେବେ ଚାଳନ୍ତୁ ଜାଣିବା ମେଥିର ଉପକାରିତା ବିଷୟରେ ଓ ଏହାକୁ କେମିତି ସେବନ କରିଲେ ଆପଣ ଏହାର ସମ୍ପୂର୍ଣ ଲାଭ ପାଇ ପାରିବେ । ମେଥି ଡାଇବେଟିଜ ରୋଗୀଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ ।

ଏହି ଭଳି ଲୋକ ଯାହାକୁ ଡାଇବେଟିଜ ଅଛି ତାଙ୍କୁ ମେଥି ସେବନ କରିବା ବହୁତ ଆବଶ୍ୟକ ହୋଇଥାଏ । ଡାଇବେଟିଜ ଲୋକ ମେଥି ସେବନ କଲେ ତାଙ୍କ ରକ୍ତରେ ସୁଗାର ମାତ୍ରା ନିୟନ୍ତ୍ରଣ ରେ ରହିଥାଏ ଏହା ଛଡା ମେଥି ଚର୍ମ ରୋଗ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ, ଯେଉଁ ଲୋକଙ୍କୁ କୌଣସି ପ୍ରକାର ଚର୍ମ ରୋଗ ଅଛି ତାଙ୍କୁ ମଧ୍ୟ ମେଥି ସେବନ କରିବା ଆବଶ୍ୟକ ହୋଇଥାଏ ।

ମେଥିର ସେବନ ଦ୍ଵାରା କୋଲେଷ୍ଟ୍ରଲ ନିୟନ୍ତ୍ରଣ ରେ ରହିଥାଏ । ଏହା ଖରାପ କୋଲେଷ୍ଟ୍ଲଲ କୁ ଶରୀର ରୁ ବାହାର କରିଥାଏ ଏବଂ କୋଲେଷ୍ଟ୍ରଲ ର ମାତ୍ରା ନିୟନ୍ତ୍ରଣ ରେ ରହିଥାଏ ଯାହା ଡା ହୃଦ୍ଘାତ ର ଭୟ ରହି ନଥାଏ । ତେଣୁ ଏହାର ସେବନ ନିତ୍ୟାନ୍ତ ଆବଶ୍ୟକ ।  ଯଦି ଆପଣ ମେଥି ପାଣିର ସେବନ ପ୍ରତିଦିନ କରିବେ ତେବେ କିଡନୀ ରେ ଥିବା ଷ୍ଟୋନ ବହୁତ ଶୀଘ୍ର କିଡନୀ ରୁ ବାହାରି ଯାଇଥାଏ । ତେଣୁ କିଡନୀ ଷ୍ଟୋନ ଥିବା ରୋଗୀ ପ୍ରତିଦିନ ମେଥି ପାଣି ପିଇବା ଦରକାର ।

ଯଦି ଆପଣଙ୍କ ଆଖି ତଳେ କଳା ଘେରା ଅଛି ତେବେ ଆପଣଙ୍କୁ ସକାଳେ ଉଠି ବାସୀ ନାଳ ନିଜ ଆଖି ତଳେ ଲଗାଇବା ଉଚିତ ଦେଖିବେ କିଛି ଡି ଭିତରେ କଳା ଘେରା ସଫା ହୋଇଯିବ । ଏହା ଛଡା ବାସୀ ନାଳ ଆମ ପେଟକୁ ଗଲେ ବହୁତ ପ୍ରକାର ଲାଭକାରୀ ଗୁଣ ଦେଇଥାଏ ଯେମିତିକି ହଜମ ଶକ୍ତି ବଢାଇଥାଏ । ତେବେ ଆମ ପେଟ ସଫା ଆଉ ଭଲ ରହିଲେ ଆମକୁ କୌଣସି ପ୍ରକାର କଷ୍ଟ ହୋଇନଥାଏ ।

ମେଥି ପାଣି ପ୍ରସ୍ତୁତ କରିବା ପାଇଁ ଆପଣ ରାତିରେ ଦୁଇ ଚାମଚ ମେଥି ନେଇ ତାକୁ ଗୋଟିଏ ଗ୍ଳାସ ପାଣିରେ ଦେଇ ରଖି ଦିଅନ୍ତୁ । ସକାଳୁ ଉଠି ପାଣିକୁ ୧୦ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ ଓ ଏହାକୁ ଥଣ୍ଡା କରନ୍ତୁ । ଥଣ୍ଡା ହେବା ପରେ ଆପଣ ମେଥି ପାଣିରୁ ମେଥିକୁ ଅଲଗା କରି ଦିଅନ୍ତୁ । ଏଥିରେ ଦୁଇ ଚାମଚ ମହୁ ମିଶାନ୍ତୁ । ଚା ଭଳି ସେବନ କରନ୍ତୁ । ତେବେ ନିଜେ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button