ବିଚାର

ଭଗବାନଙ୍କ ନାମ ସ୍ମରଣ କରି ବାଛନ୍ତୁ ଯେ କୌଣସି ଗୋଟିଏ ଚିତ୍ର ଓ ଜାଣନ୍ତୁ ଆପଣଙ୍କ ଇଛା ପୁରା ହେବ ନା ନାହିଁ ( Personality Test )

ବନ୍ଧୁଗଣ ଦୁନିଆରେ ସବୁ ଲୋକ ପରସ୍ପର ଠାରୁ ଭିନ୍ନ ଭିନ୍ନ ହୋଇଥାନ୍ତି । ବ୍ୟକ୍ତିର ପସନ୍ଦ ନାପସନ୍ଦ ମଧ୍ୟ ଅଲଗା ଅଲଗା ହୋଇଥାଏ । ବ୍ୟକ୍ତିର ପସନ୍ଦ ନାପସନ୍ଦ ଦ୍ୱାରା ତାହାର ଭବିଷ୍ୟତ, ସ୍ଵଭାବ, ଚରିତ୍ର ବିଷୟରେ ଜଣାପଡ଼ିଥାଏ । ଆମ ଦେଶରେ ପ୍ରତେକ ବ୍ୟକ୍ତି ନିଜର ଭବିଷ୍ୟତ ଜାଣିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଇ ଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ଏହିଠାରେ ୩ ଟି ଚିତ୍ର ରହିଛି ଏହି ଚିତ୍ର ମଧ୍ୟରୁ ଭଗବାନ ଙ୍କୁ ସ୍ମରଣ କରି ଗୋଟିଏ ଚିତ୍ର ବାଛନ୍ତୁ ଏବଂ ଜଣାନ୍ତୁ ଆପଣଙ୍କ ଇଚ୍ଛା ପୂରଣ ହେବ ନା ନାହିଁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ପ୍ରଥମ ଚିତ୍ର:- ଯଦି ଆପଣ ପ୍ରଥମ ଚିତ୍ର ବାଛିଛନ୍ତି ତେବେ ଆପଣ ଦେଖିବାକୁ ଖୁବ ସୁନ୍ଦର ଓ ଆକର୍ଷଣୀୟ ସ୍ଵଭାବର ବ୍ୟକ୍ତିତ୍ବ ଅଟନ୍ତି । ଆପଣଙ୍କ ସହ ଥରୁଟେ ମିଶିଥିବା ଲୋକ ଜୀବନରେ କେବେବି ଆପଣଙ୍କୁ ଭୁଲି ପାରନ୍ତି ନାହିଁ । ଆପଣ ଅଧିକ ଗପସପ କରିବାକୁ ସବୁବେଳେ କାହା ସହ ରହିବାକୁ ପସନ୍ଦ କରନ୍ତି ଏବଂ ଖୁବ ଖୁସିମିଜାଜର ବ୍ୟକ୍ତି ଅଟନ୍ତି । ଆପଣଙ୍କ ହୃଦୟ ସଫା ହୋଇଥିବାରୁ କେହି କେହି ଏହାର ଫାଇଦା ଉଠାଇଥାନ୍ତି । ତେବେ ଖୁବ୍ ଶୀଘ୍ର ଆପଣଙ୍କୁ ଖୁସି ଖବର ମିଳିବାକୁ ଯାଉଛି ।

ଦିତୀୟ ଚିତ୍ର:- ଯଦି ଆପଣ ଦିତୀୟ ଚିତ୍ର ବାଛିଛନ୍ତି ତେବେ ଆପଣଙ୍କ ଭାଗ୍ୟରେ ସଂଘର୍ଷ କରିବା ଲେଖା ଅଛି । ଆପଣଙ୍କୁ ସଫଳତା ମିଳିବ କିନ୍ତୁ ବହୁତ ପରିଶ୍ରମ କରିବା ପରେ । ତେଣୁ ପରିଶ୍ରମ କରିବା ଛାଡନ୍ତୁ ନାହି । ଆପଣଙ୍କୁ ସଫଳତା ଦିନେ ନା ଦିନେ ନିଶ୍ଚିନ୍ତ ଭାବରେ ମିଳିବ । ତେଣୁ ଆପଣ ଲଗାତାର ପରିଶ୍ରମ କରି ଚାଳନ୍ତୁ । ଆପଣଙ୍କୁ ଧନ ଲାଭ ହେବାର ଯୋଗ ରହିଛି । ଖୁବ୍ ଶୀଘ୍ର ଆପଣଙ୍କ ଇଚ୍ଛା ପୂରଣ ହେବାକୁ ଯାଉଛି ।

ତୃତୀୟ ଚିତ୍ର:- ଯଦି ଆପଣ ତୃତୀୟ ଚିତ୍ର ବାଛିଛନ୍ତି ତେବେ ଆପଣ ନିଜ ଭାବନାକୁ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରି ନଥାନ୍ତି ଏହି କାରଣ ହେତୁ ଆପଣ ସବୁବେଳେ ନିରାଶ ରହିଥାନ୍ତି । ତେଣୁ ଆପଣ ନିଜ ଭାବନାକୁ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରନ୍ତୁ ଦେଖିବେ ଆପଣଙ୍କୁ ନିଶ୍ଚୟ ଖୁସି ମିଳିବ । ଆପଣଙ୍କୁ ଚାକିରି ସମ୍ବନ୍ଧୀୟ କୌଣସି ଖୁସି ଖବର ମିଳିବାକୁ ଯାଉଛି । ତେବେ ବନ୍ଧୁଗଣ ଆପଣ କେଉଁ ଚିତ୍ର ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button