ବିଚାର

ହାତ ଉପରେ ବନିଥିବା ଅର୍ଦ୍ଧଚନ୍ଦ୍ର, ଆପଣଙ୍କ ବିଷୟରେ କହିଥାଏ ଅନେକ ରାଜ, ଆପଣଙ୍କ ହାତରେ ଅଛି କି ଜଲ୍ଦି ଦେଖନ୍ତୁ

ହିନ୍ଦୁଶାସ୍ତ୍ର ଅନୁସାରେ ଆମେ କେବଳ ଭାଗ୍ୟ କିମ୍ବା ଭବିଷ୍ୟତ କାହାର ଜାତକ କିମ୍ବା କାହାର ରାଶି ଦେଖିକି ଜାଣି ଥାଉ । ଏଭଳି ଆହୁରି ଅନେକ କିଛି ଦେଖି ଆମେ ବ୍ୟକ୍ତି ବିଷୟରେ ଜାଣି ଯାଇଥାଉ କି ଆମେ କିଭଳି ସ୍ଵଭାବ ର ଅଟେ ।

ଯଦି ଆପଣ ଜାଣିବାକୁ ଚାହାଁନ୍ତି କି ଏହା କିଭଳି ସମ୍ଭବ ତାହେଲେ ଜାଣି ନିଅନ୍ତୁ କି ଆମେ ଆମ ହାତରେ ଥିବା ରେଖା କୁ ଦେଖିକି ଏହା ବିଷୟରେ କହି ପାରିବା । ଆପଣ ମାନେ ଜାଣିଥିବେ କି ଆମେ ଆମ ହାତରେ ଥିବା ରେଖା ଦେଖିଲେ କିଛି ଲୋକଙ୍କ  ହାତରେ ଏହା ଅଧା ଚାନ୍ଦ ଭଳି ଦେଖା ଯାଏ । ଏଭଳି ବ୍ୟକ୍ତିଙ୍କ ସ୍ଵଭାବ ବିଷୟରେ ଆମେ ଆଜି ହହିବାକୁ ଯାଉଛୁ । ଆପଣମାନେ ନିଜ ଘରେ ଥିବା ବଡ ଲୋକଙ୍କ ମୁହଁରୁ କେବେ ହସ୍ତ ବିଜ୍ଞାନ ବିଷୟରେ ଶୁଣିଛନ୍ତି କି ।

ହଁ ଏହା ହେଉଛି ହସ୍ତ ବିଜ୍ଞାନ ଏହା  କୁ  ଅଧା ଚାନ୍ଦ ସେତେବେଳେ କୁହାଜିବ ଯେତେବେଳେ ଆପଣ ଏହାକୁ ଦେଖିବେ ଭଲ କରି ଓ ଦେଖିଲେ ଜାଣିବେ ଏହା ବୁଦ୍ଧ ପର୍ବତ ର ତଳେ ଆରମ୍ଭ ହୋଇକି ଶନି ଓ ଶୁକ୍ର ପର୍ବତ ମଧ୍ୟରେ ସେସ ହୋଇ ଥାଏ । ଏହାକୁ କୁହାଯାଏ ଅଧା ଚାନ୍ଦ କିଛି ଲିକଙ୍କ ହାତରେ ପୁରା ଚାନ୍ଦ ମଧ୍ୟ ଦେଖା ଯାଏ । ଆପଣ ଜାଣିଥିବେ ଲୋକମାନ୍ୟତା ଅଛି କି ଯେଉଁ ମାନଙ୍କ ପାଖେ ଏଭଳି ଅଧା ଚାନ୍ଦ ଥାଏ ସେମାନଙ୍କୁ ଖୁବ ସୁନ୍ଦର ସ୍ଵାମୀ କିମ୍ବା ସ୍ତ୍ରୀ ମିଳିଥାଏ ।

ଆପଣ କଣ ଜାଣନ୍ତି କେବେଳ ଏତିକି ନୁହେଁ ଏହା ଆପଣଙ୍କ ସ୍ଵଭାବ ଓ ଭବିଷ୍ୟତ ବିଷୟରେ ମଧ୍ୟ କହି ଥାଏ । ଯେଉଁ ବ୍ୟକ୍ତି ମାନଙ୍କ ପାଖରେ ଏଭେଲି ଚାନ୍ଦ ଦେଖିବାକୁ ମିଳିଥାଏ ସେମାନଙ୍କୁ ବୁଦ୍ଧି ମାନ ବୋଲି କୁହା ଯାଏ ସେମାନଙ୍କ ସ୍ମରଣ ଶକ୍ତି ଖୁବ ଅଧିକ ହୋଇ ଥାଏ । ସେମାନେ ତାଙ୍କ ଜୀବନକୁ ଖୁବ ସନ୍ତୁଳିତ କରି ରଖିଥାନ୍ତି । ସେମାନେ ଖୁବ ସାନ୍ତ ସ୍ଵଭାବର ହୋଇ ଥାନ୍ତି । ଏହାର ମାନେ ଏହା ନୁହେଁ କି ଏମାନେ ରାଗନ୍ତି ନାହିଁ ଏମାନେ ଖୁବ ଜଲ୍ଦି ରାଗନ୍ତି ମାତ୍ର ଖୁବ ଶୀଘ୍ର ଏମାନେ ସାନ୍ତ ମଧ୍ୟ ହୋଇଯାନ୍ତି  ।

ଏମାନେ ଦେଖିବାକୁ ଖୁବ ଆକର୍ଷଣୀୟ ଅଟନ୍ତି ଏମାନେ କଥା କହି ଲୋକଙ୍କ ମନ କିଣି ପାରନ୍ତି । ଏହି ହାତ ରେଖାର ଲୋକମାନେ ଖୁବ ବନ୍ଧୁ ପ୍ରେମୀ ଅଟନ୍ତି । ଏମାନେ ନିଜ ବନ୍ଧୁଙ୍କ ପାଇଁ ନିଜ ଖୁସି ତ୍ୟାଗ କରି ପାରନ୍ତି । ଏମାନେ ନିଜ ଇଛାରେ କାମ କଲେ ଭି ନିଜ ପରିବାର ଓ ନିଜ ସମାଜର କଲ୍ୟାଣ ଦେଖିକି କାମ କରନ୍ତି । ଏହି ହସ୍ତ ରେଖା ଧାରି ଲୋକମାନେ ଖୁବ ଭଲ ପାନ୍ତି ନିଜ ପରିବାର ଲୋକଙ୍କୁ । ଏମାନେ ଯାହାକୁ ବି ବିବାହ କରନ୍ତି ତାଙ୍କ ସହ ଖୁବ ଭଲ ସମ୍ପର୍କ ସ୍ଥାପନା କରନ୍ତି ।

ନିଜ ପିଲା ମାନଙ୍କ ଉପରେ ଏମାନେ ବିଶ୍ଵାସ ରଖନ୍ତି । ଏହା ଛଡା ଯେଉଁ ମାନଙ୍କର ହସ୍ତ ରେଖା ସିଧା ଥାଏ ସେମାନେ ଖୁବ ସାନ୍ତ ଓ ଦୟାଳୁ ସ୍ଵଭାବ ର ହୋଇଥାନ୍ତି । ଯେଉଁ ବ୍ୟକ୍ତି ର ହସ୍ତ ରେଖା ଜମାରୁ ମିସେନୀ ଏକ ଉପରକୁ  ରହିବା ସମୟରେ ଏକ ତଳକୁ ରହିଥାଏ ସେଭଳି ମହିଳା କିମ୍ବା ପୁରୁଷଙ୍କୁ ନିଜ ଠାରୁ ଅଧିକ ବୟଶ ର ବ୍ୟକ୍ତି ମାନେ ଭଲ ଲାଗନ୍ତି । ଏଭଳି  ଅନେକ ହାତ ରେଖା ଅଛି ଯାହାର ଜେଭଳି ରେଖାଥିବ ସେମାନେ ସେଭଳି ବ୍ୟକ୍ତିତ୍ବ ହୋଇଥାନ୍ତି ଏହାର ଅର୍ଥ ଅଲଗା ରେଖା  ଅଲଗା ସ୍ଵଭାବ ଦେଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button