ରାଶିଫଳ

ବହୁତ କନ୍ଦେଇଲା ଭାଗ୍ୟ, ଏବେ ଏହି ରାଶି ଉପରେ 44 ବର୍ଷ ପର୍ଯ୍ୟନ୍ତ ଧନ ଲୁଟାଇବେ ଶନିଦେବ

ସୂର୍ଯ୍ୟ ଦେବ ଙ୍କ ର ପୁଅ ହେଉଛନ୍ତି ଶନି ମହାଦେବ । ଯେବେ ସେ ଥରେ ରଗିଯାନ୍ତି ସେବେ ସେ କୃପା ପକାନ୍ତି ନାହିଁ । ଶନିଦେବ ସମସ୍ତ ଙ୍କ କର୍ମ ର ଫଳ ଦେଇଥାନ୍ତି । କର୍ମ ଅନୁସାରେ ଶୁଭ ଫଳ ଦେଇଥାନ୍ତି । ଖରାପ କର୍ମ ର ଦଣ୍ଡ ଦେଇଥାନ୍ତି । ଚାଲ୍ ବଦଳାନ୍ତି । ଶନି ଦେବ ଙ୍କ ଜାତକ ମେଳକ ଯଦି ତେଢ଼ା ହୋଇଥାଏ ତାହେଲେ ଯାହା ରାଶି ରେ ପଡ଼ିବେ ତାଙ୍କର ଅମଙ୍ଗଳ ହୋଇଥାଏ । ଗୋଟେ ରାଶି ରେ ଦେଢ଼ ବର୍ଷ ରହିଥାନ୍ତି । ତେବେ ଦୀର୍ଘ ବର୍ଷ ପରେ ଶନିଦେବ ଙ୍କ ବିଶେଷ କୃପା କିଶଚି ରାଶି ମାନଙ୍କ ଉପରେ ରହିବାକୁ ଯାଉଛି ।

ମେଶ ରାଶି;- କର୍ମକ୍ଷେତ୍ର ରେ ପରିଶ୍ରମ ବୃଥା ରହିବ । ଅସ୍ଥିରତା ଦେଖାଯିବ । କର୍ମକ୍ଷେତ୍ର ଅସାଧ୍ୟ ବା ଯେଉଁ କାର୍ଯ୍ୟ ରେ ହର ଦେବେ ତାହା ଅସମ୍ପୂର୍ଣ୍ଣ ରହିବ । ଚାକିରି ରେ ଦୁର ଯାତ୍ରା ର ଯୋଗ ରହିବ । ଆପଣ ଯେଉଁ ବି ବୃତ୍ତି ରେ ଯୋଗ ଦେବେ ତାହା ଉଭୟ ପରିଣାମ ରେ ଉନ୍ନତି ହେବ । ଛାତ୍ରଛାତ୍ରୀ ମାନେ ପାଠ ପ୍ରତି ମାନ ଦୁର୍ବଳ ରହିବ ଖେଳକୁଦ ରେ ଅଧିକ ମାତିବେ ।

ତୁଳା ରାଶି;- ଏହି ରାଶିର ଲୋକମାନଙ୍କ ଜୀବନର ସମସ୍ତ ସମସ୍ଯା ଶନିଦେବଙ୍କ କୃପାରୁ ଦୂର ହୋଇଯିବ । ଦୂରସଞ୍ଚାର ମାଧ୍ୟମରେ କୌଣସି ଶୁଭ ସମାଚାର ମିଳିପାରେ । ଚାକିରି କ୍ଷେତ୍ରରେ ପଦୋନ୍ନତି ହେବା ସହ ବ୍ୟାପାର କରୁଥିବା ଲୋକଙ୍କୁ ଉତ୍ତମ ଲାଭ ପ୍ରାପ୍ତ ହେବ । ଉଚ୍ଚ ଅଧିକାରୀ ମାନଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ବାଣୀ ରହିବ । କୋର୍ଟ କଚେରୀ ମାମଲାରେ ମଧ୍ୟ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କ ଖୁସିର ସମୟ ଆରମ୍ଭ ହେବାକୁ ଯାଉଛି ।

କୁମ୍ଭ ରାଶି;- ଏହି ରାଶି ରେ ସବୁ ଲୋକ ଙ୍କୁ ଆସୁଥିବା ସମୟ ରେ ମାନ ପସନ୍ଦ ର ଜିନିଷ ମିଳିବ । ମାନ ଚାହୁଥିବା ଚାକିରି ମିଳିବ । ଆସୁଥିବା କଷ୍ଟ ଦୂର ହେବ । ଅଟକି ଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ସଫଳତା ପାଇବା ରୁ କେହି ଅଟକାଇ ପାରିବେ ନାହିଁ । ଯେଉଁ ଲୋକ ଚାକିରି ପାଇଛନ୍ତି ସେମାନେ ନକର ଉନ୍ନତି ହେବ ଏବଂ ଯେଉଁ ମାନେ ପାଇବାର ଆଶା ରଖିଛନ୍ତି ଖୁବ୍ ଶୀଘ୍ର ମିଳିବାକୁ ଯାଉଚି ।

Related Articles

Leave a Reply

Your email address will not be published. Required fields are marked *

Back to top button