ସ୍ୱାସ୍ଥ୍ୟ

ପୁରୁଣାରୁ ପୁରୁଣା ବାତ,ପିତ,କଫ, ଆଣ୍ଠୁଗଣ୍ଠି,ଡାଇବେଟିସ,ବ୍ଲଡ଼ ପ୍ରେସର୍,ଗ୍ୟାସ୍ ମାତ୍ର ଦୁଇ ଦିନରେ ମୂଳରୁ ଶେଷ ହେବ,କରନ୍ତୁ ଏହି ଛୁଟିଆ ଉପାୟ

ହଁ ଦର୍ଶକ ବନ୍ଧୁ ଆପଣଙ୍କ ମାନେ ବେଶ ଭଲ ଭାବରେ ଜାଣିଥିବେ କି ମଣିଷ ଙ୍କ ଶରୀରରେ ରୋଗ ହେବା ଗୋଟିଏ ସ୍ୱାଭାବିକ କଥା | ଆଉ ବିଭିନ୍ନ ପ୍ରକାରର ସମସ୍ୟା ମାନ ମଣିଷ ଙ୍କ ନିକଟରେ ଦେଖା ଯାଇଥାଏ | ତେଣୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ତେଣୁ ସ୍ୱାସ୍ଥ୍ୟ କୁ ଠିକ ରଖିବା ପାଇଁ ହେଲେ ଆମକୁ ଡାକ୍ତରର ଙ୍କ ପରାମର୍ଶ ସହିତ ଅନେକ ଘରେଇ ଉପଚାର ର ମଧ୍ୟ ବ୍ୟବହାର କରି ସମସ୍ୟା କୁ ଦୂର କରିବା ଉଚିତ | ଆଜି ମୁଁ ଆପଣ ମାନଙ୍କୁ କହିବାକୁ ଯାଉଛି ତାହା ହେଉଛି ପିତ ଓ କଫ ସମ୍ବଧୀୟ ସମସ୍ୟା | ତାହା ସହିତ ଆଣ୍ଠୁ, ଗଣ୍ଠି ଜନିତ ସମସ୍ୟା ସହିତ ପାଚନ କ୍ରିୟା ଜନିତ ସମସ୍ୟା କୁ ଦୂର କରିବା ସହିତ ଶରୀରରେ ଦେଖା ଯାଉଥିବା ବେଡ଼ କଲେଷ୍ଟରଲ କୁ ଦୂର କରିବା ସହିତ ହାଇ ବ୍ଲଡ଼ ପ୍ରେସର ଓ ଡାଇବେଟିସ କୁ ଆପଣଙ୍କର କଣ୍ଟ୍ରୋଲ ରେ ରଖିବା ପାଇଁ ଏକ ସହଜ ଘରେଇ ଉପଚାର ରହିଛି ଆସନ୍ତୁ ତାହେଲେ ସେହି ଘରେଇ ଉପଚାର ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-ଜିରା, ଧନିଆ, ପାନ ମହୁରି, ମହୁ


ପ୍ରସ୍ତୁତି ପ୍ରଣାଳୀ :-ତେବେ ବନ୍ଧୁଗଣ ବାତ ଓ ପିତ ଭାଳି ସମସ୍ୟା ସହିତ ବିଭିନ୍ନ ପ୍ରକାରର ସମସ୍ୟା କୁ ଦୂର କରିବାର ସହଜ ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଗୋଟିଏ ଚାମଚ ଜିରା, ଗୋଟିଏ ଚାମଚ ଧନିଆ ଓ ଗୋଟିଏ ଚାମଚ ପାନ ମହୁରି କୁ ନେଇ ଗୋଟିଏ ଗ୍ଲାସ ପାଣି ରେ ଭିଜେଇ ରଖିଦେବା ପାଇଁ ପଡିବ | ଆଉ ତାହା କୁ ରାତିସାରେ ସେମିତି ଭିଜିବା ପାଇଁ ଛାଡ଼ିଦେବା |

କାରଣ ଆମେ ଜାଣିଛୁ କି ସେଗୁଡିକ ପାଣି ରେ ଭଲ ଭାବରେ ଭିଜିଗଲେ ସେଥିରେ ଥିବା ସମସ୍ତ ଉପକାରୀ ପୋଷାକ ଉପାଦାନ ଗୁଡିକ ସେହି ଗ୍ଲାସ ରେ ଥିବା ପାଣି ରେ ମିଶିଯିବ | ଆଉ ତାହା ପରେ ସକାଳେ ସେହି ପାଣି କୁ ଛାଣି ଦେବା ଓ ଗ୍ୟାସ ରେ ସେହି ପାଣିକୁ 5-10 ମିନିଟ ଫୁଟିବା ପାଇଁ ଛାଡି ଦେବା | ତେବେ ସେହି ପାଣି ଟି ଭଲ ଭାବରେ ଫୁଟିଲା ପରେ ତାହାକୁ କପ କୁ ନେଇକି ଗୋଟିଏ ଚାମଚ ମହୁ ମିଶାଇ ଦେବା | ଏବେ ଆମର ଘରେଇ ଉପଚାର ଟି ପ୍ରସ୍ତୁତ ଗଲା |

ବ୍ୟବହାର :-ବର୍ତ୍ତମାନ ପ୍ରସ୍ତୁତ କରିଥିବା ସେହି ଘରେଇ ଉପଚାର ଟିକୁ ପ୍ରତେକ ଦିନ ସକାଳେ ଖାଲି ପେଟରେ ସେବନ କରିବା ଆବଶ୍ୟକ | ତେବେ ଚାହା ଭଳି ପ୍ରତେକ ଦିନ ସେବନ କରିବା ଦ୍ୱାରା ବିଭିନ୍ନ ପ୍ରକାରର ସମସ୍ୟା ରୁ ଆମେ ମୁକ୍ତି ପାଇ ପାରିବା |ତେବେ ଏହା ଥିଲା ବାତ, ପିତ ସହିତ ବିଭିନ୍ନ ପ୍ରକାରର ସମସ୍ୟା କୁ ଦୂର କିରିବାର ସହଜ ଘରେଇ ଉପଚାର |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button