ବିଚାର

କିନ୍ନର ଙ୍କୁ ଦେଖିବା ମାତ୍ରେ କହି ଦିଅନ୍ତୁ ଏହି 2ଟି ଶଦ୍ଦ, ଆପଣଙ୍କ ଭାଗ୍ୟ ଖୋଲିଯିବ… ଯାହା ଚାହିଁବେ ତାହା ପାଇବେ

ଏହି ଭାରତ ଦେଶ ରେ ଅଲଗା ଅଲଗା ଧର୍ମ ର ଲୋକ ମାନେ ବାସ କରନ୍ତି କିନ୍ତୁ ସମସ୍ତେ ମନୁଷ୍ୟ ଅଟନ୍ତି । ଶାସ୍ତ୍ର ରେ ଲେଖା ଅଛି ଯେ ଭେଦ ଭାବ କରିବା ଦ୍ଵାରା ନିଜ ମନ ର ଉଚ୍ଚ ଭାବନା ନିଚ ହେବାକୁ ଲାଗିଥାଏ । ଆମ ଦେଶ ହେଉଛି ଏକ ପରମ୍ପରା ରେ ଭରା ଦେଶ । ସମସ୍ତ ପ୍ରକାର ର ଲୋକ ମାନେ ବାସ କରନ୍ତି । ଭାଷା ,ବର୍ଣ୍ଣ ,କଥାକଥିତ ଆଦି ରେ ସେମାନେ ଭରପୁର ଅଟନ୍ତି । ଜାତି , ଧର୍ମ ନିର୍ବିଶେଷରେ ସେ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି । ସମସ୍ୟା ଉତ୍ସବ ସମସ୍ତେ ଆନନ୍ଦ ଉଲାସ ର ସହ ମନାଇ ଥାଆନ୍ତି ।

କିନ୍ନର ମାନେ କେବଳ ଉତ୍ସବ ନୁହେଁ ସେମାନେ ନିଜର ଜୀବିକା ପାଇ ଘରେ ଜନ୍ମ ଦିନ ବା ବିଭାଘର ରେ ଯୋଗ ଦାନ କରିଥାନ୍ତି । ଖାଲି ରାସ୍ତା ରେ ନୁହେଁ ସେମାନେ ସୁଭ କାର୍ଯ୍ୟ ରେ ମଧ୍ୟ ଯୋଗଦାନ କଲେ ଶିବ ଙ୍କ ରୂପ ବୋଲି ମନାଯାଇଥାଏ । ଯେଉଁ ପ୍ରକାର ର ଖୁସି ଖବର ହେଲେ ମଧ୍ୟ ସେମାନେ ପଇସା ନ ନେଇ ଯାଇନଥାନ୍ତି ।

ଯଦି ଆପଣ ସେମାନେ ଙ୍କୁ ସେମାନେ ଙ୍କ ଦାବି ଅନୁସାରେ ପଇସା ଦେଇଥାନ୍ତି ସେମାନେ ଖୁସି ର ସହ ଆପଣ ଙ୍କୁ ଆଶୀର୍ବାଦ ଦେଇ ଚାଲିଯାଆନ୍ତି । ସେମାନେ ଙ୍କ ଆଶୀର୍ବାଦ ର ଅଧିକ ପ୍ରଭାବ ରହିଥାଏ । ଚାଲିଥିବା ଖରାପ ସମୟ ଦୂରେଇ ଯାଇଥାଏ । କିନ୍ନର ଯଦି ପଇସା ମାଗିଥାନ୍ତି ତାହେଲେ ଆପଣ ନ ଦେଇଥାନ୍ତି ବା ଯୁକ୍ତି କରିଥାନ୍ତି ସେମାନେ ଙ୍କ ଠାରୁ ଆପଣ ଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

ଯାହା କି ଆପଣ ଙ୍କୁ ନଷ୍ଟ କରିପାରେ । ଯଦି ଆପଣ କିନ୍ନର ଙ୍କୁ ପଇସା ଦେଲା ପରେ ଏହି 2 ଟି ଶବ୍ଦ କହି ଦେଉଛନ୍ତି ତାହେଲେ ବଦଳିଜିବ ଆପଣ ଙ୍କ ଭାଗ୍ୟ । ସୁବର୍ଣ୍ଣ ସୁଯୋଗ ବା ଧନ ଯୋଗ ର ରାସ୍ତା ଖୋଲିଯାଇଥାଏ । ଯଥା ଶୀଘ୍ର ମାଲାମାଲ୍ ହୋଇଯିବେ । ସମ୍ପତି ରେ ଉନ୍ନତି ଓ ଦୁଇ ଗୁଣ ଲାଭ ହୋଇଥାଏ ।

ଯଦି ଆପଣ ପଇସା ଦେଲା ପରେ ଚୁପ୍ ରେ କହିବେ କି, ଆଉ ଥରେ ଆସନ୍ତୁ, ତାହେଲେ ବଦଳି ଯିବ ଆପଣଙ୍କ ଭବିଷ୍ୟତ । ଯଦି ଆପଣ ତାଙ୍କୁ ଏହି କଥା କହୁଛନ୍ତି ତାହେଲେ ସେ ଭାବିବେ କୁ ଆପଣ ଏହି କଥା ତାଙ୍କୁ ହୃଦୟ ରୁ କହିଛନ୍ତି । ଏବଂ ସେ ଆପଣ ଙ୍କୁ ମଧ୍ୟ ଲମ୍ବା ଆୟୁଷ ଦେଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button