ରାଶିଫଳ

ଏହି ଶ୍ରାବଣରେ କୋଟିପତି ହେବେ 3 ରାଶି, ଖାଲି ଟଙ୍କା ବର୍ଷା- Jyotisha Shastra

ବନ୍ଧୁଗଣ ଜୁଲାଇ 14 ତାରିଖରୁ ଆରମ୍ଭ ହେଉଛି ଶ୍ରାବଣ ମାସ ବଦଳିବା ଯାଉଚି ଏହି 3 ଟି ରାଶି ର ଭାଗ୍ୟ । ଏହା ଆସନ୍ତା 12 ତାରିଖରେ ସମାପ୍ତ ହେବ । ଏଥର ଶ୍ରାବଣ ମାସ ରେ ଚାରୋଟି ସୋମବାର ପଡ଼ୁଚି । ପ୍ରଥମ ସୋମବାର 18 ଜୁଲାଇ । ଦ୍ୱିତୀୟ ସୋମବାର 25 ଜୁଲାଇ । ତୃତୀୟ ସୋମବାର ଅଗଷ୍ଟ 1 ତାରିଖ ଏବଂ ଚତୁର୍ଥ ସୋମବାର ଅଗଷ୍ଟ 8 ତାରିଖ ରେ ପଡ଼ୁଚି । ଶ୍ରାବଣ ରେ ପଡ଼ୁଥିବା ସୋମବାର ର ବିଶେଷ ମହତ୍ତ୍ଵ ରହିଛି ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ଏହି ମାସ ରେ ବିଧିପୂର୍ବକ ପୂଜାର୍ଚ୍ଚନା କରିଥାଏ ତାର ସମସ୍ତ ମସ୍କମାନ ପୂରଣ ହୋଇଥାଏ । ଏହି ମାସ ରେ ପ୍ରଭୁ ଶଙ୍କର ଙ୍କ କୃପା ଏହି 3 ଟି ରାଶି ଉପରେ ପଡ଼ିବାକୁ ଯାଉଚି । ତାହେଲେ ଆସନ୍ତୁ ଜାଣିବା କଣ କଣ ଏହି ରାଶି ଯାହା ଉପରେ ଶିବ ଙ୍କ ର କୃପା ପଡ଼ିବ ।

ମେଷ ରାଶି – ଏହି ମେଷ ରାଶି ର ବେକ୍ତି ମାନ ଙ୍କ ଉପରେ ଭଗବାନ ଙ୍କ କୃପା ପଡ଼ିବ । ଆର୍ଥିକ ଅବସ୍ଥା ସୁଦୃଢ ରହିବ । ପାରିବାରିକ ଶକ୍ତି ବୃଦ୍ଧି ହେବ । ଅଧ ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଦୂର ରୁ ଭଲ ସଂକେତ ମିଳିବ । ସଫଳତା ଓ ସହଯୋଗ ମିଳିବ । ଧନ ବର୍ଷା ହେବା ର ଯୋଗ ରହିଛି । ଯେଉଁ କାମ ରେ ଯାଉଛନ୍ତି ତାହା ନିଶ୍ଚୟ ସଫଳ ହେବ ।

କର୍କଟ ରାଶି – ଏହି ରାଶି ର ଲୋକ ମାନଙ୍କ ଉପରେ ଶିବ ନକର କୃପା ପଡ଼ିବ । ଅର୍ଥାତ୍ ସମସ୍ୟା ରୁ ସନ୍ଧାନ ପାଇବେ । ହଠାତ୍ ଖୁସି ଖବର ମିଳିବାକାର୍ଯ୍ୟ ର ବାଧା ସମ୍ପୂର୍ଣ୍ଣ ଦୁର ହେବ । ଧନ ବୃଦ୍ଧି ହେବାର ସମ୍ଭାବନା ରହିଛି । ନୂତନ କାର୍ଯ୍ୟ ଆରମ୍ଭ କରିବେ । ଆମଦାନୀ ହେବ । ନୂଆ ଖବର ମିଳିବା । ବ୍ୟବସାୟୀ ମାନ ନକର ଲାଭ ହେବ । କୋଟ ଓ କଚେରି ମାମଲା ରୁ ଦୂରେଇଯିବା । ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି ଦୂରେଇ ଯିବ ।

କନ୍ୟାରାଶି – ଏମାନ ଙ୍କ ଜିଆବ୍ନ ରେ ଖୁସି ଭରପୁର ରହିବ । କର୍ମ କ୍ଷେତ୍ର ରେ ଅଲଗା ପରିଚୟ ସୃଷ୍ଟି କରିବେ । ଯାତ୍ରା ରୁ ଭଲ ଲାଭ ମିଳିବା । ନିବେଶ ପାଇ ଏହି ସୁଯୋଗ କୁ ହାତଛଡ଼ା କରନ୍ତୁ ନାହିଁ । ବିଦେଶ ଯାତ୍ରା ର ସୁଯୋଗ ରହିଛି । ଧନ ସଂପତ୍ତି ଉପରେ ଆଗ୍ରହ ରହିବ । ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଏହାର ଯୋଗ ଭଲ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button