ବିଚାର

ମୁଠାଏ ସୋରିଷ ( Mustard ) ଆପଣଙ୍କୁ କରିବ କୋଟିପତି, କେବଳ ଏହି ଉପାୟ ଆପଣଙ୍କୁ ଆପଣେଇବା ପାଇଁ ପଡିବ

ଆମେ ଆମ ଭାଗ୍ୟ କୁ ବଦଳାଇବା ପାଇଁ ଅନେକ ଚେଷ୍ଟା କରି ଥାଉ । ଅନେକ ସମୟରେ ଏହା ସମ୍ଭବ ମଧ୍ୟ ହୋଇ ଯାଇଥାଏ । କିନ୍ତୁ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ କିଛି ଉପାୟ ମାନ କୃ ଥାଉ ସବୁ ଠାରୁ କମ ହେଉଛି ଯାହା ଆମେ ଚାହୁଁଛେ ତାକୁ ଆମେ ପାଇବା । ଆଜି ଯାଏ ଯଦି ଆମେ ଜାଣିନେ କି ଆମେ କଣ କରିବା ତ ଆମେ କିଛି ଜାଣିନେ । ଆମେ ଏହା ପାଇଁ ଶାସ୍ତ୍ର ରେ ଲେଖା ହୋଇ ଥିବା କାମ ମଧ୍ୟ ଆମେ କରି ଥାଉ ।

ଆମେ ଏହା ସହ ଅନେକ ପୂଜା ପାଠ ମଧ୍ୟ କରି ଥାଉ । ଅନେକ ଜଣ ଅଛନ୍ତି ମାନଶୀକ ମଧ୍ୟ କରି ଥାଉ । ଶାସ୍ତ୍ର ଅନୁସାରେ ଆଉ ଏକ ଉପାୟ ଅଛି ଏହାକୁ ପୁରୁଣା ଲୋକମାନେ ଅଧିକ ଭଲ ଭାବେ ଜାଣି ଥିବେ । ଏହା ପାଇଁ ଆପଣ ଏକ ଛୋଟ ଉପାୟ କରି ପାରିବେ ।

ଏହା ମଧ୍ୟରୁ କିଛି ତନ୍ତ୍ର ଶାସ୍ତ୍ର ରେ ମଧ୍ୟ ଲେଖା ଯାଇଛି । ଆପଣ କିଛି ସୋରିଷ ଆଣି ପାରିବେ ଓ ଏହାକୁ ବ୍ୟବହାର କରି ପାରିବେ । ଆପଣଙ୍କୁ ଏହାକୁ ନିଜ ଘରୁ ଆରାମରେ ପାଇଯିବେ । ଆପଣ ରୋଷେଇ ସାମଗ୍ରୀ କୁ ଆମେ ଖାଇବା ପାଇଁ ବ୍ୟବହାର କରିଥାଉ ।

ସୋରିଷ ଧଳା ମଧ୍ୟ ଥାଏ ମାତ୍ର ଆପଣ ଭି ଦେଖି ଥିବେ ବ୍ରାହ୍ମଣ ମାନେ ବ୍ୟବହାର କରି ଥିଲେ । ଏହା ସହ ଏହାକୁ ଶ୍ରାଦ୍ଧ କର୍ମ ରେ ମଧ୍ୟ ଏହାକୁ ବ୍ୟବହାର କରା ଯାଇ ଥାଏ । ଆସନ୍ତୁ ଜାଣିବା ଏକ ସରଲ ଉପାୟ । ଆପଣଙ୍କ ଘରେ ଯଦି କେହି ଛୋଟ ପିଲା ଥାନ୍ତି ସେମାନେ ସବୁ ବେଳେ କାନ୍ଦୁ ଛନ୍ତି କିମ୍ବା ଚିଡ ଚିଡ ହେଉଛି ।

ତେବେ ଆପଣ କିଛି ସୋରିଷ ନେଇକି ପିଲାର ମୁଣ୍ଡ ଉପରେ ସାତ ଥର ବୁଲାଇ ଆପଣ ଏହାକୁ ଏକ ନିଆଁ ରେ ପକାଇ ଦିଅନ୍ତୁ । ଦେଖିବେ ଆପଣ ଭଲ ପରିଣାମ ପାଇବେ । ପିଲା ଧୀରେ ଧୀରେ ଠିକ ହେବାରେ ଲାଗିବ । କେହି ଘରେ ଯଦି ସବୁ ବେଳେ ରାଗି ସ୍ଵଭାବର ହୋଇ ଥାଏ ।

ତେବେ ତାକୁ ସାନ୍ତ କରିବା ପାଇଁ ଆପଣ ଏହି ଉପାୟ କରିକି ତାକୁ ନେଇକି ଏକ ଜାଗାରେ ଭସାଇ ଦେଇ ପାରିବେ କିମ୍ବା ଜଳାଇ ଦେଇ ପାରିବେ ଧୀରେ ଧୀରେ ରାଗ ସାନ୍ତ ହେବାରେ ଲାଗିବ ।  ଆପଣ ଙ୍କ ଶନିଦଶା ଚାଲୁଥାଏ ତେବେ ପ୍ରତେକ ଶନିବାର ଦିନ ଏହାକୁ ପ୍ରବାହିତ କରି ଦିଅନ୍ତୁ । ଦେଖିବେ ସବୁ ପ୍ରକାର ଦଶା କଟିଯିବ । ଆପଣ କେଉଁ କାମକୁ ଜଲ୍ଦି କରିବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ଏହାକୁ ଗୁରୁବାର ଦିନ କାହାକୁ ଦାନ କରିବା ଭଲ ହୋଇ ଥାଏ । ଯାହା ଦ୍ଵାରା କାମ ଖୁବ କମ ଦିନରେ ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button