ଧର୍ମ

ହେ ଭଗବାନ ରକ୍ଷା କର ! ଓଡିଶାରେ ଦେଖାଗଲା ବିରଳ ଘଟଣା… ପୁରୀ ପତିତ ପାବନ ବାନାରେ ପଡିଲା ଶୂନ୍ୟ ଗଣ୍ଠି, କଣ ଏହାର କଳିଯୁଗର ଶେଷ ସଙ୍କେତ କି ? ଦେଖନ୍ତୁ କଣ କହିଲେ ଏହି ନନା…

ଓଡିଶା କୁ ଆସିଲା ଏକ ବଡ ବିପଦ । ଏହା କଣ ସତ ଅଟେ କି । ପତିତ ପାବନ ବାନା ଆମ ଜଗନ୍ନାଥ ମନ୍ଦିର ରେ ଲଗା ଯାଇ ଥିବା ପତାକାର ନାମ ଏହା । ଏହାର ମାନେ ହେଉଛି କି ପତିତ କିମ୍ବା ଯେଉଁ ମାନେ ତଳେ ଅଛନ୍ତି ତାଙ୍କୁ ଉଦ୍ଧାର କରିବା ପାଇଁ ଏହି ବାନା ଭଗବାନ ଲଗାଇ ଛନ୍ତି । ଏହାର ମାନେ ହେଉଛି ଭଗବାନ ସେମାନଙ୍କ ପାଖରେ ସବୁ ବେଳେ ଥାନ୍ତି ଯେଉଁ ମାନେ ଯେତେ ଗରିବ ହେଲେ ମଧ୍ୟ ତାଙ୍କ ମନରେ ଭଗବାନ ଙ୍କୁ ବସାଇ ଥାନ୍ତି ।

ଏବେ ଏହା କିଛି ଦିନ ତଳେ ଉଡି ଯିବାର ଶୁଣିବା ପାଇଁ ମିଳି ଥିଲା । ଏହା ଆମକୁ କଣ ସୂଚନା ଦେଉଛି କଣ ହେବା ପାଇଁ ଯାଉଛି ଆଗକୁ ଏହା ଆସନ୍ତୁ ଜାଣିବା । ଶ୍ରୀ ମନ୍ଦିର ଓ ନୀଳ ଚକ୍ର କୁ ନେଇକି ସବୁ ବେଳେ ପୁରୀ ଶ୍ରୀମନ୍ଦିର ଚର୍ଚ୍ଚା ରେ ରହି ଥାଏ । କେତେ ବେଳେ ଶାଗୁଣା ଆସିକି ନୀଳଚକ୍ର ଉପରେ ବସିବା କଥା ହେଉ.।

କିମ୍ବା ନୀଳ ଚକ୍ର ଉପରେ ଉଡୁଥିବା ବାନା ରେ ନିଆଁ ଲାଗିବା କଥା ହେଉ ସବୁ ବେଳେ ଏହା ଚର୍ଚ୍ଚା ରେ ରହି ଆସିଛି । ଏବେ ପୁଣି ସାମନାରେ ଆସିଛି ଆଉ ଏକ ନୂଆ ମୋଡ ଗତକାଲି ନୀଳଚକ୍ର ରେ ଲାଗି ଥିବା ଧ୍ଵଜା ନଇ ପଡିଥିଲା ଏହା ସହ ବାଉଁଶ ମଧ୍ୟ ନଇଁ ଯାଇ ଥିଲା ।

ଯାହା ର କାରଣ ହେଉଛି ଗତ କାଳୟର ହୋଇଥିବା କଳବାଇଶାଖୀ ର ବର୍ଷା । ହେଲେ ଧ୍ୟଜ୍ଜା ଠିକ ଥିଲା । ଯେତେବେଳେ ସେବାୟତ ମାନେ ଉପରକୁ ଚଢିକି ବାନା ଠିକ କରିବା ପାଇଁ ଯାଇ ଥିଲେ ସେ ଦେଖିବା ପାଇଁ ପାଇଲେ କି ବାନ ଶୂନ୍ୟରେ ମନକୁ ମନ ଗଣ୍ଠି ପଡି ଯାଇଛି ।

ଯାହା ଏକ ବିରଳ ଦ୍ରୁଶ୍ଯ ଅଟେ କିମ୍ବା ଏକ ଅଘଟଣ ହୋଇ ପାରେ ମଧ୍ୟ ଶଙ୍କା କରା ଯାଉଛି । ସେବାୟତ ଜଣଙ୍କ କହିଛନ୍ତି ଏହି ଭଳି ଆଗରୁ କେବେହେଲେ ହୋଇନି । ଗୁଡାଇ ହେବା ଏକ ଭିର୍ଣ୍ଣ କଥା କିନ୍ତୁ ହନଥି ପଡିଯିବା ଆଉ ଏକ ପ୍ରକାର କଥା । ଯେଉଁ ସମୟରେ 51 ହାତ ବାନା ଲଗା ଯାଉଥିଲା ସେତେବେଳେ ଗଣ୍ଠି ଦେଖିବା ପାଇଁ ମିଳୁ ଥିଲା ।

ମାତ୍ର ଯେବେ ଠାରୁ 14 ହାତିଆ ଗଣ୍ଠି ପଡୁଛି ସେବେ ଠାରୁ ଏହା ପଡିବାର ଦେଖିବା କୁ ମିଳି ନଥିଲା । ଏହା ପ୍ରଥମ ଥର ଅଟେ ଏହା ଏତେ ଶକ୍ତ ଗଣ୍ଠି ହୋଇ ଥାଏ କି ଏହାକୁ କାଟିଲେ ମଧ୍ୟ ଏହା କଟି ନଥାଏ । ଏହା ହେଉଛି ଶୂନ୍ୟ ଗଣ୍ଠି ଯାହା ଅଧିକ ପବନ ହେବା ଦ୍ଵାରା ଅଧିକା ବାନା ଥିବା ଯୋଗୁ ଗଣ୍ଠି ପଡି ଯାଇ ଥାଏ । ପ୍ରକୃତିକ ଉପାୟରେ ଏହା ଗଣ୍ଠି ପଡି ଯାଇଥାଏ ।

କାଳବଇଶାଖୀ କାଲୀ ଦିହିପର କୁ ଢାଙ୍କି ଦେଇ ଥିଲା ଯେଉଁ ଭଳି ଭାବେ ବାଦଲ ର ଚାଦର ପଡିଛି । ଏହା ଓଡିଶାର ବହୁତ ଜାଗାକୁ ପ୍ରଭାବିତ କରିଥିଲା ଏହା ସହ ଏହା ଜଗନ୍ନାଥ ଙ୍କ ନୀଳ ଚକ୍ର ବାନା ରେ ମଧ୍ୟ ଗଣ୍ଠି ପକାଇ ଦେଇ ଥିଲା । ଆଶ୍ଚର୍ଯ୍ୟ ଜଣକ ଘଟଣା ଏହାକି ଏତେ ଅଧିକା ପବନ ନଥିଲା କି ଏହି ଭଳି ଗଣ୍ଠି ପଡିବ । ତେବେ ଏହା ଆଗକୁ କଣ ପରିଣାମ ଦେବ ଦେଖିବା ବାକି ରହିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button