ରଜ ସଙ୍କ୍ରାନ୍ତି ( 15 June ) ଠାରୁ ଏହି 4ଟି ରାଶି ହେବେ ଭାଗ୍ୟଶାଳୀ, ଘରେ ହେବ ଧନର ବର୍ଷା

ଆଜି ଠାରୁ ରଜ ପର୍ବ ଆରମ୍ଭ ହେଲା । ତେବେ ଏହି ରଜ ପର୍ବ ତିନି ଦିନ ଧରି ପାଳିତ ହେବ । ପହିଲି ରଜ, ରଜ ସଂକ୍ରାନ୍ତି, ଶେଷ ରଜ ବା ବସୁମତୀ ସ୍ନାନ । ତେବେ ଏହି ତିନି ଦିନ ପର୍ଯ୍ୟନ୍ତ ଘରର ଝିଅ ମାନେ କୌଣସି କାର୍ଯ୍ୟ କରନ୍ତି ନାହିଁ । ସଜବାଜ ହୋଇ ଦୋଳି ଖେଳି ଥାଆନ୍ତି । ଘରେ ଘରେ ପୋଡ଼ ପିଠା ଆଦି ବିଭିନ୍ନ ପିଠା ପ୍ରସ୍ତୁତ କରା ଯାଇ ଥାଏ । ଏହା ଆମ ଓଡିଶା ର ପରମ୍ପରା ଅଟେ । ଏହି ଦିନ ମାତା ଲକ୍ଷ୍ମୀ ରାଜସଫଲା ହୋଇଥାନ୍ତି ।
ତେବେ ଜ୍ୟୋତିଷ ଶାସ୍ତ୍ର ର ଗଣନା ଅନୁସାରେ । ଏହି ରଜ ସଂକରାନ୍ତି ଦିନ ପର ଠାରୁ ମାନେ ୧୫ କିଛି ରାଶିଙ୍କୁ କିଛି ଶୁଭ ଫଳ ପ୍ରାପ୍ତ ହେବ । ଏମାନଙ୍କ ପାଇଁ ଏବେ ବହୁତ ଶୁଭ ସମୟ ଆସୁଛି । ତେବେ କଣ ଏହି ରାଶି ଗୁଡିକ ତାହା ଆମେ ଜାଣିବା । ପ୍ରଥମ ରାଶି ହେଉଛି ସିଂହ ରାଶି – ଆସନ୍ତା ରଜ ପର୍ବ ଦିନ ଠାରୁ ଆପଣଙ୍କ ର ପ୍ରତେକ କାର୍ଯ୍ୟ ରେ ସଫଳତା ପ୍ରାପ୍ତ କରିବେ ଆପଣ ।
ଆପଣଙ୍କର ସବୁ କ୍ଷେତ୍ରରେ ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ମଧ୍ୟ ଭଲ ରେ ଅତିବାହିତ ହେବ । ଯାହା ଦ୍ଵାରା ପ୍ପରିବାର ରେ ଶାନ୍ତି ରହିବ । ଯେଉଁମାନେ ଅବିବାହିତ ସେମାନଙ୍କୁ ପ୍ରେମ ପ୍ରୋପଜାଲ ଆସିପାରେ ଆପଣ ଏହି ସମୟରେ ନିଜ ପ୍ରକୃତ ଭଲ ପାଇବା କୁ ପାଇ ଯିବେ ନିଶ୍ଚିତ ଭାବେ ।
ଦ୍ଵିତୀୟ ରାଶି ହେଉଛି ତୁଳା ରାଶି – ଏହି ରାଶିର ଲୋକଙ୍କ ପାଇଁ ବହୁତ ଭଲ ସମୟ ଅଛି । ଆପଣଙ୍କ ଜୀବନର ସବୁ ସମସ୍ୟା ଏବେ ଦୂର ହେବ । ଆପଣଙ୍କ ର ବ୍ୟବସାୟ ରେ ଉନ୍ନତି ହେବ ସବୁ ଦିଗରୁ ଧନର ବର୍ଷା ହେବା ଆଇନ ଯାଉଛି । କିନ୍ତୁ ଆପଣ ବ୍ୟୟ କରିବା ସମୟରେ ଦେଖିକରି ବ୍ୟୟ କରିବେ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ଆଗକୁ ଯାଇକି ଏହା ପାଇଁ ଆପଣ ପଶ୍ଚାତାପ କରିବେ ।
ତୃତୀୟ ରାଶି ହେଉଛି କନ୍ୟା ରାଶି – ଆପଣଙ୍କ ର ସବୁ ସମସ୍ୟା ଏହି ରଜ ପର୍ବ ଠାରୁ ସମାଧାନ ହୋଇଯିବ। ଆପଣଙ୍କ ର ଅଟକିଥିବା କାର୍ଯ୍ୟ ଏବେ ପୂର୍ଣ ହେବ । ପରିବାରରେ ସୁଖ ଶାନ୍ତି ଆଦିର ବୃଦ୍ଧି ହେବ । ଧନ ବୃଦ୍ଧି ହେବ ଆପଣ ଏହା ପାଇଁ ବହୁତ ଖୁଶି ଅନୁଭବ କରିବେ ।
ଯେଉଁମାନେ ଛାତ୍ରଛାତ୍ରୀ ଅଛନ୍ତି ସେମାନଙ୍କର ପରୀକ୍ଷା ରେ ଭଲ ଫଳ ମିଳିବ ସ୍କଲାର୍ଷିପ ମଧ୍ୟ ପାଇ ପାରନ୍ତି । ଚତୁର୍ଥ ରାଶି ହେଉଛି ବୃଷ ରାଶି – ଆପଣଙ୍କ ପରିବାରରେ କୌଣସି ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇ ପାରେ । ରଜ ରେ ନିଜର ଆୟ ଅଧିକ ବୃଦ୍ଧି ହେବାର ଓ ବ୍ୟୟ କମ ହେବବାର ଆପଣ ଅନୁଭବ କରିବେ ।
କିନ୍ତୁ କୌଣସି କାର୍ଯ୍ୟ କରିବା ଆଗରୁ ଆପଣ ଭାବି ଚିନ୍ତି କାର୍ଯ୍ୟ କରିବା ଭଲ । ପଞ୍ଚମ ରାଶି କୁମ୍ଭ ରାଶି – ଏହି ରାଶିର ଲୋକମାନଙ୍କୁ ରଜ ପର ଠାରୁ ଅନେକ ଲାଭ ହେବାର ଯୋଗ ଅଛି । କୌଣସି ସ୍ଥାନ କୁ ଆପଣ ଯାତ୍ରା କରି ପାରନ୍ତି । କୌଣସି କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ଥିଲେ ତାହା ପୁର୍ଣ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ।