ରାଶିଫଳ

କାନ୍ଦିବାର ଦିନ ହେଲା ଶେଷ, ଆସନ୍ତା 13 ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନବର୍ଷା କରିବେ ଶନିଦେବ

ସୂର୍ଯ୍ୟ ଦେବଙ୍କ ପୁତ୍ର ହେଉଛନ୍ତି ଶନି ଦେବ । ଶନି ଦେବ ହେଉଛନ୍ତି କର୍ମ ର ଦେବତା। ନ୍ୟାୟ ର ଦେବତା । ସେ ସର୍ବଦା ଲୋକଙ୍କ କର୍ମ ଦେଖି ଫଳ ପ୍ରଦାନ କରନ୍ତି । ଯଦି କେହି ଅନ୍ୟାୟ କରୁଥାଏ ତେବେ ଶନି ଦେବ ତାଙ୍କ ଉପରେ ନିଜର କୋପ ଦୃଷ୍ଟି ପକାଇ ଥାନ୍ତି। କିନ୍ତୁ ଆମ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି କୁହାଯାଇଛି ଯାହାର ଜାତକ ରେ ଶନି ସବଳ ଥାଆନ୍ତି ତାଙ୍କର ଜୀବନରେ କୌଣସି ଅସୁବିଧା ହୁଏ ନାହିଁ ।

ସେମାନଙ୍କ ଉପରେ କୌଣସି ବିପଦ ଆସେ ନାହିଁ । ଯାହାର ଶନି ଦୁର୍ବଳ ଥାଆନ୍ତି ତାଙ୍କୁ ଜୀବନରେ ବହୁତ ଦୁଃଖ କଷ୍ଟ ଆସିଥାଏ । ଅର୍ଥ ଅଭାବ ଦେଖା ଦେଇଥାଏ । ତେବେ ଯଦି ଶନି ଦୁର୍ବଳ ଥାଆନ୍ତି ତେବେ ତାଙ୍କୁ ପ୍ରସନ୍ନ କରିବାର ଅନେକ ଉପାୟମାନ ଅଛି । ଯେପରି କି ଆପଣ ଶନିବାର ଦିନ ସୋରିଷ ତେଲ ଓ ରୁଟି କୁକୁରକୁ ଖାଇବାକୁ ଦେବେ ତ ଶନିଦେବ ସନ୍ତୁଷ୍ଟ ହେବେ।

ଶନିବାର ଦିନ ଯଦି ଆପଣ ହନୁମାନ ଜି ଙ୍କ ପୂଜା କରିବେ ତେବେ ଆପଣଙ୍କ ଉପରେ ଶନି ଦେବ ପ୍ରସନ୍ନ ହେବେ । ତେବେ ସେହି ଭଳି ଶନି ଦେବ ନିଜର କୃପା କିଛି ରାଶି ଉପରେ ପକାଇବାକୁ ଯାଉଛନ୍ତି । ୨୧ ବର୍ଷ ପର୍ଯ୍ୟନ୍ତ ଏହି ରାଶିର ଲୋକଙ୍କର ଉପରେ ଶନି ଦେବଙ୍କ କୃପା ଦୃଷ୍ଟି ରହିବ ।

ତେବେ ସେହି ରାଶି ଗୁଡିକ କଣ ଓ କେଉଁ ଲାଭ ସେମାନେ ପାଇବେ ତାହା ସମ୍ପର୍କରେ ଜାଣିବା । ପ୍ରଥମ ରାଶି ହେଉଛି – କର୍କଟ ରାଶି – ଆପଣଙ୍କର ସବୁ କାର୍ଯ୍ୟ ରେ ସଫଳତା ମିଳିବ । ଧନ ଲାଭ ର ଯୋଗ ଅଛି । ପାରିବାରିକ ଶାନ୍ତି ବୃଦ୍ଧି ହେବ । କ୍ୟାରିୟର ପାଇଁ ମଧ୍ୟ ଭଲ ସମୟ ।

ଦ୍ଵିତୀୟ ରାଶି ମେଷ ରାଶି – ଆପଣଙ୍କର ଧାର୍ମିକ କାର୍ଯ୍ୟ ରେ ମନ ନିବେଶ ହେବ । ଧର୍ମ ଜାର୍ଯ୍ୟ ରେ ଆପଣ ଅର୍ଥ ଖର୍ଚ୍ଚ ହେବ। କୌଣସି ଅଟକିଥିବା କାର୍ଯ୍ୟ ଏବେ ପୁରା ହେବ । ତୃତୀୟ ରାଶି ହେଉଛି କନ୍ୟା – ଆପଣଙ୍କର ଧନ ଲାଭ ଯୋଗ ଅଛି । ଆପଣଙ୍କ ଆୟ ରେ ବୃଦ୍ଧି ହେବ ।

କୌଣସି ସ୍ଥାନ କୁ ଆପଣ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ। ଚତୁର୍ଥ ରାଶି ତୁଳା ରାଶି – ଆପଣଙ୍କର ସବୁ ସମସ୍ୟା ଏବେ ଦୂର ହେବ । ଆୟ ରେ ବୃଦ୍ଧି ହେବ । ପାରିବାରିକ ଶାନ୍ତି ବଜାୟ ରହିବ । ବୈବାହିକ ଜୀବନ ଆନନ୍ଦମୟ ହେବ । ପଞ୍ଚମ ରାଶି ମକର ରାଶି – ଯେଉଁମାନଙ୍କ ର ବିବାହ ହେଉପାରି ନାହିଁ ସେମାନଙ୍କର ବିବାହ ହୋଇଯିବ। ଆପଣଙ୍କ ଉପରେ ୨୧ ବର୍ଷ ପର୍ଯ୍ୟନ୍ତ ଶନି ଦେବଙ୍କ। କୃପା ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ଷଷ୍ଠ ରାଶି ମୀନ ରାଶି – ଆପଣଙ୍କ ର ପଦୋନ୍ନତି ହେବ । ଆୟ ବୃଦ୍ଧି ହେବ । ବ୍ୟବସାୟ ରେ ଲାଭ ହେବ । କୌଣସି କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିଲେ ପୂର୍ଣ ହେବ । ଶନି ଦେବଙ୍କ କୃପା ଆପଣଙ୍କୁ ପ୍ରାପ୍ତ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button