ରାଶିଫଳ

ଦୀର୍ଘ 91 ବର୍ଷ ପରେ ବନୁଛି ଏଭଳି ମହାସଂଯୋଗ, ହନୁମାନଙ୍କ କୃପାରୁ ଏହି 5ଟି ରାଶି ହେବେ କୋଟିପତି… ମିଳିବ ଖାଲି ଟଙ୍କା ହିଁ ଟଙ୍କା

ଏହି 4 ଟି ରାଶି ଙ୍କ ଉପରେ ପଡ଼ିବ ବଜରଙ୍ଗ ବାଲି ଙ୍କ କୃପା । ବଦଳି ଯିବ ଭାଗ୍ୟ । ଏମିତି କୌଣସି ମନୁଷ୍ୟ ନାହାନ୍ତି ଯେ କି ଯାହା ଭାଗ୍ୟ ରେ ଦୁଃଖ ନାହିଁ ବା ଦୁଃଖର ଶିକାର ହୋଇନାହାନ୍ତି । ସମସ୍ତେ ନିଜ ଜୀବନ ରେ ସୁଖ ଓ ଦୁଃଖ ଉଭୟ ର ପ୍ରଭାବ କୁ ଅନୁଭୂତି କରିଥାନ୍ତି । କିନ୍ତୁ ଏମିତି କିଛି ରାଶି ଯେଉଁ ମାନ ଙ୍କ ଭାଗ୍ୟ ରେ ଦୁଃଖ ଲାଗି ରହିଥାଏ । ସେମାନେ ଆପ କିଛି କାମ କରିଥାନ୍ତି ଯାହା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ରୁ ଅନଟନ ହୋଇଥାନ୍ତି ।

ଏବଂ ଦୁଃଖ ରେ ଭରି ରହିଥାଏ ଜୀବନ । ଏହି ରାଶି ମାନ ଙ୍କ ଚଳନ ଗ୍ରହ ମାନ ଙ୍କ ଫଳାଫଳ ବାବଦରେ ଅବଗତ କରିଥାଏ । ଯେଉଁ ରାଶି ଙ୍କ ଉପରେ ବଜରଙ୍ଗ ବାଲି ଙ୍କ କୃପା ପଡ଼ିବାକୁ ଯାଉଚି ଚାଲନ୍ତୁ ଆଲୋଚନା କରିବା ସେମାନେ ଙ୍କ ସମ୍ପର୍କ ରେ । ଏବେ ସେମାନେ ଙ୍କ ଜୀବନ ରେ ଚାଲୁଥିବା ଦୁଃଖ ଦୂର ହୋଇଯିବ । ଥରେ ଯଦି ତାଙ୍କ ଆଶୀର୍ବାଦ ଆମ ଉପରେ ପଡ଼ିଥାଏ, ତାହେଲେ ଯିଅଣ ର ସବୁ ଦୁଃଖ ଦୂର ହୋଇଥାଏ ।

ମେଷ ରାଶି- ଭଗବାନ ଆପଣ ଙ୍କ ସମସ୍ତ ଦୁଃଖ ବୁଝୁଛନ୍ତି ବା ଆପଣ ଙ୍କ ଜୀବନ ରୁ ଏହି ସମୟ ରେ ଦୁଃଖ ର ଅନ୍ତ ଘଟିବ । ହନୁମାନ ଙ୍କ ଉପରେ ବିଶ୍ୱାସ ରଖିବେ । ସବୁ ମଙ୍ଗଳବାର ତେଲର ଦୀପ ଜଳାଇ ଦ୍ଵାରା ଭଗବାନ ଆପଣ ଙ୍କ ଉପରେ ଖୁସି ବା ପ୍ରିତ ହେବେ । ଏବଂ ସମସ୍ତ ଦୁଃଖ କଷ୍ଟ କୁ ଦୁର କରିଦେବେ ।

କନ୍ୟା ରାଶି – ଏମାନ ଙ୍କ ଜୀବନ ରୁ ଦୁଃଖ ଦୂର ହେବ । ଆପଣ ନକର କେହି କ୍ଷତି କରିପାରିବେ ନାହିଁ । ଆଉ ଦୁଷ୍ଟ ବୁଦ୍ଧି ବା ଦୁଷ୍ଟ ଶକ୍ତି ଆପଣ ଙ୍କୁ କ୍ଷଣେ ମଧ୍ୟ ଛୁଇଁ ପାରିବନାହିଁ । ସବୁ ଶନିବାର ବା ମଙ୍ଗଳବାର ଭଗବାନ ହନୁମାନ ନକର ବ୍ରତ ରଖିବାର ଅଛି । ଦେଖିବେ ଆପଣ ନକର ସବୁ କାମ ବିନା ଅସୁବିଧାର ସହ ପୂରଣ ହୋଇଯିବ ।

ମକର ରାଶି – ସମସ୍ତ ଅଟକି ରହିଥିବା କାର୍ଯ୍ୟ ପୁରା ହେବ । ଏହା ସହ ବେପାର ବାଣିଜ୍ୟ ରେ ଆପଣ ଙ୍କ ର ଲାଭ ହେବ । ଚାକିରି ରେ ଉନ୍ନତି ହେବ ସଙ୍ଗେ ସଙ୍ଗେ ଧନ ର ବୃଦ୍ଧି ହେବ । ହନୁମାନ ଙ୍କ ପୂଜା କରିବା ସହ ମନ୍ଦିର ରେ ନଡିଆ ଓ ପ୍ରସାଦ ଚଢ଼ାନ୍ତୁ ଦେଖିବେ ସମସ୍ତ ଆଶା ବା ଇଛା ପୂରଣ ହେବ ।

କୁମ୍ଭ ରାଶି – ଏହି ରାଶି ରେ ଯେତେ ମଧ୍ୟ ସମସ୍ୟା ରହିଛି ତାହା ବୋହୁତ ଜଲଦି ଶେଷ ହେବାକୁ ଲାଗିବ । ସମସ୍ତ ଦୁଃଖ ର ଅନ୍ତ ଘଟିବ । ଭଗବାନ ହନୁମାନ ଆପଣ ଙ୍କୁ ବୋହୁତ ଭଲ ରେ ରଖିବା ପାଇଁ ଚେଷ୍ଟା କରିବେ । ଏହି ଲୋକ ମନେ ଯଦି ଭଗବାନ ହନୁମାନ ଙ୍କୁ ସ୍ମରଣ କରିବା ସହ ତାଙ୍କ ନାମ କୁ ଜପିବାରେ ଲଗାନ୍ତୁ ତାହେଲେ ଭଗବାନ ଙ୍କ କୃପା ନିଶ୍ଚିତ ରୂପେ ପଡ଼ିବ । ତେବେ ବନ୍ଧୁଗଣ ପ୍ରଭୁ ହନୁମାନ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ହନୁମାନ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button