ସ୍ୱାସ୍ଥ୍ୟ

ଅର୍ଶ ( Piles ), ମଳକଣ୍ଟକ, ଭଗନ୍ଦର ମୂଳରୁ ହେବ ଶେଷ, କରନ୍ତୁ ଏହି ଦେଶୀ ଉପାୟ ( Healthy Tips )

ଆପଣଙ୍କ ର ଯଦି ଅର୍ଶ ଅଛି । ଆପଣଙ୍କ ଖାଦ୍ଯ ଠିକ ଭାବେ ପାଚନ ହେଉନି କିମ୍ବା ଆପଣ ଯଦି ଆପଣ ଯଦି ମଳତ୍ୟାଗ କରିବା ବେଳେ ଆପଣ କଷ୍ଟ ଅନୁଭବ କରୁଛନ୍ତି କି ଏହା ସହ ଆପଣ ଶୌଚ ହେବ ସମୟରେ ଅଧିକା ରକ୍ତ ଯାଉଛି କି ? ଏହା ସହ ଆପଣ ଙ୍କ ପେଟରେ ଯଦି ଗ୍ଯାସ ର ସମସ୍ଯା ଅଛି କିମ୍ବା ଆପଣ ଖଟା ହାକୁଡି ମାରୁଛନ୍ତି କି ଏହା ଭଳି ଆହୁରି ସମସ୍ଯା ମାନ ଅଛି । ଆପଣ ଯଦି ଏହି ସମସ୍ଯା ରୁ କିଛି ସମସ୍ଯା କୁ ଅନୁଭବ କରୁଛନ୍ତି ତେବେ ଆପଣ ଏହା ଜାଣୀ ନିଅନ୍ତୁ କି ଆଗାମୀ ଦିନ ଏହା ଭୟଙ୍କର କଷ୍ଟ ହୋଇ ପାରେ ।

ଆପଣ ଏହାକୁ କମାଇବା ପାଇଁ ବାହାର ର ଔଷଧ କିଣିବା ଅପେକ୍ଷା  ଆପଣ ଏହାକୁ ଘରୋଇ ଉପଚାର ଦ୍ଵାରା ଆପଣ ଏହାକୁ ଭଲ କରି ପାରିବେ । ଅର୍ଶ ଆମ ମଳଦ୍ଵାର ଜାଗାରେ ହୋଇ ଥାଏ । ଏହା ସଭିଙ୍କ ପାଖରେ ଦେଖା ଯାଇ ଥାଏ । କେଉଁ ନା କେଉଁ ବୟଶରେ ଏହା ଆମକୁ ସାମନା କରିବା ପାଇଁ ପଡିଥାଏ । ଏହା ଆମ ର ଶରୀର ଭିତରେ ରହି ଥାଏ କିମ୍ବା ଏହା ବାହାର ଥାଏ । କିଛି ସମୟରେ ଏହା ଅଧିକ ରକ୍ତ ବାହାରି ଥାଏ ।

ଯେଉଁ ମାନଙ୍କ ଶୁଖିଲା ଅର୍ଶ ରେ ଆମକୁ ଅଧିକ କଷ୍ଟ ହୋଇ ନଥାଏ ଏହା ଆମ ଶରୀର ର ବାହାର ଜାଗାରେ ଥାଏ ଏହା ଅଧିକା କଷ୍ଟ ଦେଇ ନଥାଏ କି ରକ୍ତ ମଧ୍ୟ ବାହାରି ନଥାଏ । ଯଦି ଆମେ ଦେଖିବା ତ ଆମେ ଜାଣି ପାରିବା କି ଏହା ଆମକୁ ବାର ବାର ଆସିବା ଦ୍ଵାରା ଏହା ମଧ୍ୟରେ ରକ୍ତ ଜମା ହୋଇ ଯାଇ ଥାଏ ।

ଏହା ମଧ୍ୟରେ ଅସହ୍ୟ ଯନ୍ତ୍ରଣା ଦେଇ ଥାଏ । ଯଦି ଏହା ଗମ୍ଭୀର ଅବସ୍ଥା ରେ ଯାଇ ନାହିଁ ତେବେ ଏହା 5 ରୁ 6 ଦିନ ମଧ୍ୟରେ ଭଲ ହୋଇ ଯାଇ ଥାଏ । କେଉଁ ଜିନିଷ କୁ ବ୍ୟବହାର କରି ଆମେ ଭଲ ପରିଣାମ ପାଇବେ । କଲରା କୁ ଆପଣ ପାଚିଲା ଆଗରୁ ଏହାକୁ ନେଇକି ଏହାକୁ ଚେଲୀ ଚୋପା ଛଡେଇକି ଏହାକୁ ଗ୍ରାଇଣ୍ଡ କରି ନିଅନ୍ତୁ । ଏହି ରସ ତିଆରି ହୋଇଯିବା ପରେ ଏହା ମଧ୍ୟରେ ଆପଣ ଏକ ଚାମଚ କଲରା ରସ ରେ ଆପଣ ଏକ ଚାମଚ ଚିନୀ ପକାଇ ଏହାକୁ ସେବନ କରନ୍ତୁ ।

ଏହା ଦ୍ଵାରା ଆପଣ ଫାଇଦା ପାଇବେ । ଆପଣ ଦିନକୁ ଏହାକୁ ଦୁଇଥର ବ୍ୟବହାର କରି ପାରିବେ । ଆଉ ଏକ ଉପାୟ ହେଉଛି ଆପଣ ଏକ ଲେମ୍ବୁ କୁ ନେବେ ଏହାର ରସ କୁ ଆପଣ କାଢି ନେବେ ଓ ଏହା ପରେ ଆପଣ ଏକ ଗ୍ଳାସ କ୍ଷୀର ନେବେ ଏହାକୁ କଞ୍ଚା ନେଲେ ଭଲ କିନ୍ତୁ ଆପଣ ଯଦି ଏହାକୁ ଫୁଟାଇ ନେଇଛନ୍ତି ତେବେ ଏହା ଥଣ୍ଡା କରିକି ନେବେ ।

ଏହି କ୍ଷୀର ରେ ଆପଣ ଲେମ୍ବୁ ରସ କୁ ପକାଇ ଏହା ଛିଡିବା ଆଗରୁ ଆପଣ ଏହାକୁ ସେବନ କରି ନେବେ । ଏହା ପରେ ଆସେ ଦହି ଏହା ଆମ ପାଇଁ ବହୁତ ଭଲ ଅଟେ ଆମ ପେଟ କୁ ଥଣ୍ଡା ମଧ୍ୟ କରି ଥାଏ । ଆପଣ ଏକ କପ ଦହି ନିଅନ୍ତୁ ଏହା ପରେ ଆପଣ ଜୁଆଣୀ ପାଉଡର ନେଇକି ଏହାକୁ ଦହି ରେ ପକାଇ ଦିଅନ୍ତୁ । ଏହା ପରେ  ଆପଣ କିଛି ଶେନ୍ଧା ଲୁଣ ପକାଇଆ ଏହାକୁ ଆପଣ ସେବନ କରନ୍ତୁ । ଏହାକୁ ସେବନ କରିବା ଦ୍ଵାରା ଏହା ମଳ କୁ ହାଲୁକା କରି ଦେଇ ଥାଏ ଫଳରେ ମଳ ଆରାମ ରେ ବାହାରି ଯାଇ ଥାଏ ଓ କଷ୍ଟ ହୋଇ ନଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button