ସ୍ୱାସ୍ଥ୍ୟ

ସ୍ମରଣ ଶକ୍ତି ଏତେ ବଢିଯିବ ଯେ କମ୍ପୁଟର ବି ଫେଲ ହୋଇଯିବ, କରନ୍ତୁ ଏହି ଉପାୟ ( Increase Memory Power )

ଆପଣ ଜାଣିଥିବେ କି ସବୁ ପିଲା ମାନେ ସମାନ ନୁହଁନ୍ତି ଆପଣ ଏହା ମଧ୍ୟ ଜଣାଇ ଥିବେ ତ କିଛି ଜଣ ଅଛନ୍ତି ଯେଉଁ ମାନେ ବହୁତ କମ ସମୟ ପାଠ ପଢିକି ବହୁତ କିଛି ମାନେ ରାଖୀ ଦେଇ ପାରନ୍ତି । ଏହା ସହ କିଛି ଏହି ଭଳି ପିଲା ମାନେ ମଧ୍ୟ ଅଛନ୍ତି ଯେଉଁ ମାନେ ଯେତେ ଅଧିକା ପାଠ ପଢିବା ପରେ ମଧ୍ୟ ସେମାନେ ଆଗକୁ ଯାଇ ପାରନ୍ତି ନି । ଆପଣ ଯଦି ଦେଖି ବେ ତ ଏହାଙ୍କ ସ୍ମରଣ ଶକ୍ତି ବଢାଇବା ପାଇ ଆମେ ଅନେକ ଚେଷ୍ଟା କରି ଥାଉ ।

ଦେଖନ୍ତୁ ସ୍ମରଣ ଶକ୍ତି ବଢାଇବା ପାଇଁ ଆମେ ଆପଣଙ୍କୁ ଆଜି କିଛି ଉପାୟ ମାନ କହିବ ମାତ୍ର କିଛି ଏହି ଭଳି କାମ ଅଛି ଯାହା ଆପଣ ଜାଣିବା କଥା ପ୍ରଥମ କଥା ହେଲା ଆପଣ ପିଲା ଉପରେ ଅଧିକ ଚାପ ପକାଇବା ଉଚିତ ନୁହେଁ । ଏହା ସହ ଆପଣ ସବୁ ବେଳେ ପିଲାକୁ ବୁଝିବା ପାଇଁ ଚେଷ୍ଟା କରି ନିଅନ୍ତୁ କି ସେମାନେ କେଉଁ ଭଳି ଅଟନ୍ତି କଣ ଚାହାଁନ୍ତି । ତେବେ ଆସନ୍ତୁ ଜାଣିବା ଘରୋଇ ଉପଚାର ଯାହାକୁ ଆପଣ ଘର ପାଖରେ ଥିବା ସାଧାରଣ ଜିନିଷରୁ ବଣାଇ ପାରିବେ । ପ୍ରଥମ ଜିନିଷ ହେଉଛି ନଡିଆ ଏହାକୁ ଆମେ ଶ୍ରୀ ଫଳ କହୀ ଥାଉ ।

ଏହା  ଖାଇବା ଦ୍ଵାରା ପିଲାଙ୍କ ସ୍ମରଣ ଶକ୍ତି ଖୁବ ଆଗକୁ ଯାଇ ଥାଏ । ଆପଣ ଯଦି ଏହାକୁ କାଟିକି ରାଖୀ ଛନ୍ତି ଏହା ଭଲ କଥା ଶୁଖିଲା ନଡିଆ ମିଳେଲେ ଏହା ଭଲ ଏହାକୁ ଆପଣ କାଟି ନେବେ ଏହା ପରେ ଏହା ପାଇଁ ଆପଣ କିଛି ପିସତା ବାଦାମ କୁ ଆଣି ପକାଇବେ ।

ଏହା ପରେ କିଛି ଅକରୁଟ ଆଣି ବେ ଏହା କୁ ଆପଣ ଗୋଟିଏ ପକାଇବେ । ଆପଣ ଏହାକୁ ଭାଙ୍ଗିବା ପାଇଁ ଚେଞ୍ଚା ଚେଞ୍ଚୀ କରନ୍ତୁ ନି ଆପଣ ଏହାର ପଛ ରେ ଯେଉଁ ଦାଗ ଅଛି ତାହାକୁ ଆପଣ କିଛି ଭି ଧାରୁଆ ଜିନିଷ ର ସାହାଯ୍ୟରେ ଦବାଇ ଏହାକୁ ଅଲଗା କରି ଦିଅନ୍ତୁ ଏହା ପରେ ଆପଣ ତିନି ଜିନିଷକୁ ଭଲ ଭାବରେ ଏହାକୁ ମିଶାଇ ନିଅନ୍ତୁ ।

ଏହା ସହ ଆପଣ କିଛି ମିସରୀ ମିଶାଇ ନିଅନ୍ତୁ । ଆପଣ ଏହାକୁ ଚୋବେଇକି ଖାଇବା ପରେ ଏକ ଗ୍ଳାସ କ୍ଷୀର ପିଆନ୍ତୁ ଆପଣ ଏହାକୁ ସକାଳେ ଦେବା ଭଲ ହୋଇ ଥାଏ ଆପଣ ସନ୍ଧ୍ୟା  ବେଳେ ଦେଲେ ମଧ୍ୟ ଏହା ଭଲ ହେବ । ଆପଣ ଯଦି ଏହା ପିଲାଙ୍କୁ ଦେବା ସହ ନିଜେ ଖାଇବା ପାଇଁ ଚାହୁଁ ଛନ୍ତି ତେବେ ଆଜ୍ଞା ହଁ ଆପଣ ମଧ୍ୟ ଏହାକୁ ଖାଇ ପାରିବେ। ଆପଣ ଯଦି ସବୁ କିଛି ଭୁଲିବା ପାଇଁ ଲାଗୁଛନ୍ତି ତେବେ ଆପଣ ଏହାକୁ ଖାଇକି ନିଜ ସ୍ମରଣ ଶକ୍ତି ବଢାଇ ପାରିବେ ।  ଏହା ସହ ପିଲାଙ୍କ ମନ ସ୍ବାଉ ବେଳେ ପ୍ରଫୂଳ ମଧ୍ୟ ରହିବ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button