ଦେଶପାଇଁ ଜୀବନ ଦେଇଥିବା ସହୀଦ Debasishଙ୍କ ପରିବାରକୁ ଭେଟିବାକୁ ଆସିଲେ ଅଭିନେତା Mithun, କଣ କହିଲେ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଗତ 4 ଦିନ ହେବ ଶୋକ ସାଗର ରେ ବୁଡି ରହିଥିବା ସ-ହି-ଦ ଦେବାଶିଷ ଙ୍କ ପରିବାରକୁ ଭେଟିବାକୁ ଆସିଛନ୍ତି ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ମିଥୁନ ଚକ୍ରବର୍ତ୍ତୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଯିଏ ବଲିଉଡ ର ମେଗା ଷ୍ଟାର ଭାବେ ବେଶ ପରିଚିତ ଅଟନ୍ତି ।
ତାଙ୍କର ଅଭିନୟ ର ଜଲୱା ଆଜି ବି ବଲିଉଡ ରେ ଛାଇ ରହିଛି । ଆଜି ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ଵନା ଦେବା ପାଇଁ ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳର ଖଣ୍ଡାୟତ ରେ ପହଞ୍ଚିଛନ୍ତି ମିଥୁନ ଚକ୍ରବର୍ତ୍ତୀ । ଦର୍ଶକ ବନ୍ଧୁ ମିଥୁନ ଦା ଓଡିଶାରେ ପହଞ୍ଚିବା ପରେ ସ-ହି-ଦ ଦେବାଶିଷ ଙ୍କ ପରିବାରକୁ ସାନ୍ତ୍ଵନା ଦେବା ପାଇଁ ବାହାରି ଆସିଛନ୍ତି ।
ଆଉ ସେହି ସମୟର ଭିଜୁଆଲ ଆଉ ଫୋଟୋ ବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥି ରୁ ସ୍ପଷ୍ଟ ହେଉଛି ଓଡିଶାରେ ମିଥୁନ ଦା ପହଞ୍ଚି ସାରିଛନ୍ତି । ଆଉ ଏହି ଭିଡିଓ ରେ ଯାହା ଦେଖା ଯାଉଛି ତାହା ଗତ କାଲି ର ମିଥୁନ ଚକ୍ରବର୍ତ୍ତୀ ଙ୍କ କାର୍ଯ୍ୟ କ୍ରମର ସୂଚୀ ପାତ୍ର । ଯେଉଁଠା ରେ ସ-ହି-ଦ ଦେବାଶିଷ ଙ୍କ ପରିବାରକୁ ଯିବାର ରହିଛି କାର୍ଯ୍ୟ କ୍ରମ ।
ଆଉ ମିଥୁନ ଦା ଙ୍କ ସହ ରହିବେ ବିଜେପିର ରାଷ୍ଟ୍ରୀୟ ମୁଖ୍ୟ ପାତ୍ର ସମ୍ବିତ ପାତ୍ର । ଗତ କାଲି ଯେବେ ଦେବାଶିଷ ଙ୍କ ପା-ର୍ଥି-ବ ଶ-ରୀ-ର ଓଡିଶାରେ ଆସି ପହଞ୍ଚି ଥିଲା ସେତେବେଳେ ତାଙ୍କର ମୃ-ତ ଶ-ରୀ-ର କୁ ଶେଷ ଦର୍ଶନ କରିବା ପାଇଁ ରାଜ୍ୟପାଳ ଙ୍କ ଠାରୁ ଆରମ୍ଭ କରି ଭୁବନେଶ୍ଵର ମେୟର ଯାଏଁ ସ୍ଥାନୀୟ ବିଧାୟକ ଙ୍କ ଠାରୁ ଏତେ କଣ ନେତା ଆସି ପହଞ୍ଚି ଥିଲେ ସ-ହି-ଦ ଦେବାଶିଷ ଙ୍କ ଶେଷ ଦର୍ଶନ କରିବା ଲାଗି ।
ଆଉ ଗତ କାଲି ବଲିଉଡ ର ମେଗା ଷ୍ଟାର ମିଥୁନ ଚକ୍ରବର୍ତ୍ତୀ ଯାହାକୁ ଆପଣ ମାନେ ମିଥୁନ ଦା ନାମରେ ଜାଣିଛନ୍ତି । ସେ ମଧ୍ୟ ଧାଇଁ ଆସିଛନ୍ତି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ପାଇଁ । ଆଉ ଭାଙ୍ଗି ପଡିଥିବା ପରିବାର ପାଖରେ ଛିଡା ହେବା ପାଇଁ ଆସିଛନ୍ତି ମିଥୁନ ଦା । ଦର୍ଶକ ବନ୍ଧୁ ଏହାରି ଭିତରେ ମିଥୁନ ଦା ଙ୍କୁ ଦେଖିବାକୁ କାହିଁ କେତେ ଭିଡ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।