ଦେଶ ବିଦେଶ

ବଞ୍ଚିଛି ରାବଣ ! ଶ୍ରୀଲଙ୍କାରୁ ମିଳିଲା ବଡ ପ୍ରମାଣ… ରାମାୟଣ ସହ ଜଡିତ କିଛି ଏଭଳି ତଥ୍ୟ ଯାହା ଆପଣଙ୍କୁ ଜଣା ନାହିଁ, ଦେଖନ୍ତୁ Video

ବନ୍ଧୁଗଣ ପୁରା ଦୁନିଆ ଆଶ୍ଚର୍ଯ୍ୟ ହୋଇଗଲା ଯେତେବେଳେ କିଛି ବୈଜ୍ଞାନିକ ମାନେ ଦେଖିଲେ ଶ୍ରୀଲଙ୍କା ର ମାଟିରେ କିଛି ଏମିତି ଗଛ ଉଠୁଛି ଯାହା ଯାହା ପୁରା ବିଶ୍ୱରେ କେବଳ ହିମାଳୟ ର ପର୍ବତରେ ହିଁ ମିଳିଥାଏ । ସେହି ଗଛ ଗୁଡ଼ିକ କୁ ଦେଖିବା ପରେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଆସିଥିଲା କି ଯେଉଁ ଗଛ ପୁରା ବିଶ୍ୱରେ କେବଳ ହିମାଳୟ ପର୍ବତ ରେ ଉଠେ ସେହି ଗଛ ହଜାର କିଲୋମିଟର ଦୂରରେ ଶ୍ରୀଲଙ୍କା ରେ କେମିତି ପହଞ୍ଚିଲା ।

ଏହାପରେ ଇତିହାସ କାର ମାନେ ଯେତେବେଳେ ଏହାର ଉତ୍ତର ଦେଲେ କି ଏହି ଗଛ ଶ୍ରୀଲଙ୍କା ରେ ପହଞ୍ଚିଛି କାରଣ ଯେତେବେଳେ ଲକ୍ଷ୍ମଣ ଅସୁସ୍ଥ ହୋଇଥିଲେ ସେତେବେଳେ ହନୁମାନ ସଂଜୀବନୀ ଖୋଜିବା ବଦଳରେ ପୁରା ଗୋଟେ ପର୍ବତ ଶ୍ରୀଲଙ୍କା କୁ ନେଇ ଯାଇଥିଲେ ଯାହା ଫଳରେ ସେହି ପର୍ବତ ର ଗଛ ଆଜି ମଧ୍ୟ ଶ୍ରୀଲଙ୍କା ରେ ରହିଛି । ରାମାୟଣର କାହାଣୀ ସତ୍ୟ ଅଟେ ଏହାର ପ୍ରମାଣ ବୈଜ୍ଞାନିକ ମାନେ ଦେଇସାରିଛନ୍ତି ।

ଲଙ୍କାରେ ଯେତେବେଳେ ହନୁମାନ ନିଆ ଲଗାଇଥିଲେ ସେତେବେଳେ ପୁରା ଲଙ୍କା ଜଳି ଯାଇଥିଲା । କିନ୍ତୁ ହନୁମାନ ଙ୍କ ପାଦ ଚିହ୍ନ ଆଜି ମଧ୍ୟ ସେଠାରେ ରହିଛି । ମାତା ସୀତାଙ୍କୁ ରାବଣ ଅପହରଣ କରି ଶ୍ରୀଲଙ୍କା ର ଏକ ଗୁମ୍ଫା ଭିତରେ ରଖିଥିଲା । ବୈଜ୍ଞାନିକ ଟିମ ଙ୍କୁ ସେହି ଗୁମ୍ଫା ମଧ୍ୟ ମିଳିଥିଲା ସେଠାରେ ରାମାୟଣ କୁ ଏପରି କିଛି ଚିତ୍ର କରାଯାଇଛି ଯାହା ହଜାର ବର୍ଷ ପୁରୁଣା ବୋଲି ରିସର୍ଚ୍ଚ ଦ୍ୱାରା ଜଣା ପଡ଼ିଛି ।

ବର୍ତ୍ତମାନ ଶ୍ରୀଲଙ୍କା ରେ ବିଶେଷଜ୍ଞ ଙ୍କ ଟିମ ଏମିତି ଜାଗା ବାହାର କରିଛି କି କୁହାଯାଉଛି କି ସେହି ଜାଗା ରାବଣର ମହଲ ଅଟେ । ଯେଉଁଠାରେ ହଜାର ହଜାର ବର୍ଷ ତଳେ ରାବଣ ନିଜେ ରହୁଥିଲା । ଯେତେବେଳେ ପ୍ରଭୁ ରାମ ରାବଣକୁ ବଧ କରିଥିଲେ ସେତେବେଳେ ସେ ପ୍ରାୟଶ୍ଚିତ କରିବାକୁ ଚାହିଁଥିଲେ କାରଣ ରାବଣ ଜଣେ ଶ୍ରେଷ୍ଠ ବ୍ରାହ୍ମଣ ଥିଲା ଆଊ ପ୍ରଭୁ ରାମ ଙ୍କ ହାତରୁ ଜଣେ ବ୍ରାହ୍ମଣ ର ହତ୍ୟା ହୋଇଥିଲା ।

ଏହାର ପ୍ରାୟଶ୍ଚିତ ପାଇଁ ପ୍ରଭୁ ରାମ ଚାରୋଟି ଶିବ ଲିଙ୍ଗ ପ୍ରସ୍ତୁତ କରିଥିଲେ । ଯେଉଁଥିରେ ଗୋଟେ ମାତା ସୀତା ପ୍ରସ୍ତୁତ କରିଥିଲେ, ଗୋଟେ ଲକ୍ଷ୍ମଣ ପ୍ରସ୍ତୁତ କରିଥିଲେ, ଗୋଟେ ହନୁମାନ ପ୍ରସ୍ତୁତ କରିଥିଲେ ଏବଂ ପ୍ରଭୁ ଶ୍ରୀରାମଚନ୍ଦ୍ର ଗୋଟେ ପ୍ରସ୍ତୁତ କରିଥିଲେ । ଏହି ଶିବ ଲିଙ୍ଗ ଆଜି ମଧ୍ୟ ଶ୍ରୀଲଙ୍କାରେ ପୂଜା ଅର୍ଚ୍ଚନା କରାଯାଉଛି ।

ରାମାୟଣ ସତ୍ୟ ଘଟଣା ବୋଲି ବୈଜ୍ଞାନିକ ମାନେ ଏହାର ବିଭିନ୍ନ ପ୍ରକାରର ପ୍ରମାଣ ମଧ୍ୟ ପାଇସାରିଛନ୍ତି । ବନ୍ଧୁଗଣ ବୈଜ୍ଞାନିକ ଙ୍କ କହିବା ଅନୁସାରେ ଆଜି ମଧ୍ୟ ରାବଣ ଜୀବିତ ଅଛି । ରାମାୟଣରେ କୁହାଯାଇଥିବା କୌଣସି କଥା କାଳ୍ପନିକ ନୁହେଁ ବରଂ ସତ୍ୟ ଅଟେ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button