ମନୋରଞ୍ଜନ

ଚାନ୍ଦରେ ପିଜ୍ଜା ଡେଲିଭରି କରିଥିବା ପ୍ରଥମ ଦେଶର ନାମ କ’ ଣ ଅଟେ ? ଏହିଭଳି ଆହୁରି ମଧ୍ୟ Interesting GK Question with Answer

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥିମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହି ସବ୍ୟ ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।

1- ଏହି ଦୁନିଆରେ କ୍ରେଉନ ଜୀବର ଜୀବନ କାଳ ସବୁଠାରୁ ଲମ୍ବା ହୋଇଥାଏ ?

ଉତ୍ତର;- କଇଁଛର ଜୀବନ କାଳ ସବୁଠାରୁ ଅଧିକ ହୋଇଥାଏ ।

2-କେଉଁ ଫୁଲ ସବୁବେଳେ ସୂର୍ଯ୍ୟଙ୍କ ଆଡକୁ ମୁହଁ କରିଥାଏ ?

ଉତ୍ତର;- ସୂର୍ଯ୍ୟମୁଖ୍ୟ ଫୁଲ ସୂର୍ଯ୍ୟଙ୍କ ଆଡକୁ ସବୁବେଳେ ମୁହଁ କରି ରହିଥାଏ ।

3-କେଉଁ ଜୀବ ସବୁବେଳେ ଖୁସିରେ ରହିଥାଏ ?

ଉତ୍ତର;-କ୍ଵାକା ପଶୁ ସବୁବେଳେ ଖୁସିରେ ରହିଥାଏ ।

4-କେଉଁ ବୃକ୍ଷ ବହୁତ ଶୀଘ୍ର ବଢିଥାଏ ?

ଉତ୍ତର;-ବାଉଁଶ ଗଛ ବହୁତ ଶୀଘ୍ର ବଢିଥାଏ ।

5-କେଉଁ ଜୀବ ଉପର ଆଡକୁ ଦେଖି ପାରିନଥାଏ ?

ଉତ୍ତର;-ଘୁଷୁରୀ ଉପର ଆଡକୁ ଦେଖି ପାରିନଥାଏ ।

6-ଅନ୍ତଋକ୍ଷରେ ସୂର୍ଯ୍ୟ କିପରି ଦେଖା ଯାଇଥାଏ ?

ଉତ୍ତର;-ଅନ୍ତଋକ୍ଷରେ ସୂର୍ଯ୍ୟ ଧଳା ରଙ୍ଗର ଦେଖା ଯାଇଥାଏ ।

7-କେଉଁ ଦେଶର ଲୋକ ସବୁଠାରୁ ଅଧିକ ଚା’ ସେବନ କରିଥାନ୍ତି ?

ଉତ୍ତର;- ତୁର୍କୀ ଦେଶର ଲୋକ ସବୁଠାରୁ ଅଧିକ ଚା’ ସେବନ କରିଥାନ୍ତି ।

8-ଓଟ କେଉଁ ରାଜ୍ୟର ରାଜକୀୟ ପଶୁ ଅଟେ ?

ଉତ୍ତର;- ଓଟ ରାଜସ୍ଥାନର ରାଜକୀୟ ପଶୁ ଅଟେ ।

9-ମନୁଷ୍ୟ ନିଜ ଜୀବନର କେତେ ବର୍ଷ ଶୋଇକି ବିତାଇ ଦେଇଥାଏ ?

ଉତ୍ତର;- ମନୁଷ୍ୟ ୨୫ ବର୍ଷ ଶୋଇକି ବିତାଇଥାଏ ।

10-କେଉଁ ଦେଶରେ ସବୁଠାରୁ ଅଧିକ କମ୍ପୁଟର ରହିଛି ?

ଉତ୍ତର;- ଆମେରିକାରେ ରେ ସବୁଠାରୁ ଅଧିକ କମ୍ପୁଟର ରହିଛି ।

11-ସବୁଠାରୁ ରାଗୀ ପଶୁ କିଏ ହୋଇଥାଏ ?

ଉତ୍ତର;- ଜଙ୍ଗଲି ଭେଡିଆ ସବୁଠାରୁ ରାଗୀ ହୋଇଥାନ୍ତି ।

12-ଭାରତର ରାଷ୍ଟ୍ରୀୟ ଭୋଜନ କ’ ଣ ଅଟେ ?

ଉତ୍ତର;- ଭାରତର ରାଷ୍ଟ୍ରୀୟ ଭୋଜନ ଖେଚୁଡି ଅଟେ ।

13-କେଉଁ ଜୀବ ପାଣିରେ ରହିଥାଏ, ହେଲେ ପାଣି ପିଇନଥାଏ ?

ଉତ୍ତର;- ବେଙ୍ଗ ପାଣିରେ ରହିଥାଏ, ହେଲେ ପାଣି ପିଇନଥାଏ ।

14-ବାସୀ ଭାତ ଖାଇବା ଦ୍ଵାରା କେଉଁ ରୋଗ ଠିକ ହୋଇଯାଇଥାଏ ?

ଉତ୍ତର;- ବାସୀ ଭାତ ଖାଇବା ଦ୍ଵାରା କବ୍ଜ ଠିକ ହୋଇଯାଇଥାଏ ।

15- ଚାନ୍ଦରେ ପିଜ୍ଜା ଡେଲିଭରି କରିବା କେଉଁ ଦେଶ ଅଟେ ?

ଉତ୍ତର;- ଚାନ୍ଦରେ ପିଜ୍ଜା ଡେଲିଭରି କରିବା ଦେଶ ହେଉଛି ଆମେରିକା ।

ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଏହିଭଳି ଜ୍ଞାନପୂର୍ଣ୍ଣ ପୋଷ୍ଟଟି ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button