ଓଡିଶା

ଯେତେବେଳେ ଲୋକ ଏହି ପ୍ରେମୀ ଯୁଗଳଙ୍କୁ ବାହାରେ ରୋମାନ୍ସ କରୁଥିବା ବେଳେ ଧରିଲେ, ତେବେ ଦେଖନ୍ତୁ କଣ ହେଲା

ଆଜିକାଲି ପ୍ରେମୀ ଯୁଗଳମାନଙ୍କ ବହୁତ ଭିଡିଓ ସୋଶିଅଲ ମିଡିଆ ରେ ଭାଇରାଲ ହେଉଛି, କିନ୍ତୁ ଆଜି ଯେଉଁ ଭିଡିଓ ଆମେ ଆପଣଙ୍କୁ ଦେଖେଇବା ପାଇଁ ଯାଉଛୁ ତାହା ଦେଖି ଆପଣଙ୍କ ମୁଣ୍ଡ କାମ କରିବ ନାହିଁ । ଏହି କଥା ସମସ୍ତେ ଜାଣିଛନ୍ତି ଯେ ପ୍ରେମୀ ଯୁଗଳ ପ୍ରେମ ରେ କିଛି ବି କରି ପାରନ୍ତି, ତେବେ ଆପଣ ମଧ୍ୟ ଦେଖି ଥିବେ ଜାଗା ନାହିଁ କି ଲାଜ୍ୟା ନାହିଁ ଯେଉଁଠି ପାଉଛନ୍ତି ସେଇଠି ରୋମାନ୍ସ ଆରମ୍ଭ ।

କିନ୍ତୁ କେତେକ ଥର ଏହି କାମ ଗୁଡିକ ପ୍ରେମୀମାନଙ୍କ ପାଇଁ ବହୁତ ମହଙ୍ଗା ପଡି ଥାଏ, ପ୍ରେମ ଗୋଟେ ଏମିତିକା ଶବ୍ଦ ଯାହା ଦୁଇ ଲୋକଙ୍କୁ ପାଖକୁ ଆଣି ଥାଏ ।

ଆପଣ ଏହା ମଧ୍ୟ ଶୁଣି ଥିବେ ଯେ ଲୋକ ପ୍ରେମ ରେ ଅନ୍ଧ ହୋଇ ଯାନ୍ତି ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଭିଡିଓ ଦେଖେଇବାକୁ ଯାଉଛୁ ତାହା ଏହି କଥାକୁ ସିଦ୍ଧ କରିବ ଯେ ପ୍ରେମ ଅନ୍ଧ ହୋଇ ଥାଏ । ଯଦି ଆପଣ ପୁରୁଣା ସମୟ କଥା ଜାଣନ୍ତି ତେବେ ଏହା ମଧ୍ୟ ଜାଣିଥିବେ ଯେ ସେହି ସମୟ ରେ ମାଁ ବାପା ପୁଅ ଝିଅକୁ ଦେଖନ୍ତି ଓ ବିବାହ ହେଲା ପରେ ସ୍ଵାମୀ ସ୍ତ୍ରୀ ଦୁହେଁ ଦୁହିଙ୍କୁ ପ୍ରଥମ ଥର ଦେଖୁଥିଲେ ।

କିନ୍ତୁ ଆଜିକା ଯୁଗରେ ଝିଅ ପୁଅ ନିଜ ନିଜ ଇଛା ଅନୁଯାଇ ପସନ୍ଦ କରୁଛନ୍ତି ଏବଂ ନିଜ ଇଛା ରେ ଯାହା କରୁଛନ୍ତି ତାହା ଆପଣମାନେ ଜାଣିଥିବେ । ତେବେ ଆମେ ଆପଣଙ୍କୁ ଯେଉଁ ଭିଡିଓ ବିଷୟରେ କହିବାକୁ ଯାଉଛୁ ତାହା ଏମିତି ଅଛି ଗୋଟେ ପ୍ରେମୀ ଯୁଗଳ ଗୋଟେ ସୁନସାନ ଜାଗା ରେ ଯାଇ ରୋମାନ୍ସ କରୁଥିଲେ ତାଙ୍କୁ ଜମା ବି ଅଣ୍ଡାଜା ନଥିଲା ଯେ କେହି ତାଙ୍କୁ ଶେଠୀ ଦେଖି ପାରେ ସେ ନିଜ ଦୁନିଆ ରେ ହଜି ଯାଇଥିଲେ ସେତିକି ବେଳେ ହଟାତ କିଛି ଲୋକ ସେହି ଜାଗା ରେ ପହଞ୍ଚି ଗଲେ ।

ଯାହା ପରେ ସେହି ଲୋକ ଗୁଡିକ ସେହି ପ୍ରେମୀ ଯୁଗଳ ଭିଡିଓ ବନେଇଲେ ଓ ସୋଶିଅଲ ମିଡିଆ ରେ ଛାଡି ଦେଲେ ଏହି ଭିଡିଓ କେବଳ ୨-୩ ମିନିଟ ର ଅଛି ଯାହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ ଯେ ଏମିତି କେମିତି ହେଲା ତେବେ ଆସନ୍ତୁ ଭିଡିଓ ଦେଖିବା ଓ ପ୍ରେମୀ ଯୁଗଳ ଦେଖିଲେ ଆପଣ ଜାଣି ପାରିବେ ଯେ ତାଙ୍କ ବୟସ କେତେ କମ ଓ ଏହି ବୟସ ରେ ସେ କଣ କରୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button