ଓଡିଶା

ହୀରାକୁଦ ବନ୍ଧ କ’ଣ ସତରେ ଭାଙ୍ଗିଯିବ ! କାହିଁକି ଭାଙ୍ଗିବ ହୀରାକୁଦ ବନ୍ଧ ଜାଣନ୍ତୁ ଗୁପ୍ତ ରହସ୍ୟ !

କ’ଣ ସତରେ ଭାଙ୍ଗିଯିବ ହୀରାକୁଦ ବନ୍ଧ ! ହଁ ଆଜ୍ଞା ହୀରାକୁଦ ବନ୍ଧ ଭାଙ୍ଗିବା ନେଇ ଗତ କିଛି ବର୍ଷ ଧରି ବହୁ ଚର୍ଚା ହେବାରେ ଲାଗିଛି । ବର୍ଷ ବର୍ଷ ଧରି ତିଆରି ହୋଇଥିବା ଏତେ ବଡ ବନ୍ଧ ଯାହାକୁ ଆମେ ହୀରାକୁଦ ବନ୍ଧ କହୁଛେ । ତାହା କଣ ଆସନ୍ତା କିଛି ହିଁ ବର୍ଷ ମଧ୍ୟରେ ଭାଙ୍ଗିଯିବ ? ତେବେ ହୀରାକୁଦ ଭାଙ୍ଗିବା କଥା ମାଳିକା ବଚନରେ ମଧ୍ୟ ସ୍ପଷ୍ଠ ଭାବେ ବର୍ଣ୍ଣିତ ରହିଛି । ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାର ପ୍ରତ୍ଯେକଟି ବଚନ ଦିନ ପରେ ଦିନ ସତ ହେବାରେ ଲାଗିଛି ।

ଯାହାକି ସମସ୍ତେ ନିଜ ଆଖି ଆଗରେ ତାହାର ପ୍ରମାଣ ମଧ୍ୟ ଦେଖୁଛନ୍ତି । ତେବେ ପ୍ରକୃତରେ କଣ ହୀରାକୁଦ ବନ୍ଦ ଭାଙ୍ଗିଯିବ କି ନାହିଁ ଏହା ସମ୍ପର୍କରେ ମାଳିକାରେ କଣ ବର୍ଣ୍ଣିତ ରହିଛି ଆସନ୍ତୁ ସେ ସମ୍ପର୍କରେ ଜାଣିବା । ମାଳିକାର ଲେଖା ଅନୁସାରେ ହୀରା ପାରା 2022 ରୁ 2029 ମଧ୍ୟରେ ଏକ ହୋଇବା ପାଇଁ ଯାଉଛନ୍ତି । ହୀରା ଅର୍ଥାତ ହୀରାକୁଦ ବନ୍ଧ ଏବଂ ପାରା ଅର୍ଥାତ ପାରାଦୀପ ଏକାଠି ହୋଇଯିବ ।

ହୀରାକୁଦର ଜଳରେ ଗୁପ୍ତ ଭାବେ ଲୁଚି ରହିଥିବା ବରେଶ୍ଵର ଓ ଇରେଶ୍ଵର ମହାଦେବଙ୍କ ଭେଟ ସେହି ସମୟରେ ହୋଇବ । ଯେତେବେଳେ ହୀରାକୁଦ ବନ୍ଧ ଭାଙ୍ଗିଯିବ । ସେତେବେଳେ ହୀରାକୁଦର ପାଣି ମାଡି ଆସିବା ଫଳରେ ଓଡିଶାରେ 60 ଫୁଟ ଉଚ୍ଚତାରେ ଜଳ ପ୍ରବାହିତ ହୋଇବ । ମହୋଦଧି ସେତେବେଳେ ଓଡିଶା ମୁହାଁ ମାଡି ଆସିବ । ଆଉ ସେତିକି ସମୟରେ ମହାପ୍ରଳୟ ଆସିଗଲା ବୋଲି ସବୁ ଲୋକ ଜାଣିବାକୁ ପାଇବେ ।

ବନ୍ଧୁଗଣ ମାଳିକାରେ ଲେକଗା ଥିବା ଏହି ଗୁରୁତ୍ଵପୂର୍ଣ୍ଣ କଥାର ରହସ୍ୟ ବୁଝିବା ଯଦିଓ ଏତେ ସହଜ ନୁହେଁ । ହେଲେ ଧର୍ମର ମାର୍ଗରେ ଚାଲୁଥିବା ଲୋକ ସୃଷ୍ଟିର ପ୍ରଳୟ ବିଷୟରେ ବହୁତ ଶୀଘ୍ର ବୁଝିଯିବେ । ତେଣୁ କେତେବେଳେ ଯେ ମହାପ୍ରଳୟ ମାଡି ଆସିବ ତାହାର ନିର୍ଦ୍ଧିଷ୍ଟ ଏକ ସମୟ ଯଦିଓ କେହି ବି କହିପାରିବେ ନାହିଁ । ହେଲେ ହୀରାକୁଦ ମନକୁ ଭାଙ୍ଗିବ ନାହିଁ । ଯେଉଁ ସମୟରେ ଦେଶ ବିଦେଶ ସହ ଯୁଦ୍ଧ ଚାଲିଥିବ ।

ସେହି ସମୟରେ ହିଁ ହୀରାକୁଦର ଜଳ ବନ୍ଧକୁ ଭାଙ୍ଗି ଦିଆଯିବ ବୋଲି ମାଳିକାରେ ଆଗରୁ ଲେଖା ହୋଇସାରିଛି । ଖୁବ ଶୀଘ୍ର ଓଡିଶା ଜଳାର୍ଣ୍ଣବ ହେବାକୁ ଯାଉଛି । ତେବେ ବେଳ ଥାଉ ଥାଉ ପ୍ରତ୍ଯେକଟି ବ୍ୟକ୍ତି ଯଦି ନିଜର ଭୁଲ୍ ଗୁଣକୁ ସୁଧାରୀ ଧର୍ମର ରାସ୍ତାରେ ଚାଲିବା ସହ ଇଶ୍ଵରଙ୍କ ଠାରେ ନିଜକୁ ସମର୍ପଣ କରିଦେବ । ତେବେ ସେଭଳି ଲୋକ ଇଶ୍ଵରଙ୍କ ଉପରେ ସବୁବେଳେ ପ୍ରସନ୍ନ ହୋଇ ରହିବେ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ଆମ ପେଜକୁ ଗୋଟେ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button