ମାତ୍ର 3 ଦିନ ପାଣିରେ ଫୁଟାଇ ପିଇ ଦିଅନ୍ତୁ, ସାରା ଜୀବନ ପାଇଁ ଡାଇବେଟିସ, କୋଲେଷ୍ଟ୍ରୋଲ, ମୋଟାପା, ଅନିଦ୍ରା ଓ ହାର୍ଟ ରୋଗରୁ ମିଳିଯିବ ମୁକ୍ତି ( Healthy Tips )

ଆମ ଶରୀରରେ ଯଦି କୋଲେଷ୍ଟ୍ରୋଲର, ଡାଇବେଟିସ,ମୋଟାପା ଆଦିର ମାତ୍ରା ଅଧିକ ହୋଇଯାଏ ତେବେ ତାହା ଆମ ଶରୀର ଓ ବିଶେଷ କରି ହୃଦୟ ପାଇଁ ବହୁତ ହିଁ କ୍ଷତିକାର ହୋଇଥାଏ । ଏହି କାରଣରୁ ହୃଦଘାତର ସମ୍ଭାବନା ଅଧିକ ଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ସବୁ କମ କରିବା ପାଇଁ ଏକ ଘରୋଇ ଉପଚାର କହିବୁ । କହିଦେଉଛୁ କି କୋଲେଷ୍ଟ୍ରୋଲ ୧୮ ରୁ ୨୨ ବର୍ଷ ମଧ୍ୟରେ ବହୁତ ଅଧିକ ଲାଭଦାୟକ ହୋଇଥାଏ, କାରଣ ସେହି ସମୟରେ ଏହା ଆମକୁ ଶାରୀରିକ ବିକାଶରେ ବହୁତ ଅଧିକ ସାହାର୍ଯ୍ୟ କରିଥାଏ ।
କିନ୍ତୁ ୨୨ ବର୍ଷ ପରେ ଯେତେବେଳେ ଆମର ଶାରୀରିକ ବିକାଶ ବନ୍ଦ ହୋଇଯାଏ ତେବେ ସେହି ସମୟରେ ଏହି କୋଲେଷ୍ଟ୍ରୋଲ ଆମ ଶରୀରରେ ଘୁରି ବୁଲିଥାଏ । ବଢୁଥିବା କୋଲେଷ୍ଟ୍ରୋଲ ଆମ ରକ୍ତରେ ନ ମିଶିବା କାରଣରୁ ଏହା ଆମର ଶିରା ପ୍ରଶିରାକୁ ବ୍ଲକ କରିଥାଏ ।
ଆମକୁ ହୃଦୟ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କୋଲେଷ୍ଟ୍ରୋଲ,ଡାଇବେଟିସ , ମୋଟାପଣ କମ କରିବାର ଏକ ଉପଚାର କହିବୁ । ଏହି ସବୁ ବଢିଯିବାର ଡର ସେହି ଲୋକମାନଙ୍କୁ ଥାଏ ଯେଉଁମାନଙ୍କର କାମ କେବଳ ବସି କରି ହୋଇଥାଏ ଓ କିମ୍ବା ଯେଉଁମାନଙ୍କ ଜୀବନଶୈଳୀରେ ଶାରୀରିକ ପରିଶ୍ରମ ବହୁତ କମ ଥାଏ । ଅତ୍ୟଧିକ କୋଲେଷ୍ଟ୍ରୋଲକୁ କମ କରିବା ପାଇଁ ଆପଣ ଗୋଟିଏ ବଡ ଲେମ୍ବୁକୁ ନେଇ ତାକୁ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ ।
ଦ୍ଵିତୀୟ ସାମଗ୍ରୀ ହେଉଛି ଗୋଟିଏ ବଡ ରସୁଣର ଚୋପା ଛଡାଇ ୨୦ ଟି ପାଖାପାଖି ରସୁଣ କଲି ନିଅନ୍ତୁ । ସେହିଭଳି ଗୋଟିଏ ଛୋଟ ଅଦାକୁ ନେଇ ତାକୁ ଖଣ୍ଡ ଖଣ୍ଡ କାଟି ଦିଅନ୍ତୁ । କୋଲେଷ୍ଟ୍ରୋଲକୁ କମ କରିବା ପାଇଁ ଅଦା ଔଷଧ ରୂପରେ କାମ କରିଥାଏ । ଏହି ସବୁକୁ ଆପଣ ଗୋଟିଏ ପାତ୍ରରେ ଦେଇ ଗୋଟିଏ ଗ୍ୟାସ ଉପରେ ବସାନ୍ତୁ । ଏଥିରେ ୪ ରୁ ୫ ଗ୍ଳାସ ପାଣି ମିଶାନ୍ତୁ । ଆପଣ ଏହାକୁ ଫୁଟାନ୍ତୁ । ପାଣି ଫୁଟିବା ପରେ ଆପଣ ଏଥିରେ ୩ ଟି ଡାଲଚିନି ପକାଇ ଦିଅନ୍ତୁ ।
୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଏହାକୁ ଗରମ କରିବା ପରେ ଏହାକୁ ଗ୍ୟାସରୁ ଓହ୍ଲାଇ ଦିଅନ୍ତୁ । ବର୍ତ୍ତମାନ ଆପଣ ଏହାକୁ ଦୁଇ ରୁ ୩ ମିନିଟ ପର୍ଯ୍ୟନ୍ତ ଅଳ୍ପ ଗ୍ରାଇଡିଙ୍ଗ କରି ଦିଅନ୍ତୁ । ବର୍ତ୍ତମାନ ଆପଣ ଏହାକୁ ଗୋଟିଏ ପାତ୍ରରେ ଛାଣି ଦିଅନ୍ତୁ । ଏହାକୁ ଆପଣ ୧୦ ରୁ ୧୫ ଦିନ ପର୍ଯ୍ୟନ୍ତ ଗୋଟିଏ ପ୍ଲାଷ୍ଟିକ ଜାରରେ ଫ୍ରିଜରେ ରଖି ପାରିବେ । ଆପଣ ଗୋଟିଏ କପରେ ଅଧ କପ ଏହି ଜୁସକୁ ଢାଳି ସେଥିରେ ଅଧ ଚାମଚ ମହୁ ମିଶାନ୍ତୁ । ଅଳ୍ପ ଗରମ କରି ପିଇବା ଦ୍ଵାରା ବହୁତ ଭଲ ଲାଗିବ ଓ ସକାଳେ ଖାଲି ପେଟରେ ଏହାକୁ ସେବନ କରନ୍ତୁ ।
କିନ୍ତୁ ଆପଣଙ୍କୁ ଅନ୍ୟ କିଛି ଖାଦ୍ୟ ଉପରେ ଧ୍ୟାନ ରଖିବାକୁ ପଡିବ । ଯେମିତି କି ଚର୍ବି ଯୁକ୍ତ ଖାଦ୍ୟ ଫାଷ୍ଟ ଫୁଡ, ତେଲରେ ତିଆରି ଖାଦ୍ୟ, ମାଂସ, କ୍ଷୀର ଓ ଦହି ଭଳି ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରୁହନ୍ତୁ । ଖାଦ୍ୟରେ ଫଳ ମୂଳ ଓ ସବୁଜ ପନିପରିବା ଅଧିକ ବ୍ୟବହାର କରନ୍ତୁ । ଡାଇବେଟିସ ପାଇଁ ମିଠା ଜାତୀୟ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ତେବେ ବନ୍ଧୁଗଣ ଏହି ପୋସ୍ତ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।