ଓଡିଶା

ଜୀଅନ୍ତା ଘୁଷୁରୀ ଖାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ

ଗଞ୍ଜାମ : ଜୀଅନ୍ତା ଘୁଷୁରୀ ଖାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ପୁରୁଷୋତ୍ତମପୁର ଅଞ୍ଚଳର ଯାତ୍ରା କଳାକାର ବିମ୍ବାଧର ଗୌଡଙ୍କୁ ଗିରଫ କରିଛି ପୋଲିସ । ହିଞ୍ଜିଳି ପୋଲିସ ନିଜ ତରଫରୁ ମାମଲା ରୁଜୁ କରିଛି । ଏହାସହ ଆଉ କିଛି ବ୍ୟକ୍ତିଙ୍କୁ ଅଟକ ରଖିଛି। ଘଟଣାର ଅଧିକ ଚାଲିଥିବା ସୂଚନା ଦେଇଛନ୍ତି ହିଞ୍ଜିଳି ଥାନାଧିକାରୀ ।

ଗଞ୍ଜାମ ହିଞ୍ଜିଳି ଥାନା ରାଲବ ଗାଁରେ ଚାଲିଥିବା ନାଟକରେ ବନ୍ୟ ଜନ୍ତୁକୁ ଖୋଲା ମଞ୍ଚରେ ଖେଳାଇବା ଦୃଶ୍ୟ ଭାଇରାଲ ହୋଇଥିଲା। ଏହାକୁ ନେଇ ପିସିସିଏଫ ୱାଇଲଡ୍ ଲାଇଫକୁ ଏକ ଟୁଇଟ୍ କରି ଅଭିଯୋଗ କରିଥିଲେ ପଶୁପ୍ରେମୀ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button