ଜୀବନଶୈଳୀ

ଗ୍ଲିସରିନ ରେ କେବଳ ଏହି ଗୋଟିଏ ଜିନିଷ ମିଶାଇ ମାତ୍ର ୭ ଦିନ ଲଗାନ୍ତୁ ଆଉ ପୁରା ଶରୀର କୁ ତୁଳା ପରି ନରମ ଓ ଗୋରା ବନାନ୍ତୁ- Beauty Tips

ବନ୍ଧୁଗଣ ଆଜି ଆମେ ଆମ ନିଜ ତ୍ୱଚା କୁ ଶୀତ ଦିନେ କିପରି ସତେଜ ଓ କୋମଳ ରଖିବା ସେହି ବିଷୟରେ ଆଲୋଚନା କରିବା। ଶୀତ ଦିନେ ଆମ ଶରୀର ବହୁତ ଫାଟି ଯାଇଥାଏ। ଏବଂ କଳା ମଧ୍ୟ ହୋଇଯାଏ। ଏବଂ ସମସ୍ତେ ଚାହାନ୍ତି କି ତାଙ୍କ ତ୍ୱଚା କୋମଳ ରହୁ ସବୁବେଳେ ଚମକୁ ଥାଉ। ଏବଂ ନ ଫାଟୁ। ସେଥିପାଇଁ ଏହି ଘରୋଇ ଉପଚାର କରି ସେ ସବୁରୁ ମୁକ୍ତି ପାଇପାରିବା। ତେବେ ଚାଲନ୍ତୁ ଜାଣିବା ସେ ଘରୋଇ ଉପଚାର କଣ ଓ ତାକୁ ଆମେ କିପରି ବନେଇବା ଓ ବ୍ୟବହାର କରିବା। ଚାଲନ୍ତୁ ଜାଣିବା।

ଯେଉଁମାନଙ୍କର ମୁହଁ ରେ କଳା ଦାଗ ରହୁଛି କିମ୍ବା ତ୍ୱଚା ଶୁଖିଲା ରହୁଛି। ତେବେ ସେମାନେ ଏହି ଘରୋଇ ଉପଚାର କରିପାରିବେ ଏବଂ ଏଥିରୁ ମୁକ୍ତି ପାଇଁ ପାରିବେ। କିମ୍ବା ଯଦି ଆମକୁ ନିଜ ତ୍ୱଚା କୁ ଗୋରା କରିବା ର ଅଛି କିମ୍ୱା ବ୍ରଣ ହେଲା ପରେ ରହିଯାଉଥିବା ଦାଗ କୁ ମଧ୍ୟ ଏହି ଉପଚାର ସାହାର୍ଯ୍ୟ ରେ ମୁକ୍ତି ପାଇଁ ପାରିବେ।

ଏବଂ ଏହାକୁ ସାତ ଦିନ ଲଗାତାର ଲଗାଇଲେ ଆମକୁ ତାର ଫଳ ଶୀଘ୍ର ମିଳି ଯାଇଥାଏ। ଏହାକୁ ବ୍ୟବହାର କଲେ ଆମ ତ୍ୱଚା ଉଜ୍ଜ୍ୱଳ ମଧ୍ୟ ଦେଖାଯିବ। ଏହି ଉପଚାର ଦ୍ବାରା ଆମ ତ୍ୱଚା ଆଉ ଶୁଖିବ ନାହିଁ କି ଫାଟିବ ନାହିଁ।  ଏହି ଉପଚାର କୁ ଆମେ ପୁରା ଶରୀର ରେ ମଧ୍ୟ ବ୍ୟବହାର କରିପାରିବା।

ଯଦି ଆପଣଙ୍କର କେବଳ ମୁହଁ ହିଁ ଫାଟୁଛି କିମ୍ବା ଶୁଖିଯାଉଛି ତେବେ ସେମାନେ କେବଳ ନିଜ ମୁହଁରେ ହିଁ ଏହି ଉପଚାର କୁ ବ୍ୟବହାର କରନ୍ତୁ କିମ୍ବା ଯଦି ଆପଣଙ୍କ ସମ୍ପୂର୍ଣ୍ଣ ଶରୀର ଫାଟୁଛି କିମ୍ବା ଶୀତଦିନ ପାଇଁ ଶୁଖିଲା ଲାଗୁଛି ତେବେ ସେମାନେ ନିଜର ସମ୍ପୂର୍ଣ୍ଣ ଶରୀରରେ ଏହାକୁ ବ୍ୟବହାର କରିପାରିବେ।ଏହି ଉପଚାର ର ପ୍ରଣାଳୀ ପାଇଁ ଆମକୁ ଗ୍ଲିସରିନ ଗୋଟିଏ ଚାମଚ, ଫାଳେ ଲେମ୍ବୁ ଅର୍ଥାତ ଦୁଇ ଚାମଚ ଲେମ୍ବୁ ରସ ମିଶେଇ ଏକ ମିଶ୍ରଣ ବନେଇବା। ଚାହିଁଲେ ଏହା ସହ ମହୁ ମଧ୍ୟ ମିଶେଇ ପାରିବା।

ଏହି ମିଶ୍ରଣ କୁ ରାତି ସମୟ ରେ ହିଁ ଲଗେଇବା। ଏବଂ ଏହି ମିଶ୍ରଣ କୁ ଲଗେଇବା ପୂର୍ବରୁ ମୁହଁରେ ଅନ୍ୟ କିଛି ଲଗେଇବା ଉଚିତ ନୁହେଁ। ଏହାକୁ ରାତିରେ ପୁରା ମୁହଁରେ ଲଗାଇ ଶୋଇବା ଏବଂ ସକାଳେ ତାର ଫଳ ଜାଣିପାରିବା।

ଏହି ଉପଚାର କିମ୍ବା ଏହି ମିଶ୍ରଣ କୁ ଯଦି ଆମ ପାଦ,ହାତ ଆଦି ଫାଟୁଛି ତେବେ ସେଥି ଉପରେ ମଧ୍ୟ ଏହାକୁ ବ୍ୟବହାର କରିବା ଉଚିତ। ଚାହିଁଲେ ଆପଣ ନିଜ ପୁରା ଶରୀର ରେ ଲଗେଇ ପାରିବ। ଏହାକୁ ୫ ମିନିଟ ପର୍ଯ୍ୟନ୍ତ ଭଲରେ ମସାଜ କରିବା ଏହା ଦ୍ୱାରା ଆମ ତ୍ୱଚା ରେ ଥିବା ବ୍ରଣ କିମ୍ବା ତା ଦାଗ ରୁ ମୁକ୍ତି ପାଇବା। ଏହି ମିଶ୍ରଣ କୁ ସାତ ଦିନ ଲଗାତାର ଲଗାନ୍ତ। ଏହା କୁ ବ୍ୟବହାର କରିବା ପରେ ଆଉ କୌଣସି କ୍ରିମ ଲଗେଇବାକୁ ଦରକାର ପଡିବ ନାହିଁ। ଏହି ମିଶ୍ରଣ ଯୋଗୁଁ ଆମକୁ କୋମଳ ତ୍ୱଚା ମିଳିବ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button