ବିଚାର

ବରଣମାଳା ସମୟରେ ବରକୁ ଦେଖି କନ୍ୟା ଫୋପାଡି ଦେଲା ବରଣମାଳା, ଏହାପରେ ଯାହା ହେଲା ତାକୁ ଶୁଣି ଆପଣ ବି ଆଶ୍ଚଜ୍ୟ ହୋଇଯିବେ

ବିବାହ ଦୁଇଟି ପରିବାର ଏବଂ ଦୁଇଟି ମଣିଷକୁ ଜଣେ ଅନ୍ୟ ଜଣଙ୍କର ବହୁତ ପାଖକୁ ଆଣିବା ର କାମ କରିଥାଏ । ବିବାହର ମାହୋଲରେ ବର ଏବଂ କନ୍ୟା ଦୁଇଟି ପରିବାରର ଲୋକ ଏକ ଆନନ୍ଦର ସମୟକୁ ଜଣେ ଅନ୍ୟ ଜଣଙ୍କ ସହିତ ବିତାଇବାକୁ ଚାହିଁ ଥାନ୍ତି । କିନ୍ତୁ ଏବେ ଏକ ବିବାହରେ କିଛି ଏମିତି ହେଲା ଯାହା ଫଳରେ କନ୍ୟାକୁ ବରଣମାଳା ସମୟରେ ଷ୍ଟେଜ ଉପରେ ସବୁ ଲୋକଙ୍କ ସାମ୍ନାରେ ବରଣମାଳା ଫୋପାଡିବା ପାଇଁ ମଝବୁତ କରିଦେଲା । ଆସନ୍ତୁ ଜାଣିବା କଣ ପାଇଁ କନ୍ୟା ଏମିତି କଲା ।

Image Courtesy: Google

କନ୍ୟା ଷ୍ଟେଜ ଉପରେ ସମସ୍ତଙ୍କ ସାମ୍ନାରେ ମନାକଲା ବିବାହ ପାଇଁ

ଏହା ବନାରସ ର ଏକ ଗାଁର ଅଟେ ଯେଉଁଠି ଏକ ବିବାହ ଫଙ୍କସନରେ ଯେତବେଳେ ବର କନ୍ୟା ବରଣମାଳା ପାଇଁ ଷ୍ଟେଜ ଉପରେ ପହଞ୍ଚିଲେ ତାପରେ କନ୍ୟା ବରକୁ ଦେଖି ସମସ୍ତଙ୍କ ସାମ୍ନାରେ ବରଣମାଳାକୁ ଫୋପାଡି ଦେଲା ଏବଂ ତାହା ପରେ ସେ ବିବାହ ପାଇଁ ମନାକରିଦେଲା ।

Image Courtesy: Google

କୁହାଯାଇଛି କି ବର ଜାଗରଣ ଚୌହାନ ଙ୍କ ବିବାହ ରାମଲାଲ ଚୌହାନଙ୍କ ଝିଅ ବାବିତା ସହିତ ପ୍ରାୟ ୭ମାସ ପୂର୍ବରୁ ଠିକ କରାଯାଇଥିଲା ଏବଂ ବିବାହ ଦିନ ଯେତବେଳେ ବର ବରଯାତ୍ରୀ ନେଇ ପହଞ୍ଚିଲା ସେତବେଳେ କନ୍ୟା ନିଜେ ବିବାହ ପାଇଁ ମନା କରିଦେଲା । ଝିଅର ଏହି କଥା ଶୁଣି ସେଠାରେ ଥିବା ସବୁ ଲୋକ ଆଶ୍ଚଜ୍ୟ ହୋଇଯାଇଥିଲେ କିନ୍ତୁ କେବଳ ଝିଅର ପିତା ହିଁ ତାର ସାଥ ଦେଇଥିଲେ ।

ଏହି କାରଣରୁ କନ୍ୟା ମନାକଲା ବିବାହ ପାଇଁ

Image Courtesy: Google

ଏବେ ଯାହା ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଶୁଣି ଆପଣ ଆଶ୍ଚଜ୍ୟ ହୋଇଯିବେ । ଝିଅଟି ଏଥିପାଇଁ ବିବାହ କରିବାକୁ ମନାକଲା କି ବର ଏବଂ ତାର ସହିତ ବରଯାତ୍ରୀ ମାନେ ସମସ୍ତେ ନିଶାରେ ଥିଲେ । ଝିଅର ବାପା ନିଜେ କହିଛନ୍ତି କି ଯେତବେଳେ ବାରାତି ଦୁଆର ପାଖକୁ ଆସିଲେ ପରେ ଦ୍ଵାର ପୂଜା ହେଲା ପରେବୀ ସେମାନେ ନିଶାରେ ସେଠାରେ ନାଚିବାକୁ ଲାଗିଲେ ଏବଂ ସେଠାରେ ଥିବା ଆମ ଘରର ମହିଳାମାନଙ୍କୁ ଅଶ୍ଳୀଳ କମେଣ୍ଟ କରିବାକୁ ଲାଗିଲେ ।

ଯେମିତି ସେମିତି ଦ୍ଵାର ପୂଜା ସାରିବା ପରେ ବରକୁ ବରଣମାଳା ପାଇଁ ଷ୍ଟେଜ କୁ ନିଆଗଲା ଏବଂ ତା ସହିତ ତା ସାଙ୍ଗମାନେ ବି ଷ୍ଟେଜ ଉପରକୁ ଗଲେ ଏବଂ ଝିଅ ସହିତ ଅନ୍ୟ ଝିଅମାନଙ୍କ ସହିତ ଖରାପ ବ୍ୟବହାର କଲେ । କନ୍ୟା ଯେତବେଳେ ଏହି କଥାକୁ ନେଇ ବିରୋଧ କଳା ସେତବେଳେ ବାର କନ୍ୟା ଉପରେ ରାଗିଗଲା ଏବଂ ଫୋପଡା ଫୋପାଡି କରିବାକୁ ଆରମ୍ଭ କଲା ,ଏହା ଦେଖି ଝିଅଟି ବିବାହ ପାଇଁ ମନାକରି ଦେଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button